ଆସନ୍ତାକାଲି ପରୀକ୍ଷା: ଶିକ୍ଷକ ନିଯୁକ୍ତି ନେଇ ସ୍କୁଲ ଗେଟ୍ ସାମ୍ନାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କାଣ୍ଡସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବରୁ ଛାତ୍ରଛାତ୍ରୀ, ଅଭିଭାବକ, ନାଏବ ସରପଞ୍ଚ ନଗେନ୍ ପ୍ରଧାନ, ସରପଞ୍ଚ ସବିତା ମହାଳିକ ସ୍କୁଲ ଗେଟ୍ ତାଲା ପକାଇ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ସ୍କୁଲରେ…

Continue Readingଆସନ୍ତାକାଲି ପରୀକ୍ଷା: ଶିକ୍ଷକ ନିଯୁକ୍ତି ନେଇ ସ୍କୁଲ ଗେଟ୍ ସାମ୍ନାରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଇଁ ବିଜୁ ଯୁବ ଜନତା ଦଳର ରକ୍ତଦାନ ଶିବିର, ୪୩ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଆଜି ଅକ୍ଟୋବର ୯ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ। ଏ ଅବସରରେ ରବିବାର ଅନୁଗୁଳ ବ୍ଲକ ଅନ୍ତର୍ଗତ ବଡ଼କେରା ପଞ୍ଚାୟତରେ ବିଜୁ ଯୁବ ଜନତା ଦଳ ଓ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ…

Continue Readingଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଇଁ ବିଜୁ ଯୁବ ଜନତା ଦଳର ରକ୍ତଦାନ ଶିବିର, ୪୩ ୟୁନିଟ ରକ୍ତ ସଂଗୃହୀତ

ଇଙ୍କରବନ୍ଧ ଗାଁର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ବ୍ଲକ୍‌ ଇଙ୍କରବନ୍ଧ ଗାଁର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନ(୭୧)ଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି। କିଛିଦିନ ହେଲା ସେ ଲିଭରଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କ…

Continue Readingଇଙ୍କରବନ୍ଧ ଗାଁର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପ୍ରଧାନଙ୍କ ପରଲୋକ

ଗଣେଶ ପୂଜା ଭସାଣି ବେଳେ ଅଘଟଣ: ଡାକ୍ତରଙ୍କ କାର ଭାଙ୍ଗିଲେ ମଦ୍ୟପ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରସିଂଘା ଗ୍ରାମରେ ଗଣେଶ ପୂଜା ଭସାଣି ବେଳେ ପୂଜା କମିଟି ସଦସ୍ୟ ମଦ ପିଇ ଜଣଙ୍କ ଗାଡ଼ି ଭାଙ୍ଗି ଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ରବିବାର ସନ୍ଧ୍ୟାରେ ଜରସିଂଘା ଗ୍ରାମର ଏକ ପୂଜା…

Continue Readingଗଣେଶ ପୂଜା ଭସାଣି ବେଳେ ଅଘଟଣ: ଡାକ୍ତରଙ୍କ କାର ଭାଙ୍ଗିଲେ ମଦ୍ୟପ

ଟ୍ରକ ରୋକି ଦାଦା ବଟି ଆଦାୟ ଅଭିଯୋଗ, ତିନି ଜଣଙ୍କୁ ବାନ୍ଧିଲା ବଅଁରପାଳ ପୋଲିସ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରର ଏଫସିଆଇ ଅଞ୍ଚଳରେ ଟ୍ରକ୍ ଡ୍ରାଇଭରଙ୍କ ଠାରୁ ଚାନ୍ଦା ଆଦାୟ ଅଭିଯୋଗରେ ବଅଁରପାଳ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସୂଚନା ମୁତାବକ, ଅକ୍ଟୋବର ୪ ତାରିଖ ସକାଳେ ଏକ ଟ୍ରକ୍ (UP…

Continue Readingଟ୍ରକ ରୋକି ଦାଦା ବଟି ଆଦାୟ ଅଭିଯୋଗ, ତିନି ଜଣଙ୍କୁ ବାନ୍ଧିଲା ବଅଁରପାଳ ପୋଲିସ

ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ୨ ମୃତ

ଅନୁଗୁଳ : ସକାଳେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ମାଡ଼ିଗଲା ଟ୍ରକ। ଘଟଣାସ୍ଥଳରେ ଗଲା ଦୁଇ ଜୀବନ। ମୃତକ ୨ ଜଣ ମୁକ୍ତାପୁର ଅଞ୍ଚଳର ମାଧବ ସାବାଡ ଏବଂ ରାକେଶ ଶୁଣ୍ଠି ବୋଲି ଜଣାପଡ଼ିଛନ୍ତି। ସୂଚନା ମୁତାବକ, ମାଧବ ଓ ରାକେଶ…

