ତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଯାପିତ: ତାଲିମ ନେଲେ ୧୨୫ ଜଣ ଛାତ୍ରୀ

ତାଳଚେର : ତାଳଚେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷତା ଶିବିର ଉଦ୍‌ଯାପିତ ହୋଇଛି। ତାଳଚେର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି…

Continue Readingତାଳଚେର କଲେଜରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଯାପିତ: ତାଲିମ ନେଲେ ୧୨୫ ଜଣ ଛାତ୍ରୀ

ତାଳଚେର ଶ୍ରମ ବିଭାଗ ପକ୍ଷରୁ ଚଢ଼ଉ, ଜଣେ ଶିଶୁ ଶ୍ରମିକ ଉଦ୍ଧାର

ତାଳଚେର: ତାଳଚେର ଶ୍ରମକାର୍ଯ୍ୟାଳୟ ପକ୍ଷରୁ ଆଜି କଣିହାଁ ଏନଟିପିସି ଅଞ୍ଚଳରେ ଚଢ଼ଉ କରି ହୋଟେଲ୍ ନିୟୁ ଗୋପୀନାଥରୁ ଜଣେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶିଶୁ ଶ୍ରମିକକୁ ଅନୁଗୁଳ ଜିଲ୍ଳା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷଙ୍କ ନିକଟରେ ହାଜର କରାଯାଇଥିଲା। ଏଥି…

Continue Readingତାଳଚେର ଶ୍ରମ ବିଭାଗ ପକ୍ଷରୁ ଚଢ଼ଉ, ଜଣେ ଶିଶୁ ଶ୍ରମିକ ଉଦ୍ଧାର

ଏମ୍‌ସିଏଲ୍ ର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ: ବିସ୍ଥାପିତ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ପୂର୍ବାହ୍ନରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍.ସି.ଏଲ୍) ର ୧୩ତମ ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍ ପି ଡି ଏ ସି ) ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ…

Continue Readingଏମ୍‌ସିଏଲ୍ ର ଥଇଥାନ ଓ ପାରିପାର୍ଶ୍ବକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ: ବିସ୍ଥାପିତ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ

ପୁଲୱାମା ସହିଦଙ୍କ ସ୍ମୃତିରେ ରକ୍ତଦାନ ଶିବିର: ୫୩ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଆଜି ଅନୁଗୁଳ ମ୍ୟୁନିସିପାଲିଟି ଅନ୍ତର୍ଗତ ହେମସୁରପଡ଼ାସ୍ଥିତ ଲକ୍ଷ୍ମୀନାରାୟଣ ପାଠାଗାର ଠାରେ ପୁଲୱାମା ଆକ୍ରମଣ ପାଇଁ କଳା ଦିବସ ଓ ଲକ୍ଷ୍ମୀନାରାୟଣ ପୂଜା କମିଟିର ସଦସ୍ୟ ସ୍ବର୍ଗତ ଅଭିଜିତ ପଟ୍ଟନାୟକଙ୍କ ୨ୟ ଶ୍ରାଦ୍ଧବାର୍ଷିକ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି।…

Continue Readingପୁଲୱାମା ସହିଦଙ୍କ ସ୍ମୃତିରେ ରକ୍ତଦାନ ଶିବିର: ୫୩ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶକ୍ତି, ସମ୍ବାଦ ଓ ସମ୍ପର୍କ ଅଭିଯାନ ପ୍ରସ୍ତୁତି: ଘର ଘର ବୁଲି ମହିଳାଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶକ୍ତି, ସମ୍ବାଦ ଓ ସମ୍ପର୍କ ଅଭିଯାନ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲା କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଛି। ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ…

Continue Readingଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ଶକ୍ତି, ସମ୍ବାଦ ଓ ସମ୍ପର୍କ ଅଭିଯାନ ପ୍ରସ୍ତୁତି: ଘର ଘର ବୁଲି ମହିଳାଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱାରୋପ

ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଳିକା ମୃତ

ବଅଁରପାଳ: ସ୍ଥାନୀୟ ବଅଁରପାଳ ଛକରେ ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟି ଚାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା କଣ୍ଢେଇଗୁଳା ଅଞ୍ଚଳର ସୁନିତା ସାହୁ (୩୫)। ସୁନିତା ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗ୍ରାମରେ…

