ରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଧା ହେଲେ ଦୁଇ ବ୍ୟାଙ୍କ ଅଧିକାରୀ

ବଅଁରପାଳ: ଚାଳକଙ୍କୁ ମାଡ଼ ମାରି ରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲାରେ ନାଲ୍‌କୋନଗର ପୋଲିସ ଦୁଇ ଜଣ ବ୍ୟାଙ୍କ୍ ଅଧିକାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଧିକାରୀ କଟକ ସ୍ଥିତ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ପରିଚାଳକ ଶଶୀକାନ୍ତ ସୂତାର ଓ ସୁନ୍ଦରପାଲୀ କିରଣ।…

Continue Readingରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଧା ହେଲେ ଦୁଇ ବ୍ୟାଙ୍କ ଅଧିକାରୀ

ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଆଜି ଅନୁଗୁଳ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ଆଇ ସୁଶାନ୍ତ କୁମାର ନାଥ ଖରାରେ ଡ୍ୟୁଟି କରୁଥିବା ବେଳେ ଅଚେତ ହୋଇଯାଇଛନ୍ତି। ସେଠାରେ ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବସାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜରୁରୀକାଳୀନ ସେବା…

Continue Readingଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି

ପାଣି ଯୋଗାଇଲା ନାଲକୋ: ନାଲକୋ ପକ୍ଷରୁ ଜଳକ୍ଲିଷ୍ଟ ବ୍ଲକକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଆରମ୍ଭ

ନାଲକୋ ନଗର: ନାଲକୋ ଦ୍ଵାରା ପ୍ରଭାବିତ ତଥା ପାରିପାର୍ଶ୍ଵିକ ଗ୍ରାମକୁ ଗ୍ରୀଷ୍ମ କାଳୀନ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ଵାରା ଚିହ୍ନିତ ବଅଁରପାଳ ବ୍ଲକ, ଅନୁଗୁଳ ବ୍ଲକ ଓ ଛେଣ୍ଡିପଦା…

Continue Readingପାଣି ଯୋଗାଇଲା ନାଲକୋ: ନାଲକୋ ପକ୍ଷରୁ ଜଳକ୍ଲିଷ୍ଟ ବ୍ଲକକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଆରମ୍ଭ

ପଞ୍ଚଦିବସୀୟ ଗୋ ସମ୍ବର୍ଦ୍ଧନା ମହାଯଜ୍ଞ: ଗୋ ବଂଶର ସୁରକ୍ଷା, ସଂରକ୍ଷଣ ଓ ଗୋ ହତ୍ୟା ନିଷେଧ ପାଇଁ ନିଆଗଲା ବୈଦିକ ସଂକଳ୍ପ

ଅନୁଗୁଳ: ସ୍ଥାନୀୟ ଶ୍ରୀ ଗୋପାଳ ଗୋଶାଳା ଆନୁକୂଲ୍ୟରେ ପଞ୍ଚଦିବସୀୟ ଗୋ ସମ୍ବର୍ଦ୍ଧନା ମହାଯଜ୍ଞ ପଞ୍ଚମହଲା ସ୍ଥିତ ଗୋ ଶାଳା ଠାରେ ଅନୁଷ୍ଠିତ ହୋଇଛି। ଗତ ଗୁରୁବାର ଠାରୁ ବୈଦିକ ବିଧି ବିଧାନ ପୂର୍ବକ ଆରମ୍ବ ହୋଇ ସୋମବାର ପୂର୍ଣ୍ଣାହୂତି ସରିଛି। ଯଜ୍ଞରେ…

Continue Readingପଞ୍ଚଦିବସୀୟ ଗୋ ସମ୍ବର୍ଦ୍ଧନା ମହାଯଜ୍ଞ: ଗୋ ବଂଶର ସୁରକ୍ଷା, ସଂରକ୍ଷଣ ଓ ଗୋ ହତ୍ୟା ନିଷେଧ ପାଇଁ ନିଆଗଲା ବୈଦିକ ସଂକଳ୍ପ

ରିଟେଲର ଚାଉଳ ହେରଫେର କରିବା ମାମଲା: ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଲେ ହିତାଧିକାରୀ

ତାଳଚେର: ତାଳଚେର ବ୍ଲକ୍ ବ୍ରଜନାଥପୁର ପଞ୍ଚାୟତରେ ଚାଉଳ ଓ ଗହମ ହେରଫେର ହୋଇଥିବା ନେଇ ଅଭିଯୋଗ ଆସିଛି। ପଞ୍ଚାୟତରେ ୨୭ ଟନ୍ ଚାଉଳ ଓ ଗହମ ହେରଫେର ହୋଇଥିବା ଅଭିଯୋଗ କରି ହିତାଧିକାରୀମାନେ ପଞ୍ଚାୟତ ଅଫିସ୍ ଘେରାଉ କରିଛନ୍ତି। ରିଟେଲର ପଦ୍ମନାଭ…

