ନାଲକୋ ପ୍ଲାଣ୍ଟ ପରିସରରେ ବାରହା ଆତଙ୍କ, ଯୁବକ ଆହତ

ନାଲକୋ ନଗର: ନାଲକୋ ସ୍ମେଲ୍ଟର ପ୍ଲାଣ୍ଟ କାରଖାନା ଗେଟ ପାଖକୁ ଆଜି ଏକ ବାରହା ପଶି ଆସି ଆତଙ୍କ ସୃଷ୍ଟି କରିଛି। ବାରହାଟି ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରିଛି। ସୂଚନା ମୁତାବକ, ମହାରାଷ୍ଟ୍ରରୁ ଆସିଥିବା ଟ୍ରକ (ଏମ.ଏଚ.୧୫.ଏଚ.ଡବ୍ଲୁ…

Continue Readingନାଲକୋ ପ୍ଲାଣ୍ଟ ପରିସରରେ ବାରହା ଆତଙ୍କ, ଯୁବକ ଆହତ

ପୁଅକୁ ସ୍କୁଲରୁ ଆଣିବାକୁ ଯିବା ବେଳେ ଧକ୍କା ଦେଲା ଟେମ୍ପୋ, ମହିଳା ମୃତ

ଅନୁଗୁଳ: ଆଠମଲ୍ଲିକ ବ୍ଲକ ହରିଡ଼ାନାଳି ଗ୍ରାମ ଠାରେ ଏକ ଟେମ୍ପୋ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ସରିତା ମିଶ୍ର (୩୨)। ସୂଚନା ମୁତାବକ, ଶନିବାର ସନ୍ଧ୍ୟା ୬ଟା ବେଳେ ହରିଡ଼ାନାଳି ଗ୍ରାମ ଶିଶୁ ମନ୍ଦିରରେ ବାର୍ଷିକ…

Continue Readingପୁଅକୁ ସ୍କୁଲରୁ ଆଣିବାକୁ ଯିବା ବେଳେ ଧକ୍କା ଦେଲା ଟେମ୍ପୋ, ମହିଳା ମୃତ

ବିଜୁ ଯୁବ ଜନତା ଦଳ ପକ୍ଷରୁ ବସଲା ପଞ୍ଚାୟତରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୩୬ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ଅନୁଗୁଳ ବ୍ଲକର ବସଲା ପଞ୍ଚାୟତରେ ବିଜୁ ଯୁବ ଜନତା ଦଳ ଦ୍ବାରା ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଶିବିରରେ ମୋଟ୍…

Continue Readingବିଜୁ ଯୁବ ଜନତା ଦଳ ପକ୍ଷରୁ ବସଲା ପଞ୍ଚାୟତରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୩୬ ୟୁନିଟ ରକ୍ତ ସଂଗୃହୀତ

ଏନଟିପିସି ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ସନ୍ତୋଷ କୁମାର ସେଠୀ

କଣିହାଁ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଟାଉନ ଥାନାରେ ଶନିବାର ନୂତନ ଆଇଆଇସି ଭାବେ ସନ୍ତୋଷ କୁମାର ସେଠୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏ ଅବସରରେ ସେ ଜନସାଧାରଣଙ୍କୁ ପୋଲିସର ନ୍ୟାୟିକ ବ୍ୟବସ୍ଥା ଦିଗରେ ସହଯୋଗ ସହିତ ଶାନ୍ତି…

Continue Readingଏନଟିପିସି ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ସନ୍ତୋଷ କୁମାର ସେଠୀ

ପାଳଲହଡ଼ା ଗସ୍ତ କରି କାର୍ଯ୍ୟ ସମୀକ୍ଷା କଲେ ଅନୁଗୁଳ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ପାଳଲହଡ଼ା: ଆଜି ଅନୁଗୁଳ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ ସିଂ ପାଲଲହଡା ବ୍ଲକ ଗସ୍ତ କରି ବିଭିନ୍ନ ପଞ୍ଚାୟତରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପ୍ରଥମେ ଶ୍ରୀ ସିଂ ପେଚାମୁଣ୍ଡି ପଞ୍ଚାୟତ ଗସ୍ତ କରି ଗାଁରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର…

