ବ୍ରାଉନ ସୁଗାର ପ୍ୟାକିଂ ବେଳେ ମାଡ଼ିବସିଲା ପୋଲିସ: ୩ ଲକ୍ଷ ଟଙ୍କାର ଧଳା ଜହର, ୪ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ହାଇସ୍କୁଲ ପାଖ ଭେଣ୍ଡିଙ୍ଗ ଜୋନରେ ବ୍ରାଉନସୁଗାର ପ୍ୟାକେଟ କରୁଥିବା ୪ ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ଠାରୁ ତିନି ଲକ୍ଷ ଟଙ୍କାର ଚୋରାବ୍ରାଉନ ସୁଗାର ଜବତ ହୋଇଛି। ତେବେ ଚଢ଼ଉ ବେଳେ ଜଣେ ଫେରାର ହୋଇଯାଇଥିବା…

Continue Readingବ୍ରାଉନ ସୁଗାର ପ୍ୟାକିଂ ବେଳେ ମାଡ଼ିବସିଲା ପୋଲିସ: ୩ ଲକ୍ଷ ଟଙ୍କାର ଧଳା ଜହର, ୪ ଗିରଫ

ତୋଫାନ ଯୁବକ ସଂଘର ନୂତନ ଗୃହ ପାଇଁ ଭୂମି ପୂଜା, ଯୋଗ ଦେଲେ ସାଂସଦ ଓ ବିଧାୟକ

ତାଳଚେର: ତାଳଚେର ବ୍ଲକ ଘଣ୍ଟପଡ଼ା ଗ୍ରାମ ସ୍ଥିତ ତୋଫାନ ଯୁବକ ସଂଘର ନୂତନ ଗୃହ ନିର୍ମାଣ ପାଇଁ ଭୂମି ପୂଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ତାଳଚେର ବ୍ଲକ ଅଧ୍ୟକ୍ଷା…

Continue Readingତୋଫାନ ଯୁବକ ସଂଘର ନୂତନ ଗୃହ ପାଇଁ ଭୂମି ପୂଜା, ଯୋଗ ଦେଲେ ସାଂସଦ ଓ ବିଧାୟକ

ମହାସପ୍ତମୀରେ ଅନୁଗୁଳରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଆଜି ମହାସପ୍ତମୀ ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୃହ ଜିଲ୍ଲା ଅନୁଗୁଳରେ ଦୁର୍ଗାପୂଜା ମଣ୍ଡପ ବୁଲିବା ସହ ପୂଜା କମିଟି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶୁଶୁଡ଼ା,…

Continue Readingମହାସପ୍ତମୀରେ ଅନୁଗୁଳରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ନେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ତାଳଚେର: ସ୍ଥାନୀୟ ଗୋପାଳ ପ୍ରସାଦ ଥାନା ଅନ୍ତର୍ଗତ ଲକେଇପଶି ଗ୍ରାମ ମୁଣ୍ଡରେ ଥିବା ଆମ୍ବତୋଟାରେ ଏକ ଗଛରେ ରଶି ଲଗାଇ ଜଣେ ଯୁବକ ଜୀବନ ହାରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକ ହେଲେ କଣ୍ଢାଳ ପଞ୍ଚାୟତ ବାଲୁଙ୍ଗା ଗ୍ରାମର ସୁକାନ୍ତ ବେହେରା (୪୧)।…

Continue Readingଗଛରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ-୨୦୨୪ ନିମନ୍ତେ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଚଳିତ ବର୍ଷ ଅକ୍ଟୋବର…

Continue Readingସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଆସନ୍ତାକାଲିଠୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ଅନୁଗୁଳ: ୨୧ ରୁ ଚାରିଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅକ୍ଟୋବର ୨୧ରେ ସେ ଅନୁଗୁଳ ଜିଲ୍ଲା ଅଙ୍ଗାରବନ୍ଧରେ ଥିବା ଅଲେଖ ମହିମା ଆଶ୍ରମରେ ପୂଜ୍ୟ ସନ୍ଥ ବିଦ୍ୟାଧର…

Continue Readingଆସନ୍ତାକାଲିଠୁ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ

ସୁବୃଷ୍ଟି ଓ ଭଲ ଶସ୍ୟ ପାଇଁ କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ବନ୍ତଳା: ଅନୁଗୁଳ ବ୍ଲକ ବଡ଼କନ୍ତକୁଳ ପଞ୍ଚାୟତର କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଛି। ଚଳିତବର୍ଷ ସମୟ ଅଭାବ ଥିବାରୁ ଗାଁରେ ୩ ଦିନ ପରିବର୍ତ୍ତେ ଗୋଟିଏ ଦିନରେ ପୂଜା ଆୟୋଜିତ କରାଯାଇଛି। ସୂଚନା ମୁତାବକ, ଶତାଧିକ ବର୍ଷ ହେଲେ…