Continue Readingସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଳିକା ମୃତ

ନର୍ସିଂ ଓ ପାରାମେଡିକାଲ ଠିକା କର୍ମଚାରୀ ନିଯୁକ୍ତିରେ ଚଞ୍ଚକତା, ଭିଜିଲାନ୍ସ ତଦନ୍ତ ଦାବିରେ ଗଣଧାରଣା

ଅନୁଗୁଳ: ସ୍ଥାନୀୟ ବଳରାମପ୍ରସାଦସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ରେ ନବନିର୍ମିତ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବା ପରେ ବିଭିନ୍ନ ପଦପଦବୀରେ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ପଦାରେ ପଡ଼ି ଦାଣ୍ଡରେ ଗଡ଼ୁଛି।ବିଶେଷକରି ନର୍ସିଂ ଅର୍ଡରଲି ପଦବୀରେ ନକଲି ଅଭିଜ୍ଞତା ପ୍ରମାଣ ପତ୍ର ଦେଇଥିବା…

Continue Readingନର୍ସିଂ ଓ ପାରାମେଡିକାଲ ଠିକା କର୍ମଚାରୀ ନିଯୁକ୍ତିରେ ଚଞ୍ଚକତା, ଭିଜିଲାନ୍ସ ତଦନ୍ତ ଦାବିରେ ଗଣଧାରଣା

ତାଳଚେର ପବିତ୍ର ମୋହନ ମେଡିକାଲକୁ କଲେଜରେ ରୂପାନ୍ତର କରିବାକୁ ଦାବି

ତାଳଚେର: ତାଳଚେର ପ୍ରେସ୍ କ୍ଲବ ଠାରେ ତାଳଚେର ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଆବାହକ ପଦ୍ମ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ପବିତ୍ର ମୋହନ ସରକାରୀ ମେଡିକାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଆବଶ୍ୟକ ପ୍ରଫେସର, ଅଭିଜ୍ଞ…

Continue Readingତାଳଚେର ପବିତ୍ର ମୋହନ ମେଡିକାଲକୁ କଲେଜରେ ରୂପାନ୍ତର କରିବାକୁ ଦାବି

କଳମଛୁଇଁରେ ଗୀତା ମହାଯଜ୍ଞ ଆୟୋଜିତ, ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ତାଳଚେର : ତାଳଚେର ବ୍ଲକ୍ କଳମଛୁଇଁ ଗ୍ରାମ ଅନ୍ତର୍ଗତ ବୁଢାବୁରୀ ସାହିରେ ଗୀତା ମହାଯଜ୍ଞ ପାଳିତ ହୋଇଛି। ପଣ୍ଡିତ ଟଙ୍କଧର ଶତପଥୀଙ୍କ ପୌରୋହିତ୍ୟରେ ହୃଦୟ କୁମାର ଶତପଥୀ, ସନ୍ତୋଷ ତ୍ରିପାଠୀ, ସୁଶାନ୍ତ ଶତପଥୀ ପ୍ରମୁଖ ସୂର୍ଯ୍ୟ ପୂଜା, ପଞ୍ଚକର୍ମ, ମହାମୃତ୍ୟୁଞ୍ଜୟ ଜପ…

Continue Readingକଳମଛୁଇଁରେ ଗୀତା ମହାଯଜ୍ଞ ଆୟୋଜିତ, ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଏଣିକି ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ଜନ ଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ଅଭିଯୋଗ ଶୁଣିବେ ଜିଲ୍ଲାପାଳ

ଅନୁଗୁଳ: ଏଣିକି ପ୍ରତି ସୋମବାର ଦିନ ଅନୁଗୁଳ ଜିଲ୍ଲାର ପ୍ରତି ବ୍ଲକର ଗୋଟିଏ ଗୋଟିଏ ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଆୟୋଜିତ ହେବ। ପ୍ରଶାସନିକ ସ୍ତରରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ଦୃଢ଼ କରିବା ସହ ଫାଇଭ…

Continue Readingଏଣିକି ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ଜନ ଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ଅଭିଯୋଗ ଶୁଣିବେ ଜିଲ୍ଲାପାଳ