ବେଆଇନ ମଦ ଫ୍ୟାକ୍ଟ୍ରିରେ ଚଢ଼ଉ: ୪୦୦ ରୁ ଅଧିକ ଲିଟର ଦେଶୀ ମଦ ଜବତ, ୨ ଅଟକ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଡେରେଙ୍ଗ ଗ୍ରାମରେ ଶୁକ୍ରବାର କଣିହାଁ ଥାନା ପୋଲିସ ଓ ତାଳଚେର ଅବକାରୀ ବିଭାଗ ତରଫରୁ ମିଳିତ ଚଢ଼ଉ କରାଯାଇ ୪୦୦ ରୁ ଅଧିକ ଲିଟର ଦେଶୀ ମଦ ସହିତ ମଦ ରନ୍ଧାରେ ବ୍ୟବହୃତ ସାମଗ୍ରୀ…

Continue Readingବେଆଇନ ମଦ ଫ୍ୟାକ୍ଟ୍ରିରେ ଚଢ଼ଉ: ୪୦୦ ରୁ ଅଧିକ ଲିଟର ଦେଶୀ ମଦ ଜବତ, ୨ ଅଟକ

ଶୌଚ ହେବାକୁ ଯିବା ବେଳେ ଆକ୍ରମଣ କଲା ହାତୀ, ଜଣେ ଗୁରୁତର

ଅନୁଗୁଳ: ସ୍ଥାନୀୟ ବନ୍ତଳା ଥାନା ଅନ୍ତର୍ଗତ ଧୋକୁଟା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ମହେଶ୍ୱର ପ୍ରଧାନ। ଧୋକୁଟା ଗ୍ରାମରେ ଜଣେ ବନ୍ଧୁଙ୍କ ଘରେ ରହି କାମ କରୁଥିବା ଟାକରସିଙ୍ଗା ଗ୍ରାମର ମହେଶ୍ୱର ପ୍ରଧାନ ଆଜି…

Continue Readingଶୌଚ ହେବାକୁ ଯିବା ବେଳେ ଆକ୍ରମଣ କଲା ହାତୀ, ଜଣେ ଗୁରୁତର

ଆଇଏଏସ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଅନିମେଶ ପ୍ରଧାନଙ୍କୁ ସମ୍ମାନିତ କଲା ଏମସିଏଲ

ତାଳଚେର: ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୨୦୨୩ରେ ସର୍ବଭାରତୀୟ ର‌୍ୟାଙ୍କ-୨ ହାସଲ କରିଥିବା ତାଳଚେର ଅଞ୍ଚଳର ଅନିମେଶ ପ୍ରଧାନଙ୍କୁ ଏମସିଏଲ ପକ୍ଷରୁ ସମ୍ମାନିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ତାଳଚେରର ଏମସିଏଲ କଳିଙ୍ଗ ଡିଏଭି ବିଦ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସମାରୋହରେ ଏମସିଏଲର…

Continue Readingଆଇଏଏସ ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଥିବା ଅନିମେଶ ପ୍ରଧାନଙ୍କୁ ସମ୍ମାନିତ କଲା ଏମସିଏଲ

ରେକର୍ଡ ଭାଙ୍ଗୁଛି ତାତି: ଏବର୍ଷ ହିଟ୍‌ୱେଭ୍‌ରେ ଗଲାଣି ୧୪ ଦିନ, ୨୦୨୩ରେ ଥିଲା ୧୭ ଦିନ

ଭୁବନେଶ୍ବର: ଚଳିତବର୍ଷ ରାଜ୍ୟରେ ଖରା ଯୋଗୁ ହାହାକାର ସ୍ଥିତି ଲାଗି ରହିଛି। ଆଗକୁ ବି ଆହୁରି କିଛି ଦିନ ଏଭଳି ପାଣିପାଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଗତ ୧୦ ଦିନ ହେଲା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ…

Continue Readingରେକର୍ଡ ଭାଙ୍ଗୁଛି ତାତି: ଏବର୍ଷ ହିଟ୍‌ୱେଭ୍‌ରେ ଗଲାଣି ୧୪ ଦିନ, ୨୦୨୩ରେ ଥିଲା ୧୭ ଦିନ

ଜବରଦଖଲକାରୀ ସାବଧାନ! ବେଆଇନ ପାର୍କିଂ କଲେ ଗଣିବେ ମୋଟା ଅଙ୍କର ତଣ୍ଡ, ସାବଧାନ କଲା ଅନୁଗୁଳ ପୋଲିସ

  ଅନୁଗୁଳ: ଜନସାଧାରଣଙ୍କ ଅଭିଯୋଗକୁ କେନ୍ଦ୍ର କରି ଅନଗୁଳ ବସଷ୍ଟାଣ୍ଡ ଠାରୁ ବଜାର ଛକ, ଷ୍ଟାଇଲ ବଜାର ଛକ ଠାରୁ ଗାନ୍ଧିମାର୍ଗ ପର୍ଯ୍ୟନ୍ତ ପ୍ରତ୍ଯେକ ଦିନ ପୋଲିସ ପକ୍ଷରୁ ଫୁଟ୍ ପାଟ୍ରୋଲିଂ କରାଯାଉଛି। ଏ ଅବସରରେ ରାସ୍ତାରେ ବେଆଇନ ଭାବରେ ଗାଡ଼ି…

