ବଅଁରପାଳ କଲେଜରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ବଅଁରପାଳ: ସ୍ଥାନୀୟ ବଅଁରପାଳ ପାଞ୍ଚଗଡ଼ ସୋମନାଥ ସିଂହ ଜଗଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଛି। ଉତ୍ସବରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ସ୍ୱାଗତ ଭାଷଣ ଦେବା…

Continue Readingବଅଁରପାଳ କଲେଜରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭାଲୁ ଆକ୍ରମଣରେ ୨ ଆହତ, ବନ ବିଭାଗ ଦୃଷ୍ଟି ଦେବାକୁ ଦାବି

କିଶୋରନଗର: ସ୍ଥାନୀୟ କିଶୋରନଗର ଥାନା ଅଞ୍ଚଳରେ ଭାଲୁ ଆକ୍ରମଣରେ ୨ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ କିଶୋରନଗର ଥାନା କଦଳୀମୁଣ୍ଡା ପଞ୍ଚାୟତର ବଣିଆଦୋହଲୀ ଗ୍ରାମର ପଦ୍ମିନୀ ପ୍ରଧାନ (୬୦) ଆଜି ନିଜ ଘର ବାରି ପଟକୁ ଯାଇଥିବା ବେଳେ ଏକ ଜଙ୍ଗଲୀ…

Continue Readingଭାଲୁ ଆକ୍ରମଣରେ ୨ ଆହତ, ବନ ବିଭାଗ ଦୃଷ୍ଟି ଦେବାକୁ ଦାବି

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଆୟୋଜିତ, ୩୦୬ଟି ପ୍ରକଳ୍ପ ପ୍ରଦର୍ଶିତ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ସହର ଗାନ୍ଧି ମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ୩୦୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ ଆଜି ସକାଳ ସମୟରେ ଅନୁଗୁଳ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ…

Continue Readingସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଆୟୋଜିତ, ୩୦୬ଟି ପ୍ରକଳ୍ପ ପ୍ରଦର୍ଶିତ କଲେ ଛାତ୍ରଛାତ୍ରୀ

ଟିକରପଡ଼ା ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ

ଅନୁଗୁଳ: ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ (ବସୁଧା)ର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନ ଆଜି ବନ୍ୟା ପ୍ରଭାବିତ ଟିକରପଡ଼ା ପଞ୍ଚାୟତକୁ ୨ୟ ଥର ପରିଦର୍ଶନରେ ଯାଇ ବନ୍ୟା ଆଶ୍ରୟସ୍ଥଳୀ…

Continue Readingଟିକରପଡ଼ା ବନ୍ୟା ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ

ଟ୍ରେନ ଚଢ଼ିଯିବାରୁ ଦୁଇ ଗୋଡ଼ ହରାଇଲେ ମହିଳା, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କଲା ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରାଣୀଗୋଡ଼ା ଗ୍ରାମର ଜଣେ ମହିଳାଙ୍କର ଟ୍ରେନରେ ଦୁଇ ଗୋଡ଼ କଟି ଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ଅନୁଗୁଳ ଷ୍ଟେସନ ନିକଟ ଚଣ୍ଡି ବଜାର ଠାରେ ରାଣୀଗୋଡ଼ାର ଜଣେ…

Continue Readingଟ୍ରେନ ଚଢ଼ିଯିବାରୁ ଦୁଇ ଗୋଡ଼ ହରାଇଲେ ମହିଳା, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କଲା ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ

ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ଜାଣନ୍ତୁ କେବେ କେଉଁଠିକୁ ଯିବେ ଅଭିଯୋଗ କରିବାକୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଅଗଷ୍ଟ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।…

Continue Readingଅଗଷ୍ଟ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ସ୍ଥିର, ଜାଣନ୍ତୁ କେବେ କେଉଁଠିକୁ ଯିବେ ଅଭିଯୋଗ କରିବାକୁ

ହାତୀ ଆକ୍ରମଣରେ ଯୁବକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ଗୁରୁତର ଥିବା ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ କଟକ ପଠାଇଛନ୍ତି। ସୂଚନା ମୁତାବକ, ହମାବିରା…

Continue Readingହାତୀ ଆକ୍ରମଣରେ ଯୁବକ ଗୁରୁତର

ଖୋଲୁଛି ନରି ଢାବାର ଗୁମର: ରାତି ବଢ଼ିଲେ ଏଠି ବଢ଼େ ଭିଡ଼, ଜମେ ସମ୍ଭ୍ରାନ୍ତ ଦାୟଦଙ୍କ ଆସର

ଅନୁଗୁଳ: ଖୋଲୁଛି ନରି ଢାବାର ଗୁମର। କରଡ଼ାଗାଡିଆ ଆନନ୍ଦ ବଜାର ସ୍ଥିତ ନରି ଢାବାର ମାଲିକ ଗିରଫ ହେବା ପରେ ଏଠାରେ ଚାଲିଥିବା ରଙ୍ଗୀନ କାର୍ଯ୍ୟ କଳାପ ଧୀରେ ସାମ୍ନାକୁ ଆସୁଛି। ଢାବାରେ ଗ୍ରାହକଙ୍କୁ ମନ ପସନ୍ଦର ନାଲି ପାଣି ମିଳୁଥିଲା।…

Continue Readingଖୋଲୁଛି ନରି ଢାବାର ଗୁମର: ରାତି ବଢ଼ିଲେ ଏଠି ବଢ଼େ ଭିଡ଼, ଜମେ ସମ୍ଭ୍ରାନ୍ତ ଦାୟଦଙ୍କ ଆସର

ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ: ଚଳିତ ବର୍ଷର ଥିମ୍ ହେଉଛି “କର୍ମଜୀବୀ ମହିଳାଙ୍କ ପାଇଁ ସ୍ତନ୍ୟପାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଇ ଏକ ପରିବର୍ତ୍ତନ ଆଣିବା”

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆଜି ଠାରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ…

Continue Readingବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ: ଚଳିତ ବର୍ଷର ଥିମ୍ ହେଉଛି “କର୍ମଜୀବୀ ମହିଳାଙ୍କ ପାଇଁ ସ୍ତନ୍ୟପାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଇ ଏକ ପରିବର୍ତ୍ତନ ଆଣିବା”

ନାବାଳକ ବଳି ପ୍ରସଙ୍ଗ: ପୋଲିସ ଗାଡ଼ି ପୋଡ଼ି ଘଟଣାରେ ୩୬୬ ଜଣଙ୍କ ନାମରେ ଏତଲା ରୁଜୁ

ଆଠମଲ୍ଲିକ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ ଟୁସର ଗ୍ରାମରେ ସୁବର୍ଣ୍ଣପୁର ଗ୍ରାମର ବାସନ୍ତୀ ବିଶ୍ବାଳଙ୍କ ନାବାଳକ ପୁଅ ସଞ୍ଜୀବ (୧୩ ) କୁ ସେହି ଗ୍ରାମର ମଙ୍ଗଳାକୋଠି କରିଥିବା ଗୀତାଞ୍ଜଳି ବାଘ ଓ ତା'ର ସହଯୋଗୀ ୩ ପୁଅ ବଳି ଦେଇଥିବା ନେଇ…

Continue Readingନାବାଳକ ବଳି ପ୍ରସଙ୍ଗ: ପୋଲିସ ଗାଡ଼ି ପୋଡ଼ି ଘଟଣାରେ ୩୬୬ ଜଣଙ୍କ ନାମରେ ଏତଲା ରୁଜୁ