ଠିକା ଶ୍ରମିକଙ୍କ ମୃତ୍ୟୁରେ ଉତ୍ତେଜନା: ନାଲକୋ ତରଫରୁ ୧୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ପରେ ହଟିଲା ରାସ୍ତା ଅବରୋଧ
ନାଲକୋ ନଗର: ନାଲ୍କୋ ସ୍କେଲଟର ପ୍ଲାଣ୍ଟର ଜଣେ ଠିକା ଶ୍ରମିକଙ୍କ ଶନିବାର ଆକସ୍ମିକ ଭାବେ ମୃତ୍ୟୁ ଘଟିଛି। ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲାର ହାଦାଇ ମୁର୍ମୁ। ସେ ନାଲ୍କୋନଗର ତେନ୍ତଳା ହଟିଂରେ ରହୁଥିଲେ। ସୂଚନା ଅନୁଯାୟୀ, ହାଦାଇ ମୁର୍ମୁ ଠିକାସଂସ୍ଥା ଅଧୀନରେ…



