ଖୋଲାଗଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ବାହାରିଲା ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦସ୍ଥିତ ପୀଠ ପରିସରରେ ଥିବା ସମସ୍ତ ହୁଣ୍ଡିଗୁଡିକୁ ସୋମବାର ଦିନ ଖୋଲା ଯାଇଛି। ହୁଣ୍ଡିରୁ ମୋଟ୍ ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା (୧୦, ୨୨,୧୦୪ ଟଙ୍କା) ସଂଗୃହୀତ…

Continue Readingଖୋଲାଗଲା ମା’ ହିଙ୍ଗୁଳାଙ୍କ ହୁଣ୍ଡି: ବାହାରିଲା ଦଶ ଲକ୍ଷ ବାଇଶି ହଜାର ଏକ ଶହ ଚାରି ଟଙ୍କା

ଦୁଇ ହାଇୱା ଦୁର୍ଘଟଣା: ଉଭୟ ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ୍ ନିକଟସ୍ଥ ଗଡ଼ସନ୍ତ୍ରୀ ପଞ୍ଚାୟତ ଦେଇ ଯାଇଥିବା ନବନିର୍ମିତ ବାଇପାସ୍ ରାସ୍ତାରେ ଦୁଇ ହାଇୱା ଗାଡି ଦୁର୍ଘଟଣା ହୋଇଛି। ଜଣେ ହାଇୱା ଡ୍ରାଇଭରକୁ ସ୍ଥାନୀୟ ଲୋକ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସାଳୟକୁ ପଠାଇ ଥିବା ବେଳେ ଆଉ…

Continue Readingଦୁଇ ହାଇୱା ଦୁର୍ଘଟଣା: ଉଭୟ ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି

ମହାଆଡ଼ମ୍ବରରେ ଓଡ଼ିଆ ନବବର୍ଷ ପାଳିଲା ଆମ ସଂସ୍କୃତି, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ

ଅନୁଗୁଳ: ଅନୁଗୁଳର ଅଗ୍ରଣୀ ସେବା-ସାଂସ୍କୃତିକ ଅନୁଷ୍ଠାନ ଆମ ସଂସ୍କୃତି ପକ୍ଷରୁ ସ୍ଥାନୀୟ ସଭାଘରେ ମହାବିଷୁବ ମିଳନ ମହୋତ୍ସବ ଓ ଓଡ଼ିଆ ନବବର୍ଷ ମହାଆଡ଼ମ୍ବରରେ ପାଳିତ ହୋଇଛି। ଆମ ସଂସ୍କୃତି ଅନୁଷ୍ଠାନର ସଭାପତି ଆଇନଜୀବୀ ଦ୍ୱାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ…

Continue Readingମହାଆଡ଼ମ୍ବରରେ ଓଡ଼ିଆ ନବବର୍ଷ ପାଳିଲା ଆମ ସଂସ୍କୃତି, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ

ମଦନମୋହନପଡ଼ାରେ ଜଳିଗଲା ଜଳଖିଆ ଦୋକାନ, କାରଣ ଅସ୍ପଷ୍ଟ

ଅନୁଗୁଳ : ନିଆଁ ଲାଗି ଅନୁଗୁଳ ସହର ମଦନମୋହନପଡ଼ାରେ ଥିବା ଜଳଖିଆ ଦୋକାନ ଆଜି ଜଳିଯାଇଛି। ସୂଚନା ମୁତାବକ, ମଦନ ମୋହନପଡାଠାରେ ଏକ ଜଳଖିଆ ଦୋକାନ ରହିଛି। ଦୋକାନଟି ଆଜି ବନ୍ଦ ଥିବା ବେଳେ କୌଣସି କାରଣରୁ ସେଠାରେ ନିଆଁ ଲାଗି…

Continue Readingମଦନମୋହନପଡ଼ାରେ ଜଳିଗଲା ଜଳଖିଆ ଦୋକାନ, କାରଣ ଅସ୍ପଷ୍ଟ

କାହା ହାତକୁ ଯିବ ଢେଙ୍କାନାଳ ଲୋକସଭା ଆସନ ? କଂଗ୍ରେସ ଓ ବିଜେପିର ଦୁଇ ପୁରୁଖା ନେତାଙ୍କ ସହ ମୁହାଁମୁହିଁ ହେବେ ବିଜେଡିର ନବାଗତ

ଅନୁଗୁଳ: ଢେଙ୍କାନାଳ ଲୋକସଭା ଆସନରେ ଏଥର ନୂଆ ମୁହଁ ସହ ମଇଦାନକୁ ଓହ୍ଲାଇଛନ୍ତି ବିଜେଡି ଓ କଂଗ୍ରେସ। ଅନ୍ୟପଟେ ବିଜେପି ଗତ ୩ ଥରର ପ୍ରାର୍ଥୀଙ୍କୁ ପୁଣି ଭରସା କରିଛି। ୧୯୯୯ ନିର୍ବାଚନରେ ଏହି ଆସନରୁ କଂଗ୍ରେସର କେ.ପି. ସିଂହଦେଓ ବିଜୟୀ…

