ବିଜେଡି, ବିଜେପି ଓ କଂଗ୍ରେସର ଏସବୁ ଜାଗାରେ ପ୍ରାର୍ଥୀ ଦେଇନି ଦଳ, ଜାଣନ୍ତୁ ଆଉ କେତୋଟି ଆସନରେ ବାକି ଅଛି ଘୋଷଣା
ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ଭଳି ପ୍ରମୁଖ ରାଜନୈତିକ ଦଳ ବିଭିନ୍ନ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାରେ ଲାଗିଛନ୍ତି। ୧୪୭ଟି ବିଧାନସଭା ଆସନ ମଧ୍ୟରୁ ୧୨ଟି ପାଇଁ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା…