Continue Readingସୁବୃଷ୍ଟି ଓ ଭଲ ଶସ୍ୟ ପାଇଁ କଞ୍ଜା ଗାଁରେ ଗିରି ଗୋବର୍ଦ୍ଧନ ପୂଜା ଆୟୋଜିତ

ପୂଜା ପାଇଁ ଏସ୍‌ଏନ୍‌କେ ଅନୁଗୁଳ ଓ ତାଳଚେର ପକ୍ଷରୁ ଧମାକାଦାର ଅଫର

ଅନୁଗୁଳ: ଶାରଦୀୟ ପୂଜା ଅବସରରେ ଏସ୍‌ଏନ୍‌କେ ରୟାଲ ଗାନ୍ଧି ମାର୍ଗ ଅନୁଗୁଳ ଓ ଶର୍ମା ଛକ ତାଳଚେର ପକ୍ଷରୁ ବିଶେଷ ଧାମାକାଦାର ଅଫର୍‌ ଆରମ୍ଭ କରାଯାଇଛି।ଯେଉଁ ଗ୍ରାହକ ମାନେ ଏଇ ସୋ' ରୁମ୍‌ରୁ ୧୫୦୦୧ କିମ୍ବା ତଦୁର୍ଦ୍ଧ ଟଙ୍କାର ଶାଢ଼ୀ ଅବା…

Continue Readingପୂଜା ପାଇଁ ଏସ୍‌ଏନ୍‌କେ ଅନୁଗୁଳ ଓ ତାଳଚେର ପକ୍ଷରୁ ଧମାକାଦାର ଅଫର

ଭିଜିଲାନ୍ସ ଜାଲରେ ପାଳଲହଡ଼ା ସର୍ବଶିକ୍ଷା ଅଭିଯାନର ଜେଇ ପ୍ରସନ୍ନ ପାଣି, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଅନୁଗୁଳ: ଭିଜିଲାନ୍ସ ଜାଲରେ ସର୍ବ ଶିକ୍ଷା ଅଭିଯାନର ଜେଇ। ଅନୁଗୁଳ ପାଳଲହଡ଼ାରେ କାର୍ଯ୍ୟରତ ପ୍ରସନ୍ନ ପାଣିଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି। ତାଙ୍କ ସୁନ୍ଦରପଦା ଓ ବାରଙ୍ଗରେ ପ୍ଲଟ ନମ୍ବର ୩୬୬ ଓ ୩୬୭ ରେ ଛାପା…

Continue Readingଭିଜିଲାନ୍ସ ଜାଲରେ ପାଳଲହଡ଼ା ସର୍ବଶିକ୍ଷା ଅଭିଯାନର ଜେଇ ପ୍ରସନ୍ନ ପାଣି, ଏକାଧିକ ସ୍ଥାନରେ ଚାଲିଛି ରେଡ୍

ଦଶହରା ପାଇଁ ଲକ୍ଷ୍ମୀ ହୋଣ୍ଡାର ଆକର୍ଷଣୀୟ ଅଫର! ଯେ କୌଣସି ଗାଡ଼ି କିଣିଲେ ପାଇବେ ନିଶ୍ଚୟ ଉପହାର, ପୁରୁଣା ଗାଡ଼ିକୁ ମଧ୍ୟ ବଦଳାଇ ପାରିବେ

ଅନୁଗୁଳ: ଦଶହରା ଉପଲକ୍ଷେ ଆକର୍ଷଣୀୟ ଅଫର ନେଇ ଆସିଛି ଅନୁଗୁଳର ଲକ୍ଷ୍ମୀ ହୋଣ୍ଡା। ପାର୍ବଣରେ ଦୋକାନରୁ ହୋଣ୍ଡାର ଯେକୌଣସି ଦୁଇ ଚକିଆ ଗାଡ଼ି କିଣିଲେ ସ୍କାର୍ଚ୍ଚ କାର୍ଡ ମାଧ୍ୟମରେ ନିଶ୍ଚିତ ଉପହାର ପାଇପାରିବେ ବୋଲି ଶୋ ରୁମ ପକ୍ଷରୁ କୁହାଯାଇଛି। ଏହି…

Continue Readingଦଶହରା ପାଇଁ ଲକ୍ଷ୍ମୀ ହୋଣ୍ଡାର ଆକର୍ଷଣୀୟ ଅଫର! ଯେ କୌଣସି ଗାଡ଼ି କିଣିଲେ ପାଇବେ ନିଶ୍ଚୟ ଉପହାର, ପୁରୁଣା ଗାଡ଼ିକୁ ମଧ୍ୟ ବଦଳାଇ ପାରିବେ