ଅନୁଗୁଳରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ: ଡିଜେ ସାଉଣ୍ଡ ଓ ବଳପୂର୍ବକ ଚାନ୍ଦା ବନ୍ଦ ପାଇଁ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ନିମନ୍ତେ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ପୂଜାକୁ…

Continue Readingଅନୁଗୁଳରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ: ଡିଜେ ସାଉଣ୍ଡ ଓ ବଳପୂର୍ବକ ଚାନ୍ଦା ବନ୍ଦ ପାଇଁ ନିର୍ଦ୍ଦେଶ

ହାତ ଧରିଲେ ସମାଜବାଦୀ ନେତା ଦେବାଶିଷ ଘୋଷ, କଂଗ୍ରେସରେ ମିଶିଲେ ଶତାଧିକ କର୍ମୀ

ଅନୁଗୁଳ: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଛନ୍ତି ତାଳଚେର ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବିଶିଷ୍ଟ ସମାଜବାଦୀ ନେତା ଦେବାଶିଷ ଘୋଷ। ଗତକାଲି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଅନୁଗୁଳ ଗସ୍ତ…

Continue Readingହାତ ଧରିଲେ ସମାଜବାଦୀ ନେତା ଦେବାଶିଷ ଘୋଷ, କଂଗ୍ରେସରେ ମିଶିଲେ ଶତାଧିକ କର୍ମୀ

ଅନୁଗୁଳରେ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ ଭ୍ୟାନର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ସରକାରୀ ପଲିଟେକନିକ୍ ମହାବିଦ୍ୟାଳୟ ପରିସରରେ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ ଭ୍ୟାନ ଯାତ୍ରାର ଶୁଭାରମ୍ଭ କରଯାଇଥିଲା। ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ନାୟକ ଏହି ଷ୍ଟାର୍ଟ ଅପ୍ ଯାତ୍ରାର ଆଭିମୁଖ୍ୟ ଏବଂ ଇକୋ ସିଷ୍ଟମ ସହିତ ଏହାର ସମନ୍ୱୟ ଉପରେ…

Continue Readingଅନୁଗୁଳରେ ଷ୍ଟାର୍ଟ ଅପ୍ ଏକ୍ସପ୍ରେସ ଭ୍ୟାନର ଶୁଭାରମ୍ଭ

ବିଶ୍ୱ ହୃଦୟ ଦିବସ ପାଳିତ: ଧୂମପାନ ଓ ମଦ୍ୟପାନରୁ ନିବୃତ ରହିବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ବ ହୃଦୟ ଦିବସ ପାଳିତ ହୋଇଛି। ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପୂର୍ଣ୍ଣିମା ଉଦ୍‌ଗାତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଚ୍ଚ ରକ୍ତଚାପ, ଡାଇବେଟିସ, ଧୂମପାନ, ମଦ୍ୟପାନ, ମାତ୍ରାଧିକ କୋଲେଷ୍ଟୋରୋଲ ଓ…

Continue Readingବିଶ୍ୱ ହୃଦୟ ଦିବସ ପାଳିତ: ଧୂମପାନ ଓ ମଦ୍ୟପାନରୁ ନିବୃତ ରହିବା ଉପରେ ଗୁରୁତ୍ୱାରୋପ

ମା’ ହିଙ୍ଗୁଳାଙ୍କ ନୂତନ ପୂଜକ ନିଯୁକ୍ତ: ବାପାଙ୍କ ମୃତ୍ୟୁ ପରେ ଜ୍ୟେଷ୍ଠ ପୁତ୍ର କିଶୋର ଚନ୍ଦ୍ର ଦେହୁରୀ ନେଲେ ଦାୟିତ୍ୱ

ତାଳଚେର: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନୂତନ ପୂଜକ ନିଯୁକ୍ତ ହୋଇଛନ୍ତି। ବାପା ହୃଦାନନ୍ଦ ଦେହୁରୀଙ୍କ ମୃତ୍ୟୁ ପରେ ରୀତିନୀତି ଅନୁଯାୟୀ, ଅଭିଷେକ କରାଯାଇ ଜ୍ୟେଷ୍ଠ ପୁତ୍ର କିଶୋର ଚନ୍ଦ୍ର ଦେହୁରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ବିଶ୍ୱାସ ରହିଛି ଯେ,…