Continue Readingପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ମାଡ଼ିଗଲା ଟ୍ରକ, ଘଟଣାସ୍ଥଳରେ ୨ ମୃତ

ସାଂସଦ ମହେଶ ସାହୁଙ୍କ ଉପରେ ବର୍ଷିଲେ ପୂର୍ବ ସାଂସଦ ରୁଦ୍ର ନାରାୟଣ ପାଣି: କହିଲେ- ସେ ଯେଉଁ ଥାଳିରେ ଖାଆନ୍ତି, ତାହାକୁ ଛେଦ କରନ୍ତି

ଢେଙ୍କାନାଳ: ଆଜି ଏକ ପ୍ରେସମିଟରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଉପରେ ବର୍ଷିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି। ଶ୍ରୀ ପାଣି କହିଛନ୍ତି, ନିଜକୁ ବଞ୍ଚାଇବା ପାଇଁ ସାଂସଦ ହୀନ ବକ୍ତବ୍ୟ ଦେଉଛନ୍ତି, ଯାହା ହାସ୍ୟାସ୍ପଦ। ମହେଶ ସାହୁ…

Continue Readingସାଂସଦ ମହେଶ ସାହୁଙ୍କ ଉପରେ ବର୍ଷିଲେ ପୂର୍ବ ସାଂସଦ ରୁଦ୍ର ନାରାୟଣ ପାଣି: କହିଲେ- ସେ ଯେଉଁ ଥାଳିରେ ଖାଆନ୍ତି, ତାହାକୁ ଛେଦ କରନ୍ତି

ଅନୁଗୁଳ କୃଷକ ମୋର୍ଚ୍ଚାର ବୈଠକ: ରାଜ୍ୟ ସରକାରଙ୍କୁ କୃଷକ ବିରୋଧୀ ସରକାର କହିଲା ବିଜେପି

ଅନୁଗୁଳ: ଅନୁଗୁଳ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଶୁକ୍ରବାର କୃଷକ ମୋର୍ଚ୍ଚାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ ଯୋଗଦେଇ ନବୀନ ସରକାର କୃଷକ ବିରୋଧୀ ବୋଲି ଅଭିହିତ କରିଥିଲେ।ଅନ୍ୟପଟେ…

Continue Readingଅନୁଗୁଳ କୃଷକ ମୋର୍ଚ୍ଚାର ବୈଠକ: ରାଜ୍ୟ ସରକାରଙ୍କୁ କୃଷକ ବିରୋଧୀ ସରକାର କହିଲା ବିଜେପି

ଏସୀୟ କ୍ରୀଡ଼ାରେ ସଫଳତା ପାଇଁ ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କ ସହ ଫୋନ୍ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଚୀନର ହ୍ୱାଙ୍ଗଝୋ ଠାରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନୀରଜ ଚୋପ୍ରା ଓ ରୌପ୍ୟ ପଦକ ହାସଲ କରିଥିବା ଓଡ଼ିଆ ଆଥଲେଟ୍ କିଶୋର କୁମାର ଜେନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା,…

Continue Readingଏସୀୟ କ୍ରୀଡ଼ାରେ ସଫଳତା ପାଇଁ ଓଡ଼ିଆ ପୁଅ କିଶୋର କୁମାର ଜେନାଙ୍କ ସହ ଫୋନ୍ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ହଣ୍ଡପା ଅଞ୍ଚଳରେ ଅବକାରୀ ଚଢ଼ଉ: ବିପୁଳ ଦେଶୀ ମହୁଲି ମଦ ଜବତ, ୨ ଗିରଫ

ଅନୁଗୁଳ: ସ୍ଥାନୀୟ ଆଠ ମଲ୍ଲିକ ଏବଂ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ହଣ୍ଡପା ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଦେଶୀ ମହୁଲି ମଦ ଜବତ କରାଯିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି I ସୂଚନା ମୁତାବକ, ଧଉରା…

Continue Readingହଣ୍ଡପା ଅଞ୍ଚଳରେ ଅବକାରୀ ଚଢ଼ଉ: ବିପୁଳ ଦେଶୀ ମହୁଲି ମଦ ଜବତ, ୨ ଗିରଫ