ଦରମା ବୃଦ୍ଧି ଦାବିରେ ମାଲ୍ୟାଗିରି ମହାବିଦ୍ୟାଳୟର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, କଳା ବ୍ୟାଜ୍ ପିନ୍ଧି ଦେଲେ ଧାରଣା

ଅନୁଗୁଳ: ଦରମା ବୃଦ୍ଧି ଦାବିରେ ଅନୁଗୁଳ ଜିଲ୍ଲା ପାଳଲହଡ଼ାସ୍ଥିତ ମାଲ୍ୟାଗିରି ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି। ମହାବିଦ୍ୟାଳୟ କର୍ମଚାରୀ ମାନେ କଳା ବ୍ୟାଜ୍ ପିନ୍ଧି ସାମୂହିକ ଧାରଣାରେ ବସିଛନ୍ତି। ମହାବିଦ୍ୟାଳୟର ୮…

Continue Readingଦରମା ବୃଦ୍ଧି ଦାବିରେ ମାଲ୍ୟାଗିରି ମହାବିଦ୍ୟାଳୟର କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ, କଳା ବ୍ୟାଜ୍ ପିନ୍ଧି ଦେଲେ ଧାରଣା

ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡ଼ର ଓ ଗଣଶିକ୍ଷକ ମହାସଂଘର ବୈଠକ, ଚୟନ ହେଲେ ନୂତନ କର୍ମକର୍ତ୍ତା

ଭୁବନେଶ୍ବର: ରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ-କ୍ୟାଡ଼ର ଓ ଗଣଶିକ୍ଷକ ମହାସଂଘର ଏକ ଜରୁରୀକାଳୀନ ବୈଠକ ରବିବାର ଦିନ ଉତ୍କଳ ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଛି। ବୈଠକରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ବିପୁଳ ମାତ୍ରାରେ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଗଙ୍ଗା ନାରାୟଣ…

Continue Readingରାଜ୍ୟ ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡ଼ର ଓ ଗଣଶିକ୍ଷକ ମହାସଂଘର ବୈଠକ, ଚୟନ ହେଲେ ନୂତନ କର୍ମକର୍ତ୍ତା

ବୋହୂକୁ ଯୌତୁକ ନିର୍ଯାତନା ଦେବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗ, ସ୍ୱାମୀ ଓ ଶାଶୁ ଅଟକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କୋଶଳା ଗାଁରେ ସ୍ୱାମୀ ଓ ଶାଶୁଙ୍କ ନାଁରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ବୋହୂ ଓ ତାଙ୍କ ବାପଘର ଲୋକ। ଅଭିଯୋଗ ମୁତାବକ, କୁଣ୍ଢେଈଗୋଳ ଥାନା ତୁଟାବାରୀ ଗାଁର ରିଙ୍କି ସାହୁ ଏକ ବର୍ଷ…

Continue Readingବୋହୂକୁ ଯୌତୁକ ନିର୍ଯାତନା ଦେବା ସହ ମରଣାନ୍ତକ ଆକ୍ରମଣ ଅଭିଯୋଗ, ସ୍ୱାମୀ ଓ ଶାଶୁ ଅଟକ

ଲଗାଣ ବର୍ଷାରେ ଅନୁଗୁଳ ବେହାଲ: ନଦୀର ଭ୍ରମ ସୃଷ୍ଟି କରୁଛି ରାସ୍ତା, ପର ଘରେ ଆଶ୍ରୟ ନେଉଛନ୍ତି ସ୍ଥାନୀୟବାସୀ

ଅନୁଗୁଳ: ଦୁଇ ଦିନ ହେଲା ପାଣି ଘେରରେ ଦିନ କାଟୁଛନ୍ତି ଅନୁଗୁଳ ପୌରପାଳିକାର ୯ ନମ୍ବର ୱାର୍ଡ ବାସୀ। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାରେ ଦୁଇ ଦିନ ହେଲା ଲଗାଣ ବର୍ଷା ହେଉଛି। ଫଳରେ ବର୍ଷା ପାଣି ବିଭିନ୍ନ ଅଞ୍ଚଳକୁ ଘେରି…

Continue Readingଲଗାଣ ବର୍ଷାରେ ଅନୁଗୁଳ ବେହାଲ: ନଦୀର ଭ୍ରମ ସୃଷ୍ଟି କରୁଛି ରାସ୍ତା, ପର ଘରେ ଆଶ୍ରୟ ନେଉଛନ୍ତି ସ୍ଥାନୀୟବାସୀ

ସଚେତନତା ରଥର ଶୁଭାରମ୍ଭ

ଅନୁଗୁଳ : ମଙ୍ଗଳବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆର ସଚେତନତା ପକ୍ଷ ଊପଲକ୍ଷେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଶିବାନନ୍ଦ ମହାନ୍ତି…

Continue Readingସଚେତନତା ରଥର ଶୁଭାରମ୍ଭ

ଯୁବତୀଙ୍କୁ ଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗ, ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହିତ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ କୁଣ୍ଢେଇଗଲା ଥାନା ଗମ୍ଭାରୀପାଳ…

Continue Readingଯୁବତୀଙ୍କୁ ଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗ, ଯୁବକ ଗିରଫ

ବିଦ୍ୟୁତ କର୍ମଚାରୀ ସଂଘର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ବିଦ୍ୟୁତ୍ ପ୍ରକଳ୍ପର ଦୀପତରଙ୍ଗ କ୍ଲବ ଠାରେ ମଙ୍ଗଳବାର ବିଦ୍ୟୁତ କର୍ମଚାରୀ ସଂଘ ସହବନ୍ଧିତ ଭାରତୀୟ ମଜଦୁର ସଂଘ (ବିଏମଏସ)ର ୭୦ତମ ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପର…

Continue Readingବିଦ୍ୟୁତ କର୍ମଚାରୀ ସଂଘର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗୃହୀତ

ଏନଟିପିସି କାରଖାନାରେ ଶ୍ରମିକ ପେଟରେ ପଶିଗଲା ବାଉଁଶ, ଭୁବନେଶ୍ୱର ସ୍ଥାନାନ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି କାରଖାନାରେ ଶ୍ରମିକ ପେଟରେ ପଶିଗଲା ବାଉଁଶ। ଗୁରୁତର ଅବସ୍ଥାରେ ଶ୍ରମିକ ଲିପୁ ଭୂତିଆଙ୍କୁ ଏନଟିପିସି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ, ସ୍ଥାନୀୟ…

Continue Readingଏନଟିପିସି କାରଖାନାରେ ଶ୍ରମିକ ପେଟରେ ପଶିଗଲା ବାଉଁଶ, ଭୁବନେଶ୍ୱର ସ୍ଥାନାନ୍ତର

ଭିଜିଲାନ୍ସ ଜାଲରେ ସୁସୁବା ସରପଞ୍ଚ ଓ ତାଙ୍କ ସ୍ଵାମୀ, ବିଲ୍ ପାସ୍ କରିବାକୁ ନେଉଥିଲେ ୨୦ ହଜାର ଟଙ୍କା

କଣିହାଁ: ଭିଜିଲାନ୍ସ ଜାଲରେ କଣିହାଁ ବ୍ଲକ ଅନ୍ତର୍ଗତ ସୁସୁବାର ସରପଞ୍ଚ। ସରପଞ୍ଚ ମାମାଲି ସାମଲ ଓ ତାଙ୍କ ସ୍ଵାମୀ ଶିଶିର ସାମଲଙ୍କ ଠାରୁ ଭିଜିଲାନ୍ସ ବିଭାଗ ୨୦ ହଜାର ଟଙ୍କା ଜବତ କରି ତଦନ୍ତ ଆରମ୍ଭ କରିଛି। ଆଜି କଟକ ଓ…

Continue Readingଭିଜିଲାନ୍ସ ଜାଲରେ ସୁସୁବା ସରପଞ୍ଚ ଓ ତାଙ୍କ ସ୍ଵାମୀ, ବିଲ୍ ପାସ୍ କରିବାକୁ ନେଉଥିଲେ ୨୦ ହଜାର ଟଙ୍କା

ଶେଷ ବେଳେ ସାହା ହେଲା ‘ଶେଷ ଜୀବନ ସାଥୀ’: ସନ୍ତାନସନ୍ତତି ନ ଥିବା ବୃଦ୍ଧଙ୍କର କଲେ ଶବସତ୍କାର

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ ‌ବନ୍ଦା ଗ୍ରାମର ଶେଷ ଜୀବନ ସାଥୀ ପକ୍ଷରୁ ଜଣେ ଅସହାୟ ବ୍ୟକ୍ତିଙ୍କ ଶବଦାହ କରାଯାଇଛି। ଶେଷ ଜୀବନ ସାଥୀ ପକ୍ଷରୁ ବସଲା ସାହିର ହିନ ଦାସଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସୂଚନା ମୁତାବକ, ସ୍ଥାନୀୟ…

Continue Readingଶେଷ ବେଳେ ସାହା ହେଲା ‘ଶେଷ ଜୀବନ ସାଥୀ’: ସନ୍ତାନସନ୍ତତି ନ ଥିବା ବୃଦ୍ଧଙ୍କର କଲେ ଶବସତ୍କାର