Continue Readingରିଟେଲର ଚାଉଳ ହେରଫେର କରିବା ମାମଲା: ପଞ୍ଚାୟତ ଅଫିସ ଆଗରେ ଧାରଣା ଦେଲେ ହିତାଧିକାରୀ

ବଢ଼ୁଛି ହାତୀଙ୍କ ଉତ୍ପାତ: ଧନ ଜୀବନ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ହାତୀ ଆକ୍ରମଣ ବଢୁଥିବାରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ବିଭିନ୍ନ ପଞ୍ଚାୟତବାସୀ। ଅନୁଗୁଳ ବ୍ଲକର ଖିଣ୍ଡା ପଞ୍ଚାୟତ, ଗଡ଼ତରାସ ପଞ୍ଚାୟତ, ନନ୍ଦପୁର ପଞ୍ଚାୟତ, ଅଙ୍ଗାରବନ୍ଧ ପଞ୍ଚାୟତ, ଛେଳିଆପଡ଼ା ପଞ୍ଚାୟତ, କାଙ୍ଗୁଲା ବେନ୍ତପୁର ପଞ୍ଚାୟତର ସରପଞ୍ଚ…

Continue Readingବଢ଼ୁଛି ହାତୀଙ୍କ ଉତ୍ପାତ: ଧନ ଜୀବନ ସୁରକ୍ଷା ପାଇଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ବିଭିନ୍ନ ପଞ୍ଚାୟତର ସରପଞ୍ଚ

ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ଅଗ୍ନିଶମ ସଚେତନତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ରାଣୀଗୋଡା ସ୍ଥିତ ଅବସରପ୍ରାପ୍ତ ସେନା କର୍ମଚାରୀମାନଙ୍କ ପାଇଁ ଥିବା ସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ଅନୁଗୁଳ ଅଗ୍ନିଶମ ବିଭାଗ ପକ୍ଷରୁ ସଚେତନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ସିଡିଆର କିଶୋର୍ ଚନ୍ଦ୍ର ରାଉତ ଏବଂ…

Continue Readingଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ଅଗ୍ନିଶମ ସଚେତନତା

ସାଇକେଲରେ କୋଇଲା ଚୋରାଇ ନେବା ବେଳେ ମାଡ଼ି ବସିଲା ପୋଲିସ, ୭ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପକ୍ଷରୁ ଚୋରା କୋଇଲା ଚାଲାଣ ଅଭିଯୋଗରେ ଆଜି ୭ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ଥାନା ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଥାନା ସମ୍ମୁଖରେ ଥିବା ଛକରେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ…

Continue Readingସାଇକେଲରେ କୋଇଲା ଚୋରାଇ ନେବା ବେଳେ ମାଡ଼ି ବସିଲା ପୋଲିସ, ୭ ଗିରଫ

୧୦ ଦିନ ହେଲାଣି ବାଳାଶ୍ରମରୁ ଅନ୍ତେବାସୀ ଗାୟବ, ଟେର ପାଉନି ପୋଲିସ

ଆଠମଲ୍ଲିକ : ୧୦ ଦିନ ହେଲାଣି ଆଠମଲ୍ଲିକ ବାଳାଶ୍ରମର ଜଣେ ଅନ୍ତେବାସୀ ଗାୟବ ଅଛନ୍ତି। ଆଠମଲ୍ଲିକ ବ୍ଲକ ଆମ୍ବଶରମୁଣ୍ଡା ପଞ୍ଚାୟତ ମହୀଧରପୁର ଗ୍ରାମର ସ୍ବର୍ଗତ ନରୋତ୍ତମ ନାୟକଙ୍କ ପୁଅ ଚନ୍ଦ୍ରମଣି ନାୟକ (୧୮) ଗତ ଶୁକ୍ରବାର ଠାରୁ ବାଳାଶ୍ରମରୁ କୁଆଡେ ଚାଲିଯାଇଛନ୍ତି।…

Continue Reading୧୦ ଦିନ ହେଲାଣି ବାଳାଶ୍ରମରୁ ଅନ୍ତେବାସୀ ଗାୟବ, ଟେର ପାଉନି ପୋଲିସ

ଯାତ୍ରା ପଡିଆରୁ ଚୋରକୁ କାବୁ କଲେ ଗାଁ ଲୋକ, ପୋଲିସ ଜିମା ଦେଲେ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡାପା ଥାନା ବଇଣ୍ଡା ଗାଁରେ କିଛି ଦିନ ହେବ ଚୋର ସକ୍ରିୟ ହୋଇ ପଡ଼ିଛନ୍ତି। ରବିବାର ଯାତ୍ରା ପଡ଼ିଆରେ ପଡ଼ିଥିବା ମୀନା ବଜାରରୁ ଚୋରି କରୁଥିବା ଜଣେ ଯୁବକକୁ ବଇଣ୍ଡା ଗ୍ରାମବାସୀ କାବୁ କରି ପୋଲିସ ଜିମା…

Continue Readingଯାତ୍ରା ପଡିଆରୁ ଚୋରକୁ କାବୁ କଲେ ଗାଁ ଲୋକ, ପୋଲିସ ଜିମା ଦେଲେ