Continue Readingପାଳଲହଡ଼ା ଗସ୍ତ କରି କାର୍ଯ୍ୟ ସମୀକ୍ଷା କଲେ ଅନୁଗୁଳ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
Read more about the article ସ୍ତ୍ରୀହନ୍ତାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା
Law Judge Gavel And Legality Symbol

ସ୍ତ୍ରୀହନ୍ତାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ସ୍ତ୍ରୀହନ୍ତାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ସ୍ଥାନୀୟ ଜରାସିଂହା ଗ୍ରାମର ଦୁଷ୍ମନ୍ତ ସାହୁଙ୍କ ଭଉଣୀ କୁମାରୀ ଜରପଡା ଥାନା ଅନ୍ତର୍ଗତ ତୁବେ ଗ୍ରାମର ଶ୍ରୀନିବାସ ସାହୁଙ୍କ…

Continue Readingସ୍ତ୍ରୀହନ୍ତାକୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା

ବିଜେଡି ପ୍ରତିଷ୍ଠା ଦିବସ ପାଳନ: କନ୍ୟାବେଡା ଗ୍ରାମରେ ରକ୍ତଦାନ ଶିବିର, ୩୮ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଆଜି ବଅଁରପାଳ ବ୍ଲକ କାଣ୍ଡସର ପଞ୍ଚାୟତ କନ୍ୟାବେଡା ଗ୍ରାମରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି।…

Continue Readingବିଜେଡି ପ୍ରତିଷ୍ଠା ଦିବସ ପାଳନ: କନ୍ୟାବେଡା ଗ୍ରାମରେ ରକ୍ତଦାନ ଶିବିର, ୩୮ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନିଧନ, କିଛିଦିନ ହେଲା ଥିଲେ ଅସୁସ୍ଥ

ଅନୁଗୁଳ: ଅନୁଗୁଳର ପୂର୍ବତନ ବିଧାୟକ ରମେଶ ଜେନାଙ୍କର ଆଜି ନିଧନ ହୋଇଛି। ନାଲକୋ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ଗତ କିଛିବର୍ଷ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ରମେଶ…

Continue Readingଅନୁଗୁଳର ପୂର୍ବତନ ବିଧାୟକ ରମେଶ ଜେନାଙ୍କ ନିଧନ, କିଛିଦିନ ହେଲା ଥିଲେ ଅସୁସ୍ଥ

ପାକ୍ଷିକ ସମ୍ବାଦ ପତ୍ର ‘ଏରିଆ ଖବର’ର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ

ତାଳଚେର: ତାଳଚେର ପଞ୍ଚାୟତ ସମିତି ସଭାଘରରେ ପାକ୍ଷିକ ସମ୍ବାଦ ପତ୍ର ଏରିଆ ଖବରର ୮ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରଥମେ କାରଗିଲ ସହିଦ ରଞ୍ଜନ କୁମାର ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ତାଳଚେର ବିଡିଓ ଚିନ୍ମୟୀ ଚେତନା…

Continue Readingପାକ୍ଷିକ ସମ୍ବାଦ ପତ୍ର ‘ଏରିଆ ଖବର’ର ଅଷ୍ଟମ ବାର୍ଷିକ ଉତ୍ସବ ଆୟୋଜିତ

ଶୈଳ ଶ୍ରୀକ୍ଷେତ୍ରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ, ଦୁଇ ଦିନ ଧରି ପ୍ରଦର୍ଶିତ ହେବ ଓଡ଼ିଶା ଚାରୁକଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀକୁ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ରାଜ୍ୟରେ…

Continue Readingଶୈଳ ଶ୍ରୀକ୍ଷେତ୍ରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ, ଦୁଇ ଦିନ ଧରି ପ୍ରଦର୍ଶିତ ହେବ ଓଡ଼ିଶା ଚାରୁକଳା