ବାଇକ ସହ କଚି ଦେଲା ହାତୀ, ଜଣେ ଗୁରୁତର
ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ୍ ଅନ୍ତର୍ଗତ ଗଡସନ୍ତ୍ରୀ ପଞ୍ଚାୟତ ବଡ଼ଖଳି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ହେଲେ ଦୁଃଖବନ୍ଧୁ ଭୂତିଆଙ୍କ ପୁଅ ଯୋଗେନ୍ଦ୍ର ଭୂତିଆ। ସୂଚନା ମୁତାବକ, ସନ୍ଧ୍ୟାରେ ଯୋଗେନ୍ଦ୍ର ନାଲକୋରୁ କାର୍ଯ୍ୟ ସାରି ଘରକୁ ଫେରିବା…



