ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଅନୁଗୁଳ: ବଜରଙ୍ଗଦଳ ଜିଲ୍ଲା ସଂଯୋଜକ ପ୍ରଭାତ ବାରିକଙ୍କ ନେତୃତ୍ବରେ ସ୍ଥାନୀୟ ଥାନା ଛକଠାରେ କାଶ୍ମୀରରେ ଯେଉଁଭଳି ଗତ ୫ଦିନ ମଧ୍ୟରେ ୭ ହିନ୍ଦୁଙ୍କୁ ହତ୍ୟା ଓ ଏକ ଶିକ୍ଷାନୁଷ୍ଠାନରେ ଲାଇନରେ ଠିଆ କରି ବାଛି ବାଛି ହିନ୍ଦୁ…
Read More...

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ମଇମୁରା ନିକଟରେ ଶନିବାର ସନ୍ଧ୍ୟାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ରୋଗୀ ଆଣିବାକୁ ଠାକୁରଗଡ଼ ଦେଇ ମଇମୁରା ଗ୍ରାମକୁ ଯାଉଥିବା ବେଳେ ହଠାତ୍ ଏକ ବାଇକ୍ ସାମ୍‌ନାକୁ…
Read More...

ଚୋରା ଲୁହା ପାଇପ୍ ବୋଝେଇ ମିନି ଟ୍ରକ ଜବତ, ୨ ଗିରଫ

ଅନୁଗୁଳ : ଅନୁଗୁଳ ସଦର ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚୋରା ଲୁହା ପାଇପ୍ ବୋଝେଇ ମିନି ଟ୍ରକ୍ ଜବତ କରିଛି। ଏଥିରେ ସମ୍ପୃତ ୨ ଜଣଙ୍କୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ତାଳଚେର ଡ଼େରା…
Read More...

ତାଳଚେର କଂଗ୍ରେସ ପକ୍ଷରୁ ମନ୍ଥନ ବୈଠକ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସାଉଥ୍ ବଲଣ୍ଡା ସ୍ଥିତ ଜଗନ୍ନାଥ କଳାକେନ୍ଦ୍ର ଠାରେ ଶରତ ଚନ୍ଦ୍ର ପ୍ରଧାନଙ୍କ ଆବାହକତ୍ଵରେ ତାଳଚେର କଂଗ୍ରେସର ଏକ ମନ୍ଥନ ବୈଠକ ଅନୁଷ୍ଠିତ ହୋଇଯାଇଛି । ତୃଣମୂଳ ସ୍ତରରେ କଂଗ୍ରେସକୁ…
Read More...

ଏକ୍ସୟୁଭି ୭୦୦ର ବଜାର ପ୍ରବେଶ

ଅନୁଗୁଳ: ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସରେ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଲିମିଟେଡ଼ର ଏକ୍ସୟୁଭି-୭୦୦ ଉନ୍ମୋଚିତ ହୋଇଛି। ଅନୁଗୁଳ ଆର୍‌ଟିଓ ବିଭାଭଞ୍ଜନ ସାମନ୍ତସିଂହାର, ‘ସିଦ୍ଧିଲକ୍ଷ୍ମୀ’ର ଏମଡ଼ି…
Read More...

୧୦ମ ଅନୁଗୁଳ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା

ଅନୁଗୁଳ : ଅନୁଗୁଳ ୧୦ମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା ଶୁକ୍ରବାର ସମାପ୍ତ ହୋଇଛି। ଅନଗୁଳ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଏହି ପରୀକ୍ଷାରେ ଜିଲ୍ଲାର ୫ଟି ଏକାଡେମିରୁ ୪୦ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।…
Read More...

ଯକୃତ ରୋଗରେ ଛଟପଟ ହେଉଛି ୧୩ ମାସର ଶିଶୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ତୁରଙ୍ଗ ଗ୍ରାମର ବାପୁଜୀ ବେହେରାଙ୍କ ୧୩ ମାସର ପୁଅ ଜନ୍ମେଜୟ ଲିଭର କାଇରୋସିସ୍ ଭଳି ମାରାତ୍ମକ ରୋଗରେ ପୀଡ଼ିତ ହୋଇଛି। ଏହି ରୋଗରେ ଲିଭର ପ୍ରତିରୋପଣ ବ୍ୟତୀତ କୌଣସି ଡାକ୍ତରୀ…
Read More...

ଏସିଆ ବୁକ୍ ଅଫ୍ ରେକର୍ଡରେ ରୁବେଲାଲ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ କୁରୁମଟାପ ପଞ୍ଚାୟତର ରଘୁନାଥ ପ୍ରଧାନଙ୍କ ପୁଅ ରୁବେଲାଲ୍ ପ୍ରଧାନଙ୍କର ୧୨୧୪୪ ବର୍ଗ ଫୁଟ ବିଶିଷ୍ଟ ବାଲୁକା କଳା ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି । ଯାହା ଫଳରେ ତାଙ୍କୁ…
Read More...

ସିମ୍ କଳାବଜାରୀ, ବନ୍ଧାହେଲେ ଦୁଇ ଦୋକାନି, ଜିଓ କର୍ମଚାରୀ

ଅନୁଗୁଳ: ବେଆଇନ୍ ସିମ୍ କାରବାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ଅନୁଗୁଳ ଥାନା ପୁଲିସ୍। ଗିରଫ ଅଭିଯୁକ୍ତ ହେଲେ, ଅନୁଗୁଳ ସହର ରାଜକିଶୋରପଡ଼ାର ରଞ୍ଜନ ସାହୁ(୩୪), ହାକିମପଡ଼ାର ଦେବାଶିଷ ସାହୁ(୨୮) ଓ…
Read More...

ମା’ ହିଙ୍ଗୁଳା ପୀଠରେ ନବରାତ୍ର ପୂଜା ଆରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା' ହିଙ୍ଗୁଳାଙ୍କ ପ୍ରସିଦ୍ଧ ଶାରଦୀୟ ନବରାତ୍ର ପୂଜା କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି। ଦଶ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପୂଜାରେ ପ୍ରଥମ ଦିବସରେ…
Read More...
error: Content is protected !!