ବିଦ୍ୟୁତ୍ ସଂଯୋଗ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ କେଳାସାହି ବାସିନ୍ଦା

ଅନୁଗୁଳ: ବିଦ୍ୟୁତ ସଂଯୋଗ ପାଇଁ ଆଜି ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗ୍ରାମର କେଳା ସାହି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ମୁତାବକ, ଶାବଳଭଙ୍ଗା ଗ୍ରାମର କେଳା ସାହିରେ ପାଖାପାଖି ଶହେ ପରିବାର ବସବାସ କରିଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ…

Continue Readingବିଦ୍ୟୁତ୍ ସଂଯୋଗ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ କେଳାସାହି ବାସିନ୍ଦା

ଅନୁଗୁଳରେ ବଢ଼ୁଛି ଲୁଟେରାଙ୍କ ଦୌରାତ୍ମ୍ୟ: ଯୁବକଙ୍କୁ ମାଡ଼ ମାରି ସୁନା ଚେନ୍ ଓ ମୋବାଇଲ୍ ଝାମ୍ପି ନେଲେ ୨ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ନିଶା ଥାନା ଅଞ୍ଚଳରେ ବଢ଼ି ଚାଲିଛି ଲୁଟେରାଙ୍କ ଦୌରାତ୍ମ୍ୟ। ବୁଧବାର ସକାଳେ ପରଙ୍ଗଠାରେ ୨ ଜଣ ଦୁର୍ବୃତ୍ତ ଜଣେ ବ୍ୟକ୍ତିଙ୍କୁ ଲୁହା ଛଡ଼ରେ ପିଟି ସୁନା ଚେନ୍ ଓ ମୋବାଇଲ୍ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୋଲିସ ସୂଚନା…

Continue Readingଅନୁଗୁଳରେ ବଢ଼ୁଛି ଲୁଟେରାଙ୍କ ଦୌରାତ୍ମ୍ୟ: ଯୁବକଙ୍କୁ ମାଡ଼ ମାରି ସୁନା ଚେନ୍ ଓ ମୋବାଇଲ୍ ଝାମ୍ପି ନେଲେ ୨ ଦୁର୍ବୃତ୍ତ

ପୂର୍ବଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ହାତ ଓ ପିଠିକୁ ହାଣିଲେ ଦୁର୍ବୃତ୍ତ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ରାଧାରମଣପଡା ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଏଥିରେ ଲିଙ୍ଗିରାଯୋଡି ଅଞ୍ଚଳର ବାପି ଓରଫ ସତ୍ୟଜିତ ପ୍ରଧାନ ଗୁରୁତର ହୋଇଛନ୍ତି। ବାପିର ବାମ ହାତରେ ଗଭୀର ଆଘାତ ହୋଇଥିବା…

Continue Readingପୂର୍ବଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ହାତ ଓ ପିଠିକୁ ହାଣିଲେ ଦୁର୍ବୃତ୍ତ

ଶୁଣିଲାନି ପୋଲିସ, ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ଦମ୍ପତି

ଅନୁଗୁଳ: ଶୁଣିଲାନି ପୋଲିସ। ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଛେଳିଆପଡ଼ା ଗ୍ରାମର ଦମ୍ପତି। ସୂଚନା ମୁତାବକ, ଗତ ମାର୍ଚ୍ଚ ୨୫ ତାରିଖ ଦିନ ଛେଳିଆପଡା ଗ୍ରାମର ବିନୋଦ ସ୍ୱାଇଁ ଏବଂ ବାସନ୍ତୀ…

Continue Readingଶୁଣିଲାନି ପୋଲିସ, ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ଦମ୍ପତି

ବିଜେପି ପାଇଁ ‘ଓଡ଼ିଶା ପରିବର୍ତ୍ତନ” ଗାଇଲେ କଣ୍ଠଶିଳ୍ପୀ କୈଳାସ ଖେର, ସୋସିଆଲ ମିଡିଆରେ କଲେ ସେୟାର

ନୂଆଦିଲ୍ଲୀ/ ଭୁବନେଶ୍ୱର: ‘ଓଡ଼ିଶା ପରିବର୍ତ୍ତନ” ନାମରେ ଗୀତ ଗାଇଛନ୍ତି କଣ୍ଠଶିଳ୍ପୀ କୈଳାସ ଖେର। ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିକୁ ସମର୍ଥନ ଜଣାଇ ଏହି ଗୀତ ଗାଇଛନ୍ତି ପଦ୍ମଶ୍ରୀ କୈଳାସ ଖେର। କୈଳାଶ ଖୈର ଟ୍ୱିଟ୍ କରି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ,…