Continue Readingମା’ ହିଙ୍ଗୁଳାଙ୍କ ନୂତନ ପୂଜକ ନିଯୁକ୍ତ: ବାପାଙ୍କ ମୃତ୍ୟୁ ପରେ ଜ୍ୟେଷ୍ଠ ପୁତ୍ର କିଶୋର ଚନ୍ଦ୍ର ଦେହୁରୀ ନେଲେ ଦାୟିତ୍ୱ

ଗଣେଶ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର, ସଂଗ୍ରହ ହୋଇଛି ୫୭ ୟୁନିଟ ରକ୍ତ

ଅନୁଗୁଳ: ଅନୁଗୁଳ ବ୍ଲକ ନୂଆଁ ସାହି ରଇଜଳା କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଗଣେଶ ପୂଜା କମିଟି ପକ୍ଷରୁ ନୂଆଁ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୫୭ ୟୁନିଟ ରକ୍ତ…

Continue Readingଗଣେଶ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର, ସଂଗ୍ରହ ହୋଇଛି ୫୭ ୟୁନିଟ ରକ୍ତ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ, ସୁରକ୍ଷିତ ଗର୍ଭପାତ ଉପରେ ଗୁରୁତ୍ୱ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତିକ ଗର୍ଭ ନିରାପତ୍ତା ଦିବସ ପାଳିତ ହୋଇଛି। ଏ ଅବସରରେ ଆୟୋଜିତ ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ତ୍ରିଲୋଚନ ପ୍ରଧାନ ଅଧ୍ୟକ୍ଷତା କରି ସୁରକ୍ଷିତ ଗର୍ଭପାତ କରାଇବାର ବିଧି ଉପରେ ଆଲୋକପାତ କରିଥିଲେ।…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ପାଳିତ, ସୁରକ୍ଷିତ ଗର୍ଭପାତ ଉପରେ ଗୁରୁତ୍ୱ

ସୌମ୍ୟରଞ୍ଜନଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧ ଗ୍ରାମର ସ୍ବର୍ଗତ ସୌମ୍ୟରଞ୍ଜନ ବେହେରାଙ୍କ ସ୍ମୃତିରେ ଯୁବ ଗୋଷ୍ଠୀ, ଡ୍ରାଇଭର ସଂଘ ଓ ବିଜୁ ଯୁବ ଜନତା ଦଳର ମିଳିତ ସହଯୋଗରେ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଛି।…

Continue Readingସୌମ୍ୟରଞ୍ଜନଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୫୧ ୟୁନିଟ ରକ୍ତ ସଂଗୃହୀତ

ୱାର୍ଡର ବିଭିନ୍ନ ସମସ୍ୟାର ସମାଧାନ ଦାବି: ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅଧିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ୯ ଦଫା ଦାବି ନେଇ ଅନୁଗୁଳ ପୌରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ୱାର୍ଡର ଅଧିବାସୀ ଆଜି ଏକ ରାଲିରେ ବଜାର ପରିକ୍ରମା କରି ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତାଙ୍କ ଦାବିଗୁଡ଼ିକ ହେଉଛି, ପୌରାଞ୍ଚଳ ବିଭିନ୍ନ ୱାର୍ଡର ରାସ୍ତା…

Continue Readingୱାର୍ଡର ବିଭିନ୍ନ ସମସ୍ୟାର ସମାଧାନ ଦାବି: ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଅଧିବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ

କାମକୁ ଯିବା ବେଳେ କଚାଡ଼ି ଦେଲା ହାତୀ, ଗଲା ଟାଟା କର୍ମଚାରୀଙ୍କ ଜୀବନ

ଅନୁଗୁଳ: ହାତୀ ଆକ୍ରମଣରେ ଗଲା ଟାଟା କର୍ମଚାରୀଙ୍କ ଜୀବନ। ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତ ବାଇଝେଲିଆ ଗ୍ରାମରେ ହାତୀ ଆକ୍ରମଣରେ ଟାଟା କାରଖାନାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁରେଶ ଚନ୍ଦ୍ର…

Continue Readingକାମକୁ ଯିବା ବେଳେ କଚାଡ଼ି ଦେଲା ହାତୀ, ଗଲା ଟାଟା କର୍ମଚାରୀଙ୍କ ଜୀବନ