Continue Readingକାହା ହାତକୁ ଯିବ ଢେଙ୍କାନାଳ ଲୋକସଭା ଆସନ ? କଂଗ୍ରେସ ଓ ବିଜେପିର ଦୁଇ ପୁରୁଖା ନେତାଙ୍କ ସହ ମୁହାଁମୁହିଁ ହେବେ ବିଜେଡିର ନବାଗତ

ଠକେଇକୁ ରୋକିବାକୁ ଅଣ୍ଟା ଭିଡି଼ଲା ଅର୍ଥ ମନ୍ତ୍ରଣାଳୟ, କେୱାଇସି ନିୟମକୁ କଡ଼ାକଡ଼ି କରିବେ ସରକାର

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ସାଇବର ଠକେଇକୁ ନେଇ ଅର୍ଥ ମନ୍ତ୍ରଣାଳୟ ‘ନୋ ୟୋର କଷ୍ଟମର’ (କେୱାଇସି) ନିୟମକୁ କଡ଼ାକଡ଼ି କରିବାକୁ ଚିନ୍ତା କରୁଛି। ବିଶେଷ କରି ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ବ୍ୟାଙ୍କ ସେବା ପ୍ରଦାନ କରୁଥିବା ମର୍ଚାଣ୍ଟ ଓ…

Continue Readingଠକେଇକୁ ରୋକିବାକୁ ଅଣ୍ଟା ଭିଡି଼ଲା ଅର୍ଥ ମନ୍ତ୍ରଣାଳୟ, କେୱାଇସି ନିୟମକୁ କଡ଼ାକଡ଼ି କରିବେ ସରକାର

ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ: ଘରେ ପଶି ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ

ବଇଣ୍ଡା: ସ୍ଥାନୀୟ ଠାକୁରଗଡ଼ ଥାନା କୁର୍ତିବାସପୁର ଗ୍ରାମରେ ଟାଙ୍ଗିଆ ଚୋଟରେ ଜଣେ ଆହତ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗାଁର ବାଉରୀ ବେହେରାଙ୍କୁ ସେହି ଗ୍ରାମର ଗୟା ବେହେରା ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏ ନେଇ…

Continue Readingପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ: ଘରେ ପଶି ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ

ତୁରୁଡ଼ାରେ ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଧରିଲେ ଅନ୍ୟ ଦଳର ଏକାଧିକ କର୍ମୀ

ବଇଣ୍ଡା: ରବିବାର ପବିତ୍ର ମହାବିଷୁବ (ପଣା) ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷ ଅବସରରେ ଆଠମଲ୍ଲିକରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଠମଲ୍ଲିକ…

Continue Readingତୁରୁଡ଼ାରେ ବିଜେଡିର ମିଶ୍ରଣ ପର୍ବ: ଶଙ୍ଖ ଧରିଲେ ଅନ୍ୟ ଦଳର ଏକାଧିକ କର୍ମୀ

ନାଲକୋ ନଗରରେ ଅଗ୍ନି ନିର୍ବାପନ ସେବା ସପ୍ତାହ ପାଳିତ, ସପ୍ତାହେ ଯାଏଁ ଚାଲିବ କାର୍ଯ୍ୟକ୍ରମ

ନାଲକୋ ନଗର : ନାଲକୋ ସିଆଇଏସ୍ଏଫ ପକ୍ଷରୁ ରବିବାର ଦିନ ଅଗ୍ନି ନିର୍ବାପନ ସେବା ସପ୍ତାହ ପାଳିତ ହୋଇଛି। ଫାୟାର ବିଭାଗର ଇନ୍ସପେକ୍ଟର ଫାୟାର ଜେ. ପାର୍ଥସାରଥୀ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ନାଲକୋ…

Continue Readingନାଲକୋ ନଗରରେ ଅଗ୍ନି ନିର୍ବାପନ ସେବା ସପ୍ତାହ ପାଳିତ, ସପ୍ତାହେ ଯାଏଁ ଚାଲିବ କାର୍ଯ୍ୟକ୍ରମ

ବଡ଼ଯୋରଡ଼ା ହନୁମାନ ବାଟିକାରେ ୧୪ତମ ବାର୍ଷିକ ଉତ୍ସବ ଓ ହନୁମାନ ଜୟନ୍ତୀ ପାଳିତ, ଯୋଗ ଦେଲେ ଶତାଧିକ ଶ୍ରଦ୍ଧାଳୁ

ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ବଡଯୋରଡା ଗ୍ରାମର ହନୁମାନ ବାଟିକା ଠାରେ ୧୪ତମ ବାର୍ଷିକ ଉତ୍ସବ ଓ ହନୁମାନ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଛି। ଏ ଅବସରରେ ସକାଳେ ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ପ୍ରଭୁ ହନୁମାନଙ୍କ ବିଭିନ୍ନ…

Continue Readingବଡ଼ଯୋରଡ଼ା ହନୁମାନ ବାଟିକାରେ ୧୪ତମ ବାର୍ଷିକ ଉତ୍ସବ ଓ ହନୁମାନ ଜୟନ୍ତୀ ପାଳିତ, ଯୋଗ ଦେଲେ ଶତାଧିକ ଶ୍ରଦ୍ଧାଳୁ