ଅନୁଗୁଳରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ:୧୫୦ଟି ପ୍ରାକ ମକଦ୍ଦମାଜନିତ ମାମଲା ଓ ୫୧୨ ଟି ବିଚାରାଧୀନ ମାମଲାର ହେଲା ଫଇସଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧ‌ିକରଣ ପକ୍ଷରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୪ ଅନୁଷ୍ଠିତ ହୋଇଛି। ଏହି ଲୋକ ଅଦାଲତରେ ୧୫୦ଟି ପ୍ରାକ ମକଦ୍ଦମାଜନିତ ମାମଲାର ଫଇସଲା କରାଯାଇ ୨୩ ଲକ୍ଷ ୭୮ ହଜାର ୯୩୫ ଟଙ୍କାର ସମାଧାନ କରାଯାଇଛି।…

Continue Readingଅନୁଗୁଳରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ:୧୫୦ଟି ପ୍ରାକ ମକଦ୍ଦମାଜନିତ ମାମଲା ଓ ୫୧୨ ଟି ବିଚାରାଧୀନ ମାମଲାର ହେଲା ଫଇସଲା

ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଫିଟନେସ୍ ଦିବସ ଭାବେ ପାଳନ କଲା ଜେଏସପି: ମାରାଥନ, ସ୍ୱାସ୍ଥ୍ୟ ଶିବିର କରିବା ସହ ପିଲାଙ୍କୁ ବାଣ୍ଟିଲା ମିଷ୍ଟାନ୍ନ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଫିଟନେସ୍ ଦିବସ ଭାବେ ପାଳନ କରାଯାଇଛି। ଏ ଅବସରରେ ଜେଏସପି ଏବଂ ଏହାର ଶାଖା ଜେଏସପି ଫାଉଣ୍ଡେସନ ପକ୍ଷରୁ ମିନି ମାରାଥନ, ଯୋଗ ଶିବିର,…

Continue Readingନବୀନ ଜିନ୍ଦଲଙ୍କ ଜନ୍ମଦିନକୁ ଫିଟନେସ୍ ଦିବସ ଭାବେ ପାଳନ କଲା ଜେଏସପି: ମାରାଥନ, ସ୍ୱାସ୍ଥ୍ୟ ଶିବିର କରିବା ସହ ପିଲାଙ୍କୁ ବାଣ୍ଟିଲା ମିଷ୍ଟାନ୍ନ

ତାଳଚେର ପୌରାଞ୍ଚଳରେ ୧୧ଟି ପ୍ରକଳ୍ପର ମାରାଥନ ଶିଳାନ୍ୟାସ ଓ ଭୂମିପୂଜନ କଲେ ବିଧାୟକ

ତାଳଚେର: ତାଳଚେର ପୌରାଞ୍ଚଳର ଆଜି ବିଭିନ୍ନ ୱାର୍ଡରେ ପ୍ରାୟ ୫ କୋଟିରୁ ଊର୍ଦ୍ଧ୍ବ ବ୍ୟୟ ବରାଦରେ ନିର୍ମାଣ ହେବାକୁ ଥିବା ୧୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ଭୂମି ପୂଜନ ଆଜି ଅନୁଷ୍ଠିତ ହୋଇଛି। ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆଙ୍କ…

Continue Readingତାଳଚେର ପୌରାଞ୍ଚଳରେ ୧୧ଟି ପ୍ରକଳ୍ପର ମାରାଥନ ଶିଳାନ୍ୟାସ ଓ ଭୂମିପୂଜନ କଲେ ବିଧାୟକ

ରେଳ ବିଭାଗରେ ଖାଲି ପଡିଥିବା ୩ ଲକ୍ଷ ପଦବୀ ପୂରଣ ସହ ଅନ୍ୟାନ୍ୟ ଦାବି: ଡି.ଓ୍ବାଇ.ଓ. ପକ୍ଷରୁ ଅନୁଗୁଳ ଷ୍ଟେସନ ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ରେଳ ବିଭାଗରେ ଖାଲି ପଡ଼ିଥିବା ୩ ଲକ୍ଷ ପଦବୀକୁ ଅବିଳମ୍ବେ ପୂରଣ କରିବା ସହ ଅନ୍ୟାନ୍ୟ ଦାବି ପୂରଣ ଲାଗି ଆଜି ପୂର୍ବାହ୍ନରେ ଅନୁଗୁଳ ଷ୍ଟେସନରେ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଅନୁଗୁଳ ରେଳ ଷ୍ଟେସନ…

Continue Readingରେଳ ବିଭାଗରେ ଖାଲି ପଡିଥିବା ୩ ଲକ୍ଷ ପଦବୀ ପୂରଣ ସହ ଅନ୍ୟାନ୍ୟ ଦାବି: ଡି.ଓ୍ବାଇ.ଓ. ପକ୍ଷରୁ ଅନୁଗୁଳ ଷ୍ଟେସନ ମୁଖ୍ୟଙ୍କୁ ଦାବିପତ୍ର ପ୍ରଦାନ

