ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ନୂତନ ଗୃହ ଉଦ୍‌ଘାଟିତ, କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ

ତାଳଚେର : ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଶନିବାର ଓଡ଼ିଆ ବିଭାଗର ନୂତନ ଗୃହ ଉଦ୍‌ଘାଟନ ଓ ଚଳିତ ଶିକ୍ଷା ବର୍ଷରେ ୧୬ଟି ବିଭାଗରେ ଶୀର୍ଷ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଅଧ୍ୟକ୍ଷ ଡ. ଅଜୟ କୁମାର…

Continue Readingତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ନୂତନ ଗୃହ ଉଦ୍‌ଘାଟିତ, କୃତି ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ

କଣିହାଁ ମହାବିଦ୍ୟାଳୟର ନୂତନ କ୍ଯାମ୍ପସ ପାଇଁ ଭୂମିପୂଜନ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ମହକୁମାରେ ଥିବା କଣିହାଁ ମହାବିଦ୍ୟାଳୟର +୨ ବିଭାଗ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିର୍ମାଣ ନିମନ୍ତେ ଶନିବାର ନୂତନ କ୍ଯାମ୍ପସର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଣିହାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ…

Continue Readingକଣିହାଁ ମହାବିଦ୍ୟାଳୟର ନୂତନ କ୍ଯାମ୍ପସ ପାଇଁ ଭୂମିପୂଜନ ଆୟୋଜିତ

ଗଡ଼ିଲା “କୌଶଳ ରଥ”, ଦକ୍ଷତା ବିକାଶ ନେଇ ପ୍ରଶିକ୍ଷଣ ନେଲେ ଛାତ୍ରଛାତ୍ରୀ

ଅନୁଗୁଳ: ଶନିବାର ପୂର୍ବାହ୍ନରେ ତାଳଚେର ସ୍ଥିତ ସରକାରୀ ଆଇଟିଆଇ ଠାରେ "କୌଶଳ ରଥ" ଗଡ଼ିଛି। ଏହି ରଥକୁ ଜିଲ୍ଲା ନିୟୋଜନ ଅଧିକାରୀ ଦେବାଶିଷ ସାହୁ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ତାଳଚେର ସରକାରୀ ଆଇଟିଆଇର ଅଧ୍ୟକ୍ଷା ଶୁଭାଙ୍ଗୀ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ।…

Continue Readingଗଡ଼ିଲା “କୌଶଳ ରଥ”, ଦକ୍ଷତା ବିକାଶ ନେଇ ପ୍ରଶିକ୍ଷଣ ନେଲେ ଛାତ୍ରଛାତ୍ରୀ

ନାଲକୋ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ

ଅନୁଗୁଳ: କେନ୍ଦ୍ର କୋଇଲା ଓ ଖଣି ରାଜ୍ୟ ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଦିନିକିଆ ଗସ୍ତରେ ଆସି ଶନିବାର ନାଲକୋ ସିପିପି ଓ ସ୍ମେଲଟର ପ୍ଲାଣ୍ଟ ପରିଦର୍ଶନ କରିଛନ୍ତି। ଅପରାହ୍ନରେ ଶ୍ୱେତନିବାସ ଅତିଥି ଭବନ ଠାରେ ମନ୍ତ୍ରୀ ଶ୍ରୀ ଦୁବେଙ୍କୁ ଅନୁଗୁଳ…

Continue Readingନାଲକୋ ପରିଦର୍ଶନ କଲେ କେନ୍ଦ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ

କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କୁ ଭେଟି ସମସ୍ୟା ଜଣାଇଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କୁ ନାଲକୋ ଗେଷ୍ଟ ହାଉସରେ ସ୍ୱାଗତ କରାଯାଇଛି। ସଂଘର ଉପସଭାପତି ଅମରେଶ ଚନ୍ଦ୍ର ସ୍ୱାଇଁ ଓ କୋଷାଧ୍ୟକ୍ଷ ରଜତ…

