ଏନଟିପିସି ଆସପଣ୍ଡରୁ ରାତି ଅଧିଆ ପାଇପ୍ ଚୋରି ଅଭିଯୋଗ, ଦୁଇ ଗିରଫ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଡେରେଙ୍ଗ ଆସପଣ୍ଡ ଷ୍ଟେଜ ୨ ରେ ଶନିବାର ବିଳମ୍ବିତ ରାତିରେ ପାଇପ ଚୋରି କରି ନେଉଥିବା ବେଳେ କଣିହାଁ ପୋଲିସ ପେଟ୍ରୋଲିଂ ସମୟରେ ଦୁଇ ଜଣକୁ ଗିରଫ କରି ଚୋରି ସାମଗ୍ରୀ ଜବତ…

Continue Readingଏନଟିପିସି ଆସପଣ୍ଡରୁ ରାତି ଅଧିଆ ପାଇପ୍ ଚୋରି ଅଭିଯୋଗ, ଦୁଇ ଗିରଫ

ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ ଭବନରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ କଂଗ୍ରେସ ନେତା ପ୍ରବୋଧ କୁମାର ସ୍ବାଇଁ, ରାକେଶ ମିଶ୍ର, ସଂଗ୍ରାମ ବେହେରା, ଭଗବାନ୍ ମହାନ୍ତି, ବାପୁନ୍ ସାହୁ, କାସିଦା ଖାନ୍, ମାନିନୀ…

Continue Readingସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳନ କଲା ଅନୁଗୁଳ ଜିଲ୍ଲା କଂଗ୍ରେସ

ସାଂସଦଙ୍କ ବଅଁରପାଳ ବ୍ଲକ ପ୍ରତିନିଧି ସ୍ବର୍ଗତ ନରେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୩୫ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ବସୁଧାର ଉପଦେଷ୍ଟା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ନେତୃତ୍ବରେ ଆଜି ବିଜୁ ଯୁବ ଜନତା ଦଳ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବରିଷ୍ଠ ନେତା ତଥା ସାଂସଦଙ୍କ ବଅଁରପାଳ ବ୍ଲକ ପ୍ରତିନିଧି ସ୍ବର୍ଗତ…

Continue Readingସାଂସଦଙ୍କ ବଅଁରପାଳ ବ୍ଲକ ପ୍ରତିନିଧି ସ୍ବର୍ଗତ ନରେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୩୫ ୟୁନିଟ ରକ୍ତ ସଂଗୃହୀତ

ନୂଆହତା ଗାଁରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ସରପଞ୍ଚ ଓ ସମିତିସଭ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତରେ ପାଣି ସମସ୍ୟାର ସମାଧାନ ପାଇଁ କିଛି ପରିବାର ଗାଁ ରାସ୍ତାକୁ ଅବରୋଧ କରିଛନ୍ତି। ଅବରୋଧକାରୀଙ୍କ ସୂଚନା ମୁତାବକ, ଗ୍ରାମକୁ ପାଣି ପାଇପ୍ ବିଛାଇ ଦଶ ପନ୍ଦର ଘର ପିଛା ଗୋଟିଏ ଗୋଟିଏ…

Continue Readingନୂଆହତା ଗାଁରେ ପାଣି ସମସ୍ୟା ନେଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ, ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ ସରପଞ୍ଚ ଓ ସମିତିସଭ୍ୟ

ଅନୁଗୁଳରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ: ଉଚ୍ଚ ଶିକ୍ଷାର ସୁବିଧା ଓ ଉନ୍ନତି ନିମନ୍ତେ ଜିଲ୍ଲା ସ୍ବେଚ୍ଛାସେବୀ ମାନଙ୍କ ତରଫରୁ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଜିଲ୍ଲାରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲେ ଛାତ୍ରଛାତ୍ରୀମାନେ…

Continue Readingଅନୁଗୁଳରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଲାଗି କେନ୍ଦ୍ର ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

ମୋଦି ସରକାରରେ ବଦଳିଛି ଶ୍ରମର ପରିଭାଷା: ‘ନାଲକୋ ଠିକା ମଜଦୁର ସଂଘ’ର ରୌପ୍ୟ ଜୟନ୍ତୀରେ ଯୋଗ ଦେଇ ବିବୃତି ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ରବିବାର ଅନୁଗୁଳର ନାଲକୋ ଅଡିଟୋରିୟମରେ ନାଲକୋ ଠିକା ମଜଦୁର ସଂଘର ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ମୋଦି ସରକାରରେ ଦେଶରେ ଶ୍ରମର…