Continue Readingବିଜେପି ପାଇଁ ‘ଓଡ଼ିଶା ପରିବର୍ତ୍ତନ” ଗାଇଲେ କଣ୍ଠଶିଳ୍ପୀ କୈଳାସ ଖେର, ସୋସିଆଲ ମିଡିଆରେ କଲେ ସେୟାର

ଅନୁଗୁଳ ବନାଞ୍ଚଳରୁ ହାତୀର ଗଳିତ କଙ୍କାଳ ଉଦ୍ଧାର, ରୋଗରେ ପଡ଼ି ଦୁଇ ମାସ ତଳୁ ମରିଥିବା ସନ୍ଦେହ

ଅନୁଗୁଳ: ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ ପୁରୁଣାଗଡ଼ ସେକ୍ସନରେ ଏକ ମାଈହାତୀର ଗଳିତ କଙ୍କାଳ ଠାବ ହୋଇଛି। ଖବର ପାଇ ବନ ବିଭାଗର ଅଧିକାରୀଙ୍କ ସମେତ ଜେଟିଏଫ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ ଅନ୍ତର୍ଗତ…

Continue Readingଅନୁଗୁଳ ବନାଞ୍ଚଳରୁ ହାତୀର ଗଳିତ କଙ୍କାଳ ଉଦ୍ଧାର, ରୋଗରେ ପଡ଼ି ଦୁଇ ମାସ ତଳୁ ମରିଥିବା ସନ୍ଦେହ

ଭୀଷଣ ଖରା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆଲର୍ଟ! ‘୧୧ଟାରୁ ଅପରାହ୍ନ ୩ଟା ଯାଏ ବାହାରେ ବୁଲ ନାହିଁ’

ଭୁବନେଶ୍ବର: ରାଜ୍ୟରେ ବଢ଼ୁଛି ଖରା। ତତଲା କଡେଇରେ ଭାଜି ହେଉଛି ପୂରା ରାଜ୍ୟ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଦିନ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ବାହାରେ ନ ବୁଲିବାକୁ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

Continue Readingଭୀଷଣ ଖରା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆଲର୍ଟ! ‘୧୧ଟାରୁ ଅପରାହ୍ନ ୩ଟା ଯାଏ ବାହାରେ ବୁଲ ନାହିଁ’

ଦଳୀୟ ପ୍ରାର୍ଥୀଙ୍କ ସହ ମା’ ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ମା' ହିଙ୍ଗୁଳା ଠାକୁରଣୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀଙ୍କ ସହ ବିଜେପିର ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି,…

Continue Readingଦଳୀୟ ପ୍ରାର୍ଥୀଙ୍କ ସହ ମା’ ହିଙ୍ଗୁଳାଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

“ସୁବିଧା ପୋର୍ଟାଲ’ ର ବ୍ୟବହାର ନିମନ୍ତେ ସଚେତନ କଲା ଜିଲ୍ଲା ପ୍ରଶାସନ, ରାଜନେତା ଓ ସବୁ ବିଭାଗ ବୁଝିଲେ କାର୍ଯ୍ୟକାରିତା

ଅନୁଗୁଳ: ସାଧାରଣ ନିର୍ବାଚନ-୨୦୨୪ର ଜିଲ୍ଲାରେ ସଫଳ ପରିଚାଳନା ନିମନ୍ତେ ଭାରତୀୟ ନିର୍ବାଚନ କମିଶନ ଦ୍ବାରା ନିର୍ଦ୍ଦେଶିତ ‘ସୁବିଧା ପୋର୍ଟାଲ' ର ସଠିକ୍ ବ୍ୟବହାର ଓ ସନ୍ଦେହ ଦୂରୀକରଣ କାର୍ଯ୍ୟକ୍ରମ ଆଜି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ୨ଟି ପୃଥକ କାର୍ଯ୍ୟକ୍ରମରେ ପ୍ରଥମେ…

Continue Reading“ସୁବିଧା ପୋର୍ଟାଲ’ ର ବ୍ୟବହାର ନିମନ୍ତେ ସଚେତନ କଲା ଜିଲ୍ଲା ପ୍ରଶାସନ, ରାଜନେତା ଓ ସବୁ ବିଭାଗ ବୁଝିଲେ କାର୍ଯ୍ୟକାରିତା

ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ

ଭୁବନେଶ୍ୱର: ଓଡ଼ିଶା ଭକ୍ତି ସଙ୍ଗୀତର ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ…

Continue Readingସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