Continue Readingକେନ୍ଦ୍ର କୋଇଲା ଓ ଖଣି ରାଷ୍ଟ୍ର ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କୁ ଭେଟି ସମସ୍ୟା ଜଣାଇଲା ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ

ଚାଷୀଙ୍କ ଘରୁ ଦୁଇଟି ବଳଦ ଚୋରି, ଚାଷ କେମିତି କରିବେ ଚିନ୍ତାରେ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଦୁଇଟି ବଳଦ ଚୋରି ହୋଇଛି। ଗାଁର ଭାରତୀ ପ୍ରଧାନଙ୍କ ଘରୁ ବୁଧବାର ବଳଦ ଚୋରି ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏହି ଚାଷୀ ପରିବାରର ସମ୍ପତ୍ତି…

Continue Readingଚାଷୀଙ୍କ ଘରୁ ଦୁଇଟି ବଳଦ ଚୋରି, ଚାଷ କେମିତି କରିବେ ଚିନ୍ତାରେ ପରିବାର

ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ, ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ ହୋଇଛି। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାର୍ଥ ରାଉତରାୟଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା…

Continue Readingଅନୁଗୁଳ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାରଗିଲ ବିଜୟ ଦିବସ ପାଳିତ, ସହିଦଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ମମତାଙ୍କୁ ଭେଟିଲେ ମୋହନ, ଆଳୁ ଯୋଗାଣ ସମସ୍ୟା ନେଇ କଲେ ଆଲୋଚନା

ଭୁବନେଶ୍ୱର: ମମତାଙ୍କୁ ଭେଟିଲେ ମୋହନ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ଆଳୁ ଯୋଗାଣ ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ…

Continue Readingମମତାଙ୍କୁ ଭେଟିଲେ ମୋହନ, ଆଳୁ ଯୋଗାଣ ସମସ୍ୟା ନେଇ କଲେ ଆଲୋଚନା

ପୂରୁଣାଗଡରେ ସହିଦ ମାନସଙ୍କୁ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ସହିଦ ମାନସ ରଞ୍ଜନ ସ୍ମୃତି ପରିଷଦ ପକ୍ଷରୁ ଶୁକ୍ରବାର କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଅଛି। ଏ ଅବସରରେ ପୂର୍ବାହ୍ନରେ ପୁରୁଣାଗଡ ସ୍ଥିତ ସହୀଦ ମାନସଙ୍କ ସ୍ମୃତି ପୀଠକୁ ଯାଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ପରେ ପରେ ଗାଁ ପ୍ରଭାତ…

Continue Readingପୂରୁଣାଗଡରେ ସହିଦ ମାନସଙ୍କୁ ଶ୍ରଦ୍ଧାଞ୍ଜଳି

ବନ୍ତଳା ପାଇଁ ବିଧାନସଭାରେ ବିଧାୟକଙ୍କ ଦାବି: ଦମକଳ କେନ୍ଦ୍ର ଓ ହିଡ଼ସିଙ୍ଗ ଜଳପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳର ବହୁ ଦିନରୁ ଦାବି ହେଉଥିବା ଦମକଳ କେନ୍ଦ୍ର ଓ ହିଡ଼ସିଙ୍ଗ ଜଳପ୍ରକଳ୍ପ ଉପରେ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ। ବନ୍ତଳା ଅଞ୍ଚଳରେ ଜଳ ସେଚନ ସୁବିଧା ନଥିବାରୁ ଚାଷୀମାନେ…

Continue Readingବନ୍ତଳା ପାଇଁ ବିଧାନସଭାରେ ବିଧାୟକଙ୍କ ଦାବି: ଦମକଳ କେନ୍ଦ୍ର ଓ ହିଡ଼ସିଙ୍ଗ ଜଳପ୍ରକଳ୍ପ ନିର୍ମାଣ ଉପରେ ଗୁରୁତ୍ୱ