Continue Readingମୋଦି ସରକାରରେ ବଦଳିଛି ଶ୍ରମର ପରିଭାଷା: ‘ନାଲକୋ ଠିକା ମଜଦୁର ସଂଘ’ର ରୌପ୍ୟ ଜୟନ୍ତୀରେ ଯୋଗ ଦେଇ ବିବୃତି ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନାଲକୋ କର୍ତ୍ତୃପକ୍ଷଙ୍କ ଶ୍ରମିକ ମାରଣା ନୀତିକୁ ବିରୋଧ, ୧୫ ଦଫା ଦାବି ନେଇ ନେପୁ ପକ୍ଷରୁ ଗଣଧାରଣା

ନାଲକୋ ନଗର: ବଅଁରପାଳ ବ୍ଲକର କେନ୍ଦ୍ରୀୟ ନବରତ୍ନ କାରଖାନା ନାଲକୋର ପ୍ରଶାସନିକ ଭବନ ସମ୍ମୁଖରେ ନେପୁ ଶ୍ରମିକ ସଂଗଠନ ତରଫରୁ ପନ୍ଦର ଦଫା ଦାବି ନେଇ ଗଣ ଧାରଣା ଦିଆଯାଇଛି। ସେମାନଙ୍କ ଦାବି ଗୁଡିକୁ ନାଲକୋ ମୁଖ୍ୟଙ୍କୁ ଅବଗତ କରାଇଥିଲେ ମଧ୍ୟ…

Continue Readingନାଲକୋ କର୍ତ୍ତୃପକ୍ଷଙ୍କ ଶ୍ରମିକ ମାରଣା ନୀତିକୁ ବିରୋଧ, ୧୫ ଦଫା ଦାବି ନେଇ ନେପୁ ପକ୍ଷରୁ ଗଣଧାରଣା

ଆଠମଲ୍ଲିକ ସିଭିଲ କୋର୍ଟର ନୂତନ ସବ ଜଜ୍ ଶୁଭଙ୍କର ମିଶ୍ରଙ୍କୁ ସ୍ୱାଗତ କଲା ଓକିଲ ସଂଘ

ଆଠମଲ୍ଲିକ : ଆଠମଲ୍ଲିକ ସିଭିଲ କୋର୍ଟରେ ଶନିବାର ନୂତନ ସବଜଜ (ସିଭିଲଜଜ ସିନିଅର ଡିଭିଜନ) ଭାବେ ଶୁଭଙ୍କର ମିଶ୍ର ଯୋଗ ଦେଇଛନ୍ତି। ଏ ଅବସରରେ ଆଠମଲ୍ଲିକ ଓକିଲସଙ୍ଘ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ପ୍ରକୋଷ୍ଠରେ ଓକିଲସଙ୍ଘ…

Continue Readingଆଠମଲ୍ଲିକ ସିଭିଲ କୋର୍ଟର ନୂତନ ସବ ଜଜ୍ ଶୁଭଙ୍କର ମିଶ୍ରଙ୍କୁ ସ୍ୱାଗତ କଲା ଓକିଲ ସଂଘ

ତେଲିସାହି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଏମ୍‌ସିଏଲ ଏରିଆ ପ୍ରୋଜେକ୍ଟ ଅଫିସରଙ୍କୁ ଭେଟିଲେ ଗାଁ ଲୋକ

ତାଳଚେର: ତାଳଚେର ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଦେଉଳବେଢ଼ା ତେଲିସାହି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଏମ୍‌ସିଏଲ ତାଳଚେର ଏରିଆ ପ୍ରୋଜେକ୍ଟ ଅଫିସର ଦାଶରଥି ସାହୁଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ଦାବି ଗୁଡ଼ିକ ମଧ୍ୟରେ ଆଉ ଏକ ବାଲି…

Continue Readingତେଲିସାହି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଏମ୍‌ସିଏଲ ଏରିଆ ପ୍ରୋଜେକ୍ଟ ଅଫିସରଙ୍କୁ ଭେଟିଲେ ଗାଁ ଲୋକ

ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବୈଠକ, ସଜାଗ ରହିବାକୁ ପରାମର୍ଶ

ଅନୁଗୁଳ: ଆଜି ଅନୁଗୁଳ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଙ୍କ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବୈଠକ ଅନୁଷ୍ଠିତ ହୋଇଛି। ଆସନ୍ତା ମୌସୁମୀ ବର୍ଷାକୁ ଦୃଷ୍ଟିରେ ରଖି ବନ୍ୟାର ସଠିକ୍ ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହିବାକୁ ଉପଜିଲ୍ଲାପାଳ ପରାମର୍ଶ…

Continue Readingସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନର ବୈଠକ, ସଜାଗ ରହିବାକୁ ପରାମର୍ଶ