ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଚାଳକଙ୍କ ଦୁଇ ଗୋଡ଼

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ କୁଲାଡ ଓଡ଼ିଶୀ ମୋଟର ସାମ୍ନାରେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି (ସୋମବାର) ରାତି ପ୍ରାୟ ୧୧ ଟା ବେଳେ ଅନୁଗୁଳରୁ ବଅଁରପାଳ…

Continue Readingଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଭାଙ୍ଗିଲା ଚାଳକଙ୍କ ଦୁଇ ଗୋଡ଼

କ୍ଷତାକ୍ତ ବୁଲା ଗୋରୁଗାଈଙ୍କୁ ଥଇଥାନ ଦାବି: ଉତ୍କର୍ଷ ପରିବାର ତରଫରୁ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: କ୍ଷତାକ୍ତ ବୁଲା ଗୋରୁଗାଈଙ୍କ ଥଇଥାନ ପାଇଁ ଅନୁଗୁଳର ସାମାଜିକ ଅନୁଷ୍ଠାନ "ଉତ୍କର୍ଷ ପରିବାର" ପକ୍ଷରୁ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣିରେ ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ରରେ ଦର୍ଶାଯାଇଛି ଯେ ଅନୁଗୁଳ ବଅଁରପାଳ ଓ ଛେଣ୍ଡିପଦା ବ୍ଲକରେ ପ୍ରତିଦିନ ଦୁର୍ଘଟଣାରେ…

Continue Readingକ୍ଷତାକ୍ତ ବୁଲା ଗୋରୁଗାଈଙ୍କୁ ଥଇଥାନ ଦାବି: ଉତ୍କର୍ଷ ପରିବାର ତରଫରୁ ଜନଶୁଣାଣିରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଝିଅର ସାର୍ଟିଫିକେଟ ଧରି ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ, ଅଜଣା ଗାଡ଼ି ଧକ୍କାରେ ବାପା ମୃତ

ବଇଣ୍ଡା: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଘୋଷର ପୋଲ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀର ମୃତ୍ୟୁ ଘଟିଛି। ମୃତ ବାଇକ୍ ଆରୋହୀ ହେଲେ ଠାକୁରଗଡ଼ ଥାନା ଗିରଦା ଗାଁର ପ୍ରସନ୍ନ ପ୍ରଧାନ। ପୋଲିସ୍ ସୂଚନା ମୁତାବକ,…

Continue Readingଝିଅର ସାର୍ଟିଫିକେଟ ଧରି ଫେରୁଥିବା ବେଳେ ବାଟରେ ଜଗିଥିଲା ଯମ, ଅଜଣା ଗାଡ଼ି ଧକ୍କାରେ ବାପା ମୃତ

ଏବେ ଯାଏଁ ମିଳିନି ଜମିଗୃହ ଅଧିକରଣ ଟଙ୍କା, ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମାହୂତି ଚେତାବନୀ ଦେଲେ ସ୍ବାମୀହରା ମହିଳା

ଅନୁଗୁଳ: ଅନୁଗୁଳରେ ଥିବା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଜମିଗୃହ ଅଧିକରଣ ନିମନ୍ତେ ଧାର୍ଯ୍ୟ କରାଯାଇଥିବା ଟଙ୍କା ମିଳିନଥିବା ନେଇ ଅଭିଯୋଗ କରିଛନ୍ତି ମହିଳା। ଏଭଳି ଅଭିଯୋଗ ଆଣିଛନ୍ତି ଅନୁଗୁଳ ଜିଲ୍ଲା ଟିକରପଡା ପଞ୍ଚାୟତ କଟରାଙ୍ଗ ଗ୍ରାମର ମମତା ପ୍ରଧାନ। ତାଙ୍କ…

Continue Readingଏବେ ଯାଏଁ ମିଳିନି ଜମିଗୃହ ଅଧିକରଣ ଟଙ୍କା, ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମାହୂତି ଚେତାବନୀ ଦେଲେ ସ୍ବାମୀହରା ମହିଳା

ଫୋନ ହଜିଗଲେ ଆଉ ଚିନ୍ତା ନାହିଁ, ଏଣିକି ଘରେ ବସି ସେଥିରେ ଥିବା UPI ID କରିପାରିବେ ଡିଲିଟ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି। ଆଉ ଅନଲାଇନ୍ ପେମେଣ୍ଟ ପାଇଁ UPI ବ୍ୟବହାର କରୁଛନ୍ତି। ଏପରି ସ୍ଥିତିରେ ଫୋନ୍ ହଜିଯାଏ କିମ୍ବା ଚୋରି ହୁଏ ତେବେ ସମସ୍ତଙ୍କ ମୁଣ୍ଡ ବିନ୍ଧା ବଢିଯାଏ। ତେବେ ଏଥିପାଇଁ ଆଉ ଚିନ୍ତା କରିବାର…

Continue Readingଫୋନ ହଜିଗଲେ ଆଉ ଚିନ୍ତା ନାହିଁ, ଏଣିକି ଘରେ ବସି ସେଥିରେ ଥିବା UPI ID କରିପାରିବେ ଡିଲିଟ୍

ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସରକାରୀ କର୍ମଚାରୀ, ଘୋଷଣା କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସରକାରୀ କର୍ମଚାରୀ। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଲୋକସଭା ନିର୍ବାଚନ ପରେ କେନ୍ଦ୍ରରେ ଶାସକ ଭାରତୀୟ ଜନତା ପାର୍ଟି ଏବଂ ରାଷ୍ଟ୍ରୀୟ ସ୍ବେଚ୍ଛାସେବୀ ସଂଗଠନ (ଆରଏସଏସ) ମଧ୍ୟରେ ସମ୍ପର୍କ ସ୍ୱାଭାବିକ ନୁହେଁ…

Continue Readingଏଣିକି ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେ ସରକାରୀ କର୍ମଚାରୀ, ଘୋଷଣା କଲେ କେନ୍ଦ୍ର ସରକାର

ଛେଣ୍ଡିପଦା ଜେଏମଏଫସି ଅଦାଲତର ୬ଷ୍ଠ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ମହକିଲଙ୍କୁ ସହଜରେ ଆଇନ ସେବା ଯୋଗାଇ ଦେବାକୁ ପରାମର୍ଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତର (ଜେଏମଏଫସି କୋର୍ଟ) ଷଷ୍ଠ ତମ ପ୍ରତିଷ୍ଠା ଉତ୍ସବ ରବିବାର ପାଳିତ ହୋଇଛି। ଓକିଲ ସଂଘର ସଭାଗୃହରେ ଛେଣ୍ଡିପଦା ଆଇନଜୀବୀ ସଂଘର ସଭାପତି ନଗେନ ନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜିତ…

Continue Readingଛେଣ୍ଡିପଦା ଜେଏମଏଫସି ଅଦାଲତର ୬ଷ୍ଠ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ମହକିଲଙ୍କୁ ସହଜରେ ଆଇନ ସେବା ଯୋଗାଇ ଦେବାକୁ ପରାମର୍ଶ

ତାରିଣୀ ମନ୍ଦିର ହୁଣ୍ଡିରୁ ଚୋରି କରି ପଳାଉଥିବା ବେଳେ ମାଡ଼ି ବସିଲେ ସୁରକ୍ଷାକର୍ମୀ, ନଗଦ ଟଙ୍କା ସହ ଦୁଇ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର କଲୋନୀ ମଧ୍ୟରେ ଥିବା ତାରିଣୀ ମନ୍ଦିର ହୁଣ୍ଡିରୁ ଚୋରି କରୁଥିବା ବେଳେ ଦୁଇ ଜଣଙ୍କୁ ଧରିଛନ୍ତି ସୁରକ୍ଷା କର୍ମୀ। ଦୁଇ ଯୁବକଙ୍କୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି କରନ ସିଂ ସୁରକ୍ଷା ସଂସ୍ଥାର…

Continue Readingତାରିଣୀ ମନ୍ଦିର ହୁଣ୍ଡିରୁ ଚୋରି କରି ପଳାଉଥିବା ବେଳେ ମାଡ଼ି ବସିଲେ ସୁରକ୍ଷାକର୍ମୀ, ନଗଦ ଟଙ୍କା ସହ ଦୁଇ ଅଟକ

ପାଳଲହଡ଼ାରେ ଲୋମହର୍ଷଣ ଘଟଣା! କାମାନ୍ଧ କକା ଲୁଟିଲା ୫ ବର୍ଷର ଝିଆରୀର ସର୍ବସ୍ବ, କୁର୍‌କୁରେ ଦେବା ବାହାନାରେ ଜବରଦସ୍ତି କଲା ଦୁଷ୍କର୍ମ

ପାଳଲହଡ଼ା: ପୁଣି କାମାନ୍ଧ ସମ୍ପର୍କୀୟ ଲୁଟିଲା କୁନି ଝିଅର ସର୍ବସ୍ବ। ଝିଆରୀର ରକ୍ଷା କବଚ ସାଜିବା ବଦଳରେ ଖୋଦ କକା ପାଲଟିଗଲା ପିଶାଚ। ପାଞ୍ଚ ବର୍ଷର କୁନି ଝିଅକୁ କଲା ଦୁଷ୍କର୍ମ। ଏଭଳି ଛାତିଥରା ଅମାନୁଷିକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା…

Continue Readingପାଳଲହଡ଼ାରେ ଲୋମହର୍ଷଣ ଘଟଣା! କାମାନ୍ଧ କକା ଲୁଟିଲା ୫ ବର୍ଷର ଝିଆରୀର ସର୍ବସ୍ବ, କୁର୍‌କୁରେ ଦେବା ବାହାନାରେ ଜବରଦସ୍ତି କଲା ଦୁଷ୍କର୍ମ

ଗେଷ୍ଟ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କୋଲକତାରୁ କାମ କରିବାକୁ ଅନୁଗୁଳ ଆସିଥିଲେ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସ୍ଥିତ ଏକ ଗେଷ୍ଟ ହାଉସରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ପୋଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ପୋଲିସ ସୂଚନା ମୁତାବକ,…

Continue Readingଗେଷ୍ଟ ହାଉସରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, କୋଲକତାରୁ କାମ କରିବାକୁ ଅନୁଗୁଳ ଆସିଥିଲେ