ବିଦ୍ୟୁତ୍ ବିଲ୍ ଦେଇ ନଥିବାରୁ ବ୍ଲାକ ଡାଇମଣ୍ଡରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କଲା ଟିପିସିଓଡିଏଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲାସ୍ଥିତ ବ୍ଲାକ ଡାଇମଣ୍ଡରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କଲା ଟିପିସିଓଡିଏଲ୍। ଜିଲ୍ଲା ପ୍ରଶାସନ ବିଲ ପୈଠ କରି ନ ଥିବାରୁ ଟିପିସିଓଡିଏଲ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ସୂଚନା ମୁତାବକ, ବ୍ଲାକ ଡାଇମଣ୍ଡର ଫାଟକ ବନ୍ଦ ଥିବାରୁ…

Continue Readingବିଦ୍ୟୁତ୍ ବିଲ୍ ଦେଇ ନଥିବାରୁ ବ୍ଲାକ ଡାଇମଣ୍ଡରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କଲା ଟିପିସିଓଡିଏଲ୍

ହାତୀ ଆକ୍ରମଣରେ ମହିଳା ଗୁରୁତର, ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଧୋକୁଟା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖା ଦେଇଛି। ଗାଁ ଲୋକ ରାସ୍ତା ଅବରୋଧ କରିବା ସହ ବନ ବିଭାଗର କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ସୂଚନାଯୋଗ୍ୟ,…

Continue Readingହାତୀ ଆକ୍ରମଣରେ ମହିଳା ଗୁରୁତର, ବନ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଟ୍ରକ ମାଲିକ ସଂଘର କାର୍ଯ୍ୟକାରୀ ସଭାପତିଙ୍କୁ ଥାନାରେ ଅଟକକୁ ପ୍ରତିବାଦ: ଥାନା ଘେରିଲା ଟ୍ରକ ମାଲିକ ସଂଘ

ତାଳଚେର: ତାଳଚେର ଟ୍ରକ ମାଲିକ ସଂଘର କାର୍ଯ୍ୟକାରୀ ସଭାପତି ଟୁକୁନା ସ୍ୱାଇଁଙ୍କୁ ତାଳଚେର ଥାନାରେ ଅଟକ ରଖିଥିବା ପ୍ରତିବାଦରେ ଟ୍ରକ ମାଲିକ ସଂଘ ପକ୍ଷରୁ ଥାନା ଘେରାଉ କରାଯାଇଛି। ପ୍ରକାଶ ଯେ ତାଳଚେରରୁ କୋଇଲା ପରିବହନ ପାଇଁ ଟ୍ରକ ମାଲିକ ସଂଘ…

Continue Readingଟ୍ରକ ମାଲିକ ସଂଘର କାର୍ଯ୍ୟକାରୀ ସଭାପତିଙ୍କୁ ଥାନାରେ ଅଟକକୁ ପ୍ରତିବାଦ: ଥାନା ଘେରିଲା ଟ୍ରକ ମାଲିକ ସଂଘ

ଖୋଲୁନି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ: ଆପେ ଆପେ ଲଗ୍ ଆଉଟ୍ ହେଇଯାଇଛି ସମସ୍ତଙ୍କ ଫେସବୁକ୍ ଆକାଉଣ୍ଟ

ଭୁବନେଶ୍ୱର/ଅନୁଗୁଳ: ସବୁ ସୋସିଆଲ ମିଡିଆ ସାଇଟ ସ୍ଲୋ ଡାଉନ। କାମ କରୁନି ସର୍ଭର। ମଙ୍ଗଳବାର ରାତି ୯ଟା ପରଠୁ କାମ କରୁନି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ। ଭାରତ ସମେତ ସମଗ୍ର ବିଶ୍ବରେ ଏପରି ସମସ୍ୟା ଦେଖାଦେଇଛି। କେବଳ ସର୍ଭର ଡାଉନ ତାହା…

Continue Readingଖୋଲୁନି ଫେସବୁକ୍ ଏବଂ ଇନଷ୍ଟାଗ୍ରାମ: ଆପେ ଆପେ ଲଗ୍ ଆଉଟ୍ ହେଇଯାଇଛି ସମସ୍ତଙ୍କ ଫେସବୁକ୍ ଆକାଉଣ୍ଟ

ତାଳଚେରରେ କଲ୍ୟାଣ ମଣ୍ଡପ, ଗ୍ରାମର ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ/ତାଳଚେର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୁଳ ଜିଲ୍ଲା ତାଳଚେର ଦେଉଳବେଢ଼ା ତେଲିସାହି ଗ୍ରାମରେ ଏକ କଲ୍ୟାଣ ମଣ୍ଡପ, ସୁସଜ୍ଜିତ ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପର ଉଦଘାଟନ କରିଛନ୍ତି। ଏ ଅବସରରେ…

Continue Readingତାଳଚେରରେ କଲ୍ୟାଣ ମଣ୍ଡପ, ଗ୍ରାମର ମୁଖ୍ୟ ତୋରଣ ଏବଂ ନାଚ ମଣ୍ଡପର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ତ ଠାରେ ଟ୍ରାକ୍ଟର ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ ରାଜକିଶୋରପଡାର ରାକେଶ ମହାପାତ୍ର (୨୬) ଏବଂ କେନ୍ଦ୍ରାପଡା ଅଞ୍ଚଳର ଦିବ୍ୟଜ୍ୟୋତି ନାୟକ (୨୭)…

Continue Readingବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର