ଏସଏଚଜି ମହିଳାଙ୍କ ଟଙ୍କା ହଡ଼ପ ଅଭିଯୋଗ: ବ୍ଲକ ଘେରିଲେ ଶତାଧିକ ମିଶନ ଶକ୍ତି ଗୋଷ୍ଠୀ
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ପରାବିଲ୍ ପଞ୍ଚାୟତରେ ମିଶନ ଶକ୍ତି ମହିଳା ସ୍ଵୟଂ ସଂଘ ଗୋଷ୍ଠୀଙ୍କ ନାମରେ ଆସୁଥିବା ଟଙ୍କା ହଡ଼ପ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ମଙ୍ଗଳବାର କଣିହାଁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ…



