ଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ହୋମଗାର୍ଡ ମୃତ, ୪ ମାସ ହେବ ମିଳିନଥିଲା ଦରମା !
ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମରେ ଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ଆଜି ଜଣେ ହୋମଗାର୍ଡଙ୍କର ଜୀବନ ଯାଇଛି। ମୃତ ହୋମଗାର୍ଡ ହେଲେ ପ୍ରଫୁଲ୍ଲ କୁମାର ନାୟକ (୪୫)। ସେ ୨୦ ବର୍ଷ ହେଲା ହୋମଗାର୍ଡ ଭାବେ କାର୍ଯ୍ୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତୁରଙ୍ଗ ଗ୍ରାମରେ ଟଙ୍କା ଅଭାବରୁ ଔଷଧ ଖାଇ ନ ପାରି ଆଜି ଜଣେ ହୋମଗାର୍ଡଙ୍କର ଜୀବନ ଯାଇଛି। ମୃତ ହୋମଗାର୍ଡ ହେଲେ ପ୍ରଫୁଲ୍ଲ କୁମାର ନାୟକ (୪୫)। ସେ ୨୦ ବର୍ଷ ହେଲା ହୋମଗାର୍ଡ ଭାବେ କାର୍ଯ୍ୟ…
ଅନୁଗୁଳ : ଅନୁଗୁଳ ଜିଲ୍ଲାର ସମସ୍ତ ସରପଞ୍ଚଙ୍କୁ ନେଇ ସ୍ଥାନୀୟ ମାରଓ୍ବାଡ଼ି ଧର୍ମଶାଳାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। କାର୍ଯ୍ୟକାରୀ ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଅନୁଗୁଳ, ଆଠମଲ୍ଲିକ, ବଅଁରପାଳ, ଛେଣ୍ଡିପଦା, କିଶୋରନଗର, ତାଳଚେର, କଣିହାଁ, ଓ…
ଅନୁଗୁଳ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାର ସୁଯୋଗ କିଏ ବା ହାତ ଛାଡ କରିବାକୁ ଚାହେଁ। ସବୁ ଓଡ଼ିଆଙ୍କ ମଉଡ଼ମଣି କାଳିଆ ଠାକୁରଙ୍କୁ ଦର୍ଶନ କରିବାକୁ, ତାଙ୍କୁ ମନ କଥା କହିବାକୁ ଆଉ ତାଙ୍କରି ସେବାରେ ନିଜକୁ ତଲ୍ଲୀନ କରିବାକୁ ସବୁରି ଓଡ଼ିଆଙ୍କ…
ଅନୁଗୁଳ: ଅନୁଗୁଳ ଓ ତାଳଚେରର ଦୁଇଜଣ କାଉନ୍ସିଲର ମଙ୍ଗଳବାର ଜିଲ୍ଲା ଯୋଜନା କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଅନୁଗୁଳସ୍ଥିତ ଯୋଜନା କମିଟି କାର୍ଯ୍ୟାଳୟ ପରିସରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନୁଗୁଳ ଓ ତାଳଚେର ମ୍ୟୁନିସିପାଲିଟି ଏବଂ ଆଠମଲ୍ଲିକ…
ଅନୁଗୁଳ: ପାନୀୟ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବୁଢ଼ାପଙ୍କ ପଞ୍ଚାୟତ ଗ୍ରାମ ବାସୀ ଏବଂ ୧୭ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ଵାରସ୍ଥ ହୋଇଛନ୍ତି। ସୂଚନା ମୁତାବକ,…
ଅନୁଗୁଳ: ତାଳଚେର ଦେଉଳବେଡା କଲୋନୀରୁ ଅବକାରୀ ବିଭାଗ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳା ଜଣଙ୍କ ହେଲେ ଦେଉଳବେଡାର ସାଲିମା ବେଗମ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ଏକ ଲକ୍ଷ ୮୦…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଣିକଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ପୋକୁଣ୍ଡା ବୃନ୍ଦାବନ ସାହିରେ ଖରାପ ରାସ୍ତା ଯୋଗୁଁ ଆଜି ଜଣେ ରୋଗୀକୁ ହନ୍ତସନ୍ତ ହେବାକୁ ପଡ଼ିଛି। ସୂଚନା ଅନୁସାରେ, ଗାଁର ଶ୍ରୀବତ୍ସ ସାହୁ ନାମକ ଜଣେ ୮୦ ବର୍ଷୀୟ ବୃଦ୍ଧ ମଧୁମେହ ରୋଗରେ…
ଅନୁଗୁଳ: କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧୀ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଅଗଷ୍ଟ ୯ କ୍ରାନ୍ତି ଦିବସରେ ସମସ୍ତ ରାଜଧାନୀରେ ମହାସମାବେଶକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ମିଳିତ କନ୍ଭେନ୍ସନ୍ ସ୍ଥାନୀୟ ଶିକ୍ଷକପଡାଠାରେ ଅନୁଷ୍ଠିତ ହୋଇଛି। ଶ୍ରମିକ…
ଅନୁଗୁଳ: ଚଳିତବର୍ଷ ଗଣେଶ ପୂଜାକୁ ଆଡ଼ମ୍ବର ସହକାରେ ପାଳନ କରିବାକୁ କ୍ଲବ୍ ଗଣପତ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିନେଇ ଆଜି ଏକ ପ୍ରସ୍ତୁତି ବୈଠକ କ୍ଲବ୍ ପରିସରରେ ଅନୁଷ୍ଠିତ ହୋଇଛି। ଏ ବର୍ଷ ଭଲ ମୂର୍ତ୍ତି ସହ ଆକର୍ଷଣୀୟ ସାଜସଜ୍ଜାକୁ ଅଧିକ…
ଅନୁଗୁଳ: ଆଜି ନାଲକୋନଗର ସ୍ଥିତ କଲ୍ୟାଣ ମଣ୍ଡପରେ ଭାରତୀୟ ମଜଦୂର ସଂଘର ୬୯ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଲକୋର ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ରାଧେଶ୍ୟାମ ମହାପାତ୍ର, ସମ୍ମାନିତ ଅତିଥି ଭାବେ ସ୍ମେଲ୍ଟର…