ମହିଳା କିରାଣୀଙ୍କୁ ୩ ବର୍ଷ ଜେଲ ଜରିମାନା, ୨୦୧୭ରେ ଜମି ପଟ୍ଟା ପାଇଁ ନେଇଥିଲେ ଲାଞ୍ଚ
ଅନୁଗୁଳ: ଆଜି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟର ଜୁନିଅର କ୍ଲର୍କ ପଙ୍କଜିନୀ ବିଶ୍ୱାଳ। ପଙ୍କଜିନୀ ୨୦୧୭ ମସିହାରେ ଅନୁଗୁଳ ତହସିଲ ଅଫିସରେ କାର୍ଯ୍ୟରତ ଥିବା ବେଳେ ଜମି ପଟା ମ୍ୟୁଟେସନ କରିବା ପାଇଁ ଟଙ୍କା ଲାଞ୍ଚ ନେବା…
