ଆମ୍ ଆଦମୀ ପାର୍ଟିର ପଞ୍ଚାୟତସ୍ତରୀୟ ପ୍ରସ୍ତୁତି ବୈଠକ, ଦଳକୁ ମଜଭୁତ କରିବା ଉପରେ ଗୁରୁତ୍ୱ

ବଇଣ୍ଡା: କିଶୋରନଗର ବ୍ଲକ ଅନ୍ତର୍ଗତ ଆମ୍ବପାଳ ଛକ ଲିଚୁ ବଗିଚା ପରିସରରେ ଆଜି ଆମ ଆଦମୀ ପାର୍ଟିର ପଞ୍ଚାୟତସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆମ୍ବପାଳ ପଞ୍ଚାୟତ ସଭାପତି ଦୁଷ୍ମନ୍ତ ଦେହୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଉପ ସଭାପତି ପ୍ରସାଦି…

Continue Readingଆମ୍ ଆଦମୀ ପାର୍ଟିର ପଞ୍ଚାୟତସ୍ତରୀୟ ପ୍ରସ୍ତୁତି ବୈଠକ, ଦଳକୁ ମଜଭୁତ କରିବା ଉପରେ ଗୁରୁତ୍ୱ

ବଳଦ ଚୋରି ଅଭିଯୋଗ, ଜଣେ ଗିରଫ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ହଣ୍ଡପା ଗ୍ରାମର ଶରତ ସାହୁଙ୍କ ଗୁହାଳରୁ ଏକ ବଳଦ ଚୋରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଛେଣ୍ଡିପଦା ଥାନା ଡେଉଁରିଆଝରଣ ଗ୍ରାମର ଦୀପୁ ନାୟକ। ଏ ନେଇ ପୋଲିସ ୧୧୭/୨୩ ରେ…

Continue Readingବଳଦ ଚୋରି ଅଭିଯୋଗ, ଜଣେ ଗିରଫ

ଅନୁଗୁଳ ବ୍ଲକର ସବୁ ସ୍କୁଲରେ ଚାଲୁଥିବା ଯୋଜନାର ସମୀକ୍ଷା କଲେ ଉପଜିଲ୍ଲାପାଳ, ଉଚ୍ଚ ବିଦ୍ୟାଳୟକୁ ବାଣ୍ଟିଲେ ପଟ୍ଟା

ଅନୁଗୁଳ: ଅନୁଗୁଳ ବ୍ଲକର ୩୮ ଟି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ତରଫରୁ ପ୍ରଚଳିତ ବିଭିନ୍ନ ଯୋଜନାର ସମୀକ୍ଷା ବୈଠକ ଉପଜିଲ୍ଲାପାଳ ବୈତୁରା ଦିପଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ବୈଠକରେ ବିଦ୍ୟାଳୟର…

Continue Readingଅନୁଗୁଳ ବ୍ଲକର ସବୁ ସ୍କୁଲରେ ଚାଲୁଥିବା ଯୋଜନାର ସମୀକ୍ଷା କଲେ ଉପଜିଲ୍ଲାପାଳ, ଉଚ୍ଚ ବିଦ୍ୟାଳୟକୁ ବାଣ୍ଟିଲେ ପଟ୍ଟା

ହୋଟେଲ ଏବଂ କୁକୁଡା ଦୋକାନ ଉପରେ ପଡ଼ିଲା ଗଛ: ଜଣେ ଗୁରୁତର, ୩ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନିକଟସ୍ଥ ଗଣେଶ ବଜାର ନିକଟରେ ଥିବା ଏକ ହୋଟେଲ ଏବଂ କୁକୁଡା ଦୋକାନ ଉପରେ ଏକ ଗଛ ପଡ଼ିଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ଦିନ ୧୨.୩୦ ରେ ଗଣେଶ…

Continue Readingହୋଟେଲ ଏବଂ କୁକୁଡା ଦୋକାନ ଉପରେ ପଡ଼ିଲା ଗଛ: ଜଣେ ଗୁରୁତର, ୩ ଆହତ

ଧୁମଧାମରେ ସାବିତ୍ରୀ ବ୍ରତ ପାଳିଲେ କିନ୍ନର, ଗୁରୁଙ୍କଠୁ ଆଶୀର୍ବାଦ ନେଇ କଲେ ଓଷା

ଅନୁଗୁଳ: ଆଜି ସାବିତ୍ରୀ ଅମାବାସ୍ୟାରେ ସବୁ ସଧବା ନାରୀ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ବ୍ରତ ରଖିଛନ୍ତି। ଏ ଅବସରରେ ଅନୁଗୁଳ ସହରର ଶିମିଳିପଡ଼ା ଠାରେ କିନ୍ନରମାନେ ମଧ୍ୟ ବେଶ ଧୁମଧାମରେ ସାବିତ୍ରୀ ପାଳନ କରିଛନ୍ତି। ଅନୁଗୁଳ ଓ ଢେଙ୍କାନାଳ…

