ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ, ୧ ଘଣ୍ଟିଆ ରାସ୍ତା ଅବରୋଧ କଲେ ଢେଙ୍କାନାଳ ସାଂସଦ

ଅନୁଗୁଳ : ଅନୁଗୁଳ ସହରର ହୁଲୁରସିଂହା ଛକରେ ଏକ ଘଣ୍ଟିଆ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ସୂଚନା ମୁତାବକ, ଢେଙ୍କାନାଳ ସଂସଦୀୟ କ୍ଷେତ୍ର ମଧ୍ୟରେ ଯାଇଥିବା ୫୩, ୫୫ ଓ ୧୪୯ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ…

Continue Readingଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଅହେତୁକ ବିଳମ୍ବ, ୧ ଘଣ୍ଟିଆ ରାସ୍ତା ଅବରୋଧ କଲେ ଢେଙ୍କାନାଳ ସାଂସଦ

ଓଡ଼ିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ: ନିଆଁ ଲିଭାଇବା ଉପାୟ ଶିଖିଲେ ସୁରେନ୍ଦ୍ର ହସ୍ପିଟାଲର କର୍ମଚାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶ୍ରପଡା ସ୍ଥିତ ସୁରେନ୍ଦ୍ର ହସ୍ପିଟାଲ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ଓଡିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳିତ ହୋଇଛି। ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡିଶା ଅଗ୍ନିଶମ ଓ ଜରୁରୀ…

Continue Readingଓଡ଼ିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ: ନିଆଁ ଲିଭାଇବା ଉପାୟ ଶିଖିଲେ ସୁରେନ୍ଦ୍ର ହସ୍ପିଟାଲର କର୍ମଚାରୀ

ପ୍ରବାଦ ପୁରୁଷଙ୍କ ୨୬ତମ ତିରୋଧାନ ଦିବସରେ ରକ୍ତଦାନ ଶିବିର, ୧୨୨ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ତମ ତିରୋଧାନ ଦିବସ ପାଳନ ଉପଲକ୍ଷେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ତଳଗଡ଼ ଉଚ୍ଚ ବିଦ୍ୟାଳୟ ଠାରେ ବାବା ବାଲୁଙ୍କେଶ୍ୱର ଯୁବକ ସଂଘ ଓ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ…

Continue Readingପ୍ରବାଦ ପୁରୁଷଙ୍କ ୨୬ତମ ତିରୋଧାନ ଦିବସରେ ରକ୍ତଦାନ ଶିବିର, ୧୨୨ ୟୁନିଟ ରକ୍ତ ସଂଗୃହୀତ

କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ସରକାରୀ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଦାବି କଲା ବିଜେପି

ଅନଗୁଳ: ଦିନିକିଆ ଅନୁଗୁଳ ଗସ୍ତରେ ଆସିଥିବା କେନ୍ଦ୍ର ପଞ୍ଚାୟତିରାଜ ଓ ଗ୍ରାମ୍ଯଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂ ଶନିବାର ଜିଲ୍ଲାବାସୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି। ଜିଲ୍ଲା ସମେତ ପାଳଲହଡ଼ା ନିର୍ବାଚନମଣ୍ଡଳୀ ଗ୍ରାମାଞ୍ଚଳରେ ଭିତ୍ତିଭୂମି, ରାସ୍ତାଘାଟ, ଖେଳପଡିଆ, ଜଳାଶୟ ନିର୍ମାଣ…

Continue Readingକେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ସରକାରୀ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ଦାବି କଲା ବିଜେପି

ଅନୁଗୁଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳାରେ ସରିଲା ଷ୍ଟେଟ ବାର କାଉନସିଲ ନିର୍ବାଚନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୋର୍ଟରେ ଶନିବାର ଷ୍ଟେଟ ବାର କାଉନସିଲ ନିର୍ବାଚନ ଅନୁଷ୍ଠିତ ହୋଇଛି। ସକାଳ ୧୦ଟାରୁ ସନ୍ଧ୍ୟା ୫ ଟା ଯାଏଁ ମତ ଦାନ ଚାଲିଥିଲା। ଚଳିତ ନିର୍ବାଚନରେ ଜିଲ୍ଲାରୁ ଦୁଇ ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଶାନ୍ତି ଶୃଙ୍ଖଳାରେ…

Continue Readingଅନୁଗୁଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳାରେ ସରିଲା ଷ୍ଟେଟ ବାର କାଉନସିଲ ନିର୍ବାଚନ

ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳିତ, ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରାଯିବ ସଚେତନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଗ୍ନିଶମ କାର୍ଯ୍ୟାଳୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳିତ ହୋଇଛି। ସୂଚନା ମୁତାବକ, ଆଜି ସକାଳେ ପିଟିସି ଛକ ଠାରେ ଥିବା ଅଗ୍ନିଶମ କାର୍ଯ୍ୟାଳୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ସପ୍ତାହ…

Continue Readingଅଗ୍ନିଶମ ଓ ଜରୁରୀ କାଳୀନ ସେବା ସପ୍ତାହ ପାଳିତ, ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ କରାଯିବ ସଚେତନ

ଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ଜିଲ୍ଲା ବିଜେପି ପକ୍ଷରୁ ବିପୁଳ ସ୍ୱାଗତ

ଅନୁଗୁଳ: କେନ୍ଦ୍ର ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂହ ଶୁକ୍ରବାର ଅନୁଗୁଳ ଗସ୍ତ କରି ଆଠମଲ୍ଲିକ ବ୍ଲକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନ୍ଧ୍ୟାରେ ଅନୁଗୁଳ ସର୍କିଟ ହାଉସରେ ପହଞ୍ଚିଛନ୍ତି। ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ…

Continue Readingଅନୁଗୁଳରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ଜିଲ୍ଲା ବିଜେପି ପକ୍ଷରୁ ବିପୁଳ ସ୍ୱାଗତ

ଜିଲ୍ଲାସ୍ତରୀୟ ଡଃ ବି ଆର୍ ଆମ୍ବେଦକରଙ୍କ ଜୟନ୍ତୀ

ଅନୁଗୁଳ:ଅନୁଗୁଳ ଜିଲ୍ଲା ବଅଁରପାଳ ସେବାଶ୍ରମଠାରେ ଶୁକ୍ରବାର ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ ବି ଆର୍ ଆମ୍ବେଦକରଙ୍କ ୧୩୨ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାହୁ ଯୋଗ ଦେଇ ଉପସ୍ଥିତ…

Continue Readingଜିଲ୍ଲାସ୍ତରୀୟ ଡଃ ବି ଆର୍ ଆମ୍ବେଦକରଙ୍କ ଜୟନ୍ତୀ

ପାନୀୟ ଜଳ ସମେତ ଅନ୍ୟାନ୍ୟ ସମସ୍ୟା ନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଗୁରୁଜାଙ୍ଗ ଗ୍ରାମବାସୀ

ତାଳଚେର : ତାଳଚେର ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମର ବିଭିନ୍ନ ଦାବି ନେଇ ଗ୍ରାମବାସୀମାନେ ତାଳଚେର ଉପଜିଲ୍ଳାପାଳ, ବ୍ଲକ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଗାଁରେ ଉଦଘାଟିତ ହୋଇଥିବା ମେଗାପାନୀୟ ଜଳ…

Continue Readingପାନୀୟ ଜଳ ସମେତ ଅନ୍ୟାନ୍ୟ ସମସ୍ୟା ନେଇ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଗୁରୁଜାଙ୍ଗ ଗ୍ରାମବାସୀ

ଆଜି ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ

ଅନୁଗୁଳ : ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକରଙ୍କର ଆଜି ଜନ୍ମ ଦିନ। ୧୮୯୧ ଏପ୍ରିଲ ଆଜି ଦିନରେ ସେ ମଧ୍ୟ ପ୍ରଦେଶର ଏକ ମରାଠୀ ପରିବାରରେ ଜନ୍ମ ହୋଇଥିଲେ। ଦରିଦ୍ର ଓ ଅଛୁଆଁ ଜାତିର ହୋଇଥିବାରୁ ସେ…

Continue Readingଆଜି ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ଜାଣନ୍ତୁ ତାଙ୍କ ସଂଘର୍ଷମୟ କାହାଣୀ