Continue Readingଜବରଦଖଲକାରୀ ସାବଧାନ! ବେଆଇନ ପାର୍କିଂ କଲେ ଗଣିବେ ମୋଟା ଅଙ୍କର ତଣ୍ଡ, ସାବଧାନ କଲା ଅନୁଗୁଳ ପୋଲିସ

ବଲବିନ୍ଦର ସିଂହଙ୍କୁ ଅନୁଗୁଳ ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ୱ

ଅନୁଗୁଳ/ତାଳଚେର: ବରିଷ୍ଠ ବିଜେପି ନେତା ତଥା ତାଳଚେର ପୌର ମଣ୍ଡଳର କାର୍ଯ୍ୟକାରିଣୀ ସଦସ୍ୟ ବଲବିନ୍ଦର ସିଂହଙ୍କୁ ନୂତନ ଦାୟିତ୍ୱ ଦିଆଯାଇଛି। ଅବସରପ୍ରାପ୍ତ କୋଇଲା ଖଣିର କର୍ମଚାରୀ ତଥା ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ବଲବିନ୍ଦରଙ୍କୁ ଅନୁଗୁଳ ଜିଲ୍ଲା ବିଜେପିର ସଂଖ୍ୟାଲଘୁ ମୋର୍ଚ୍ଚାର ଜିଲ୍ଲା…

Continue Readingବଲବିନ୍ଦର ସିଂହଙ୍କୁ ଅନୁଗୁଳ ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ଉପସଭାପତି ଦାୟିତ୍ୱ

ନିର୍ବାଚନରେ ଭୋଟ୍ ଦେବାକୁ ନିଜ ନିଜ ଘରକୁ ଚିଠି ଲେଖିଲେ ସ୍କୁଲ ଛାତ୍ରୀ

ଅନୁଗୁଳ: ଭୋଟ ଦେବାକୁ ଘରକୁ ଚିଠି ଲେଖିଲେ ଅନୁଗୁଳ ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ। ଚଳିତ ବର୍ଷ ନିର୍ବାଚନରେ ଅଧିକରୁ ଅଧିକ ମତଦାନ କରିବା ପାଇଁ ଛାତ୍ରୀମାନେ ନିଜ ନିଜ ଘରକୁ ଚିଠି ଲେଖିଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟ…

Continue Readingନିର୍ବାଚନରେ ଭୋଟ୍ ଦେବାକୁ ନିଜ ନିଜ ଘରକୁ ଚିଠି ଲେଖିଲେ ସ୍କୁଲ ଛାତ୍ରୀ

ଛୁଆ ଚୋର ସନ୍ଦେହ: ଜଣକୁ କାବୁ କରି ପୋଲିସ ଜିମା ଦେଲେ ଗାଁ ଲୋକ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ତେଣ୍ଟୋଲୋଇ ଗ୍ରାମରେ ଛୁଆ ଚୋର ସନ୍ଦେହରେ ଜଣକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ। ସୂଚନାଯୋଗ୍ୟ ଯେ ବୁଧବାର ରାତିରେ ଜଣେ ଅଜଣା ବ୍ୟକ୍ତି ତେଣ୍ଟୋଲୋଇ ଗ୍ରାମ ଭିତରକୁ ଆସି ଗୋଟିଏ…

Continue Readingଛୁଆ ଚୋର ସନ୍ଦେହ: ଜଣକୁ କାବୁ କରି ପୋଲିସ ଜିମା ଦେଲେ ଗାଁ ଲୋକ

ଆଠ ମଲ୍ଲିକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର: ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କଲେ ପ୍ରଶ୍ନ

ଆଠମଲ୍ଲିକ: ବୁଧବାର ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ପ୍ରଚାର କରିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ନିର୍ବାଚନ ପ୍ରଚାର କରୁଛନ୍ତି। ତେବେ ବିଗତ ବର୍ଷ ମାନଙ୍କରେ ହିଞ୍ଜିଳିରୁ କେତେ ଜଣ ଦାଦନ ଯାଇଛନ୍ତି, ସେ…

Continue Readingଆଠ ମଲ୍ଲିକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ପ୍ରଚାର: ହିଞ୍ଜିଳିରୁ କେତେ ଦାଦନ ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ କଲେ ପ୍ରଶ୍ନ

ମେ’ ୬ ରୁ ଓଜେଇଇ, ଆସନ୍ତା ୨୭ ତାରିଖରୁ ଡାଉନଲୋଡ୍ କରିପାରିବେ ଆଡମିଟ କାର୍ଡ

  ଭୁବନେଶ୍ୱର: ଆସନ୍ତା ୨୭ ତାରିଖରୁ ଜାରି ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)-୨୦୨୪ର ଆଡମିଟ କାର୍ଡ। ଏ ନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ସୂଚୀ ପ୍ରକାଶ ପାଇଛି। ପିଲା ସେହି ଦିନ ଠାରୁ ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ।…

Continue Readingମେ’ ୬ ରୁ ଓଜେଇଇ, ଆସନ୍ତା ୨୭ ତାରିଖରୁ ଡାଉନଲୋଡ୍ କରିପାରିବେ ଆଡମିଟ କାର୍ଡ