ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ଟ୍ୟାଙ୍କର: ବଞ୍ଚିଗଲେ ଚାଳକ ଓ ହେଲ୍ପର
ଅନୁଗୁଳ: ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ସିମେଣ୍ଟ ଟ୍ୟାଙ୍କର। ମଙ୍ଗଳବାର ବିଳମ୍ବିତ ରାତିରେ ଛେଣ୍ଡିପଦା ବ୍ଲକ ନିଶା ଥାନା ଅନ୍ତର୍ଗତ ସିଙ୍ଗଡ଼ାବ୍ରିଜ ନିକଟସ୍ଥ ରାସ୍ତାରେ ଭାରସାମ୍ୟ ହରାଇ ଏକ ସିମେଣ୍ଟ ବୋଝେଇ ଟ୍ୟାଙ୍କର ଦଶ ଫୁଟ ତଳକୁ ଖସିପଡିଛି। ସୂଚନା…