ନାଲ୍‌କୋ ଡିଅର ପାର୍କରୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ନାଲ୍‌କୋ ନଗର: ଅନୁଗୁଳ ଜିଲ୍ଲା ନାଲ୍‌କୋ‌ ଟାଉନସିପ୍‌ ଡିଅର ପାର୍କରେ ରହୁଥିବା ୬୦ ହରିଣଙ୍କୁ ସ୍ଥାନାନ୍ତର କରାଯିବ। ଦୀର୍ଘ ଦିନର କସରତ ପରେ ତାରଜାଲି ଘେରା ଏକ ଆବଦ୍ଧ କ୍ଷେତ୍ରରେ ଦୟନୀୟ ଅବସ୍ଥାରେ ରହିଥିବା ହରିଣ ପଲ ମୁକ୍ତ ହେବାକୁ ଯାଉଛନ୍ତି।…

Continue Readingନାଲ୍‌କୋ ଡିଅର ପାର୍କରୁ ହରିଣ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ

ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ନୂତନ ସଭାଗୃହ ଉଦଘାଟିତ, ବିଧାୟକଙ୍କ ପାଣ୍ଠି ଅନୁଦାନରେ ହୋଇଛି ତିଆରି

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ନୂତନ ସଭାଗୃହ ସୋମବାର ଉଦଘାଟିତ ହୋଇଛି। ମଞ୍ଚର ସଭାପତି ପୂର୍ବତନ ଅବସରପ୍ରାପ୍ତ ପ୍ରଶାସକ ରାଜକିଶୋର ଦାସ ଏହି ନୂତନ ସଭାଗୃହ ଉଦଘାଟନ କରିଥିଲେ । ସ୍ଥାନୀୟ ପୂର୍ବତନ ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ…

Continue Readingରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ନୂତନ ସଭାଗୃହ ଉଦଘାଟିତ, ବିଧାୟକଙ୍କ ପାଣ୍ଠି ଅନୁଦାନରେ ହୋଇଛି ତିଆରି

ଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ

ପାଳଲହଡ଼ା: ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ। ଆଜି ସ୍ଥାନୀୟ ଈଶ୍ୱର ନଗର ପଞ୍ଚାୟତ ବୋଡାପଦା ଗାଁର ଜଣେ ଯୁବକଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ପଦ୍ମ ଲୋଚନ ସାହୁଙ୍କ ପୁଅ ପ୍ରଦୀପ କୁମାର ସାହୁ…

Continue Readingଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ

ତନିସ୍କ ଆରମ୍ଭ କଲା ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’: ଏବେ ୨୦% କମ୍ ଦାମରେ କିଣି ପାରିବେ ହୀରା ଅଳଙ୍କାର

ଅନୁଗୁଳ: ତନିସ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’। ଭାରତର ସର୍ବବୃହତ୍ ଗହଣା ରିଟେଲ ବ୍ରାଣ୍ଡ୍ ତନିସ୍କର କାଳଜୟୀ ହୀରା ସହିତ ଜୀବନର ପ୍ରିୟ ଅବସରଗୁଡ଼ିକୁ ପାଳନ କରିବାକୁ ଏହା ସୁଯୋଗ ପ୍ରଦାନ କରୁଛି। ତନିସ୍କ ଉତ୍କୃଷ୍ଟ ହୀରାର ଚମକ…

Continue Readingତନିସ୍କ ଆରମ୍ଭ କଲା ‘ଫେଷ୍ଟିଭାଲ ଅଫ୍ ଡାଏମଣ୍ଡ୍‌’: ଏବେ ୨୦% କମ୍ ଦାମରେ କିଣି ପାରିବେ ହୀରା ଅଳଙ୍କାର

ରାତି ଅଧରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା, ଚାଉଳ ଖାଇବା ସହ କଲା ବ୍ୟାପକ କ୍ଷୟକ୍ଷତି

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ରେଞ୍ଜରେ ହାତୀଙ୍କ ଦୌରାତ୍ମ୍ୟ କମିବାର ନାଁ ଧରୁନି। ଜନବସତି ଆଡ଼କୁ ମାଡ଼ି ଆସୁଥିବା ହାତୀଙ୍କୁ ଘଉଡ଼ାଇବାରେ ବନ ବିଭାଗ ପୂରାପୂରି ବିଫଳ ହୋଇଛି। ଫଳରେ କେତେବେଳେ ହାତୀପଲ ଆସି କାହା ଘର ଭାଙ୍ଗି ଦେଉଛନ୍ତି ତ…