Continue Readingଧୁମଧାମରେ ସାବିତ୍ରୀ ବ୍ରତ ପାଳିଲେ କିନ୍ନର, ଗୁରୁଙ୍କଠୁ ଆଶୀର୍ବାଦ ନେଇ କଲେ ଓଷା

୨୧ ରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଅନୁଗୁଳ : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୧ ତାରିଖ ରବିବାର ଦିନିକିଆ ଅନୁଗୁଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏ ନେଇ ଜିଲ୍ଲା ବିଜେପି ପକ୍ଷରୁ…

Continue Reading୨୧ ରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ଅନୁଗୁଳ ପୌରପାଳିକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଯୋଜନାର ସମୀକ୍ଷା କଲେ ବିଧାୟକ

ଅନୁଗୁଳ: ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଗୁଳ ପୌରପାଳିକା ଅନ୍ତର୍ଗତ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଯୋଜନାର ସମୀକ୍ଷା ବୈଠକ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପବାଚସ୍ପତି…

Continue Readingଅନୁଗୁଳ ପୌରପାଳିକାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଓ ଯୋଜନାର ସମୀକ୍ଷା କଲେ ବିଧାୟକ

ତାତିରୁ ମିଳିଲା ତ୍ରାହି: ଅନୁଗୁଳରେ ପ୍ରବଳ ପବନ ସହ ମୁଷଳ ଧାରାରେ ବର୍ଷା

ଅନୁଗୁଳ: ପ୍ରବଳ ଗରମରେ ଅସ୍ତବ୍ୟସ୍ତ ହୋଇଯାଇଥିବା ଅନୁଗୁଳବାସୀ ଆଜି ଟିକେ ଆଶ୍ବସ୍ତି ଲାଭ କରିଛନ୍ତି। ଆଜି ଅପରାହ୍ନରେ ପ୍ରବଳ ବେଗରେ ଝଡ ତୋଫାନ ସହ କୁଆ ପଥର ବୃଷ୍ଟି ହୋଇଥିଲା। ଏଥିସହ ପ୍ରବଳ ବର୍ଷା ମଧ୍ୟ ହୋଇଥିଲା। ଦୀର୍ଘ ଏକ ଘଣ୍ଟାରୁ…

Continue Readingତାତିରୁ ମିଳିଲା ତ୍ରାହି: ଅନୁଗୁଳରେ ପ୍ରବଳ ପବନ ସହ ମୁଷଳ ଧାରାରେ ବର୍ଷା

ବଦଳିବ ତାଳଚେର, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନର ରୂପରେଖ: ବନ୍ଦେ ଭାରତ ଏକ୍ସପ୍ରେସ ସହ ରାଜ୍ୟରେ ୮୦୦୦ କୋଟିର ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଅନୁଗୁଳ: ଆଜି ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲରେ ପୁରୀଠାରେ ଏହାର ଉଦଘାଟନ କରିଛନ୍ତି। ଆଜି ପ୍ରଥମ ଦିନରେ ପୁରୀରୁ ହାୱଡ଼ାକୁ ଏହି ଟ୍ରେନ ଗଡ଼ିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ଆଠ ହଜାର…

Continue Readingବଦଳିବ ତାଳଚେର, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନର ରୂପରେଖ: ବନ୍ଦେ ଭାରତ ଏକ୍ସପ୍ରେସ ସହ ରାଜ୍ୟରେ ୮୦୦୦ କୋଟିର ରେଳ ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ଆଠମଲ୍ଲିକ ଉପଖଣ୍ଡ ଅବକାରୀ ବିଭାଗର ଚଢ଼ଉ: ୧୧ କିଲୋ ୨ ଶହ ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ

ଆଠମଲ୍ଲିକ: ଆଠମଲ୍ଲିକ ଉପଖଣ୍ଡ ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ୨ ଟି ଜାଗାରେ ଚଢ଼ଉ କରାଯାଇ ୧୧ କିଲୋ ୨ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏଥିସହ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି। ଆଠମଲ୍ଲିକ ଅବକାରୀର ଭାରପ୍ରାପ୍ତ ନିରୀକ୍ଷକ…

Continue Readingଆଠମଲ୍ଲିକ ଉପଖଣ୍ଡ ଅବକାରୀ ବିଭାଗର ଚଢ଼ଉ: ୧୧ କିଲୋ ୨ ଶହ ଗ୍ରାମ ଗଞ୍ଜେଇ ଜବତ, ୨ ଗିରଫ