Continue Readingରାତି ଅଧରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା, ଚାଉଳ ଖାଇବା ସହ କଲା ବ୍ୟାପକ କ୍ଷୟକ୍ଷତି

ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ: ଦକ୍ଷତା ବିକାଶ କରି ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ

ଅନୁଗୁଳ : ଅନୁଗୁଳରେ ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ ହୋଇଛି। କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ମନ୍ତ୍ରଣାଳୟ ଅଧୀନ ଅନୁଗୁଳସ୍ଥିତ ଜନ ଶିକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ସୌରୀରଞ୍ଜନ ପଣ୍ଡାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ଟିପିସି ୟୁଟିଏଲ୍‌ର ମାନବ…

Continue Readingବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ: ଦକ୍ଷତା ବିକାଶ କରି ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ

ଅନୁଗୁଳ ଓ ପାଳଲହଡ଼ାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଜିଲ୍ଲାପାଳ ମହମ୍ମଦ ଅବଦଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ପାଳଲହଡ଼ା ବ୍ଲକ କାର୍ଯ୍ୟଳୟ ପରିସରରେ ସୋମବାର ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜନଶୁଣାଣି ଶିବିରରେ ସମୁଦାୟ ୫୦ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୪୪ଟି ବ୍ୟକ୍ତିଗତ ଓ ୦୬ଟି…

Continue Readingଅନୁଗୁଳ ଓ ପାଳଲହଡ଼ାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆୟୋଜିତ

ଦୋକାନରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକ

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ ସେଣ୍ଟ୍ରାଲ ମାର୍କେଟ ନିକଟରେ ଥିବା ବାବାମଣୀ ଗ୍ଲାସ ହାଉସ କର୍ମଚାରୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ କଟକ ଜିଲ୍ଲା ମାଣିଆବନ୍ଧ ଥାନା ମାଣିଆବନ୍ଧ ଗ୍ରାମ ନିବାସୀ ବ୍ରଜବନ୍ଧୁ ସ୍ୱାଇଁ ( ୪୫ )।…

Continue Readingଦୋକାନରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକ

କୁଲାଡ ଗାଁର ବରିଷ୍ଠ ସମାଜସେବୀ ସଂଗ୍ରାମ ଜେନାଙ୍କ ନିଧନ, ସ୍ନାୟୁଜନିତ ରୋଗରେ ଥିଲେ ପୀଡ଼ିତ

ଅନୁଗୁଳ : ନାଲକୋ ଠିକାଦାର ସଂଘର ସଦସ୍ୟ ତଥା ନାଲକୋ-ବଅଁରପାଳ ଅଞ୍ଚଳର ସମାଜସେବୀ ସଂଗ୍ରାମ ଜେନାଙ୍କର ଆଜି ନିଧନ ହୋଇଛି। ୬ମାସ ହେବ ସେ ସ୍ନାୟୁଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏମ୍ସରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ୫୮ ବର୍ଷ…

Continue Readingକୁଲାଡ ଗାଁର ବରିଷ୍ଠ ସମାଜସେବୀ ସଂଗ୍ରାମ ଜେନାଙ୍କ ନିଧନ, ସ୍ନାୟୁଜନିତ ରୋଗରେ ଥିଲେ ପୀଡ଼ିତ

ବଅଁରପାଳ ବ୍ଲକ ସାମ୍ବାଦିକ ସଂଘର ସଭାପତି ତଥା ସମ୍ବାଦ ପ୍ରତିନିଧି ରାଜେଶ କୁମାର ନାୟକଙ୍କ ବିୟୋଗରେ ଶୋକ ସଭା

ବଅଁରପାଳ: ବଅଁରପାଳ ବ୍ଲକ ସାମ୍ବାଦିକ ସଂଘର ସଭାପତି ତଥା ସମ୍ବାଦର ସ୍ଥାନୀୟ ପ୍ରତିନିଧି ରାଜେଶ କୁମାର ନାୟକଙ୍କର ରବିବାର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ସାମ୍ବାଦିକଙ୍କ ପକ୍ଷରୁ ଏକ ଶୋକସଭା ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ବରିଷ୍ଠ…

Continue Readingବଅଁରପାଳ ବ୍ଲକ ସାମ୍ବାଦିକ ସଂଘର ସଭାପତି ତଥା ସମ୍ବାଦ ପ୍ରତିନିଧି ରାଜେଶ କୁମାର ନାୟକଙ୍କ ବିୟୋଗରେ ଶୋକ ସଭା