ଆଠମଲ୍ଲିକ ବିଧାନସଭା ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ, ଯୋଗଦେଲେନି ନିର୍ବାଚିତ ଲୋକ ପ୍ରତିନିଧି

ଆଠମଲ୍ଲିକ: ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର ଆଠମଲ୍ଲିକ ବ୍ଲକ, କିଶୋରନଗର ବ୍ଲକ, ଅନୁଗୁଳ ବ୍ଲକର ୯ଟି ପଞ୍ଚାୟତ ଓ ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବିଧାୟକ ରମେଶ ଚନ୍ଦ୍ର…

Continue Readingଆଠମଲ୍ଲିକ ବିଧାନସଭା ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ, ଯୋଗଦେଲେନି ନିର୍ବାଚିତ ଲୋକ ପ୍ରତିନିଧି

ଖୁସି ଖବର! ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସ୍ନାତକୋତର ବିଜ୍ଞାନରେ ରାଜ୍ୟପାଳଙ୍କ ଠାରୁ ସ୍ୱର୍ଣ୍ଣପଦକ ପାଇଲେ ତାଳଚେରର ଝିଅ ଅଭିଲିପ୍ସା

ତାଳଚେର: ୨୦୨୨ ମସିହା ପାଇଁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ସ୍ନାତକୋତର ବିଜ୍ଞାନରେ ଟପ୍ପର ହୋଇ ରାଜ୍ୟପାଳଙ୍କ ଠାରୁ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି ତାଳଚେର ଅଞ୍ଚଳର ଅଭିଲିପ୍‌ସା ପାଣି। ଗତ ୧୨ ତାରିଖ ଦିନ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ…

Continue Readingଖୁସି ଖବର! ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ସ୍ନାତକୋତର ବିଜ୍ଞାନରେ ରାଜ୍ୟପାଳଙ୍କ ଠାରୁ ସ୍ୱର୍ଣ୍ଣପଦକ ପାଇଲେ ତାଳଚେରର ଝିଅ ଅଭିଲିପ୍ସା

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା, ରାଜ୍ୟର ବିଭିନ୍ନ ସ୍ଥାନରୁ ଭାଗ ନେବେ ୮ଟି ଟିମ୍

ଅନୁଗୁଳ: ଶୁକ୍ରବାରଠାରୁ ଆରମ୍ଭ ହେବ ଦ୍ବିତୀୟ ରାଜ୍ୟସ୍ତରୀୟ ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା। ସ୍ଥାନୀୟ ଅମଲାପଡ଼ା ଦୁର୍ଗାପୂଜା ପଡ଼ିଆରେ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଭାଗରୁ ୮ଟି ଦଳ ଭାଗ ନେଉଛନ୍ତି। ଫ୍ଲଡ୍ ଲାଇଟରେ ହେଉଥିବା ଏହି…

Continue Readingଆସନ୍ତାକାଲିଠୁ ଆରମ୍ଭ ହେଉଛି ଗଣପତ କପ୍ କ୍ରିକେଟ୍ ପ୍ରତିଯୋଗିତା, ରାଜ୍ୟର ବିଭିନ୍ନ ସ୍ଥାନରୁ ଭାଗ ନେବେ ୮ଟି ଟିମ୍

ତାଳଚେରରେ ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା, କ୍ରୀଡ଼ାବିତଙ୍କୁ ମୋଦି ସରକାରଙ୍କ ପ୍ରୋତ୍ସାହନକୁ ପ୍ରଶଂସା

ତାଳଚେର : ତାଳଚେର ଭରତପୁର ଠାରେ ବୁଧବାର ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଓଡ଼ିଶାର ୩୦ ଜିଲ୍ଲାରୁ ଜିଲ୍ଲାସ୍ତରରେ ଚୟନିତ ହୋଇଥିବା ୧୦୭ ଜଣ ମହିଳା ଓ ପୁରୁଷ ବର୍ଗର ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ଜାତୀୟ…

Continue Readingତାଳଚେରରେ ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା, କ୍ରୀଡ଼ାବିତଙ୍କୁ ମୋଦି ସରକାରଙ୍କ ପ୍ରୋତ୍ସାହନକୁ ପ୍ରଶଂସା

ଆସନ୍ତାକାଲି ଅନୁଗୁଳ ଆସୁଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ

ଅନୁଗୁଳ : କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ ଏପ୍ରିଲ ୧୪ ତାରିଖ ଶୁକ୍ରବାର ଦିନ ଅନୁଗୁଳ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେ ଶୁକ୍ରବାର ଆଠମଲ୍ଲିକ ବ୍ଲକର ନଅଗାଁ ପଞ୍ଚାୟତର କମଳପୁରରେ ବ୍ୟାକ ଟୁ…

Continue Readingଆସନ୍ତାକାଲି ଅନୁଗୁଳ ଆସୁଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ମନ୍ତ୍ରୀ ଗିରିରାଜ ସିଂହ

ଜୀବ ନିଷ୍ଠୁରତା ନିବାରଣ ଆଇନ୍ ସମ୍ପର୍କିତ କର୍ମଶାଳା, ଜୀବେଦୟା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜୀବ ନିଷ୍ଠୁରତା ନିବାରଣ ଆଇନ୍ ସମ୍ପର୍କିତ ଏକ ଆଲୋଚନା ଚକ୍ର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନୁଷ୍ୟ ଏବଂ ପ୍ରାଣୀଜଗତ ଭିତରେ ସନ୍ତୁଳନ ନ…

Continue Readingଜୀବ ନିଷ୍ଠୁରତା ନିବାରଣ ଆଇନ୍ ସମ୍ପର୍କିତ କର୍ମଶାଳା, ଜୀବେଦୟା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ

୧୫ ଲିଟର କଫ୍ ସିରପ୍ ସହ ଯୁବକ ଗିରଫ

ଅନୁଗୁଳ:ଅନୁଗୁଳ ସଦର ଅବକାରୀ ବିଭାଗ ବୁଧବାର ସକାଳେ ୧୫ ଲିଟର କଫ୍ ସିରପ୍(୧୪୯ ବୋତଲ)ସହ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଅବକାରୀ ବିଭାଗ ତରଫରୁ ସହରର କେନାଲ ବନ୍ଧରେ ପାଟ୍ରୋଲିଙ୍ଗ କରାଯାଉଥିଲା। ଏହି ସମୟରେ ଜଣେ ଯୁବକ…

Continue Reading୧୫ ଲିଟର କଫ୍ ସିରପ୍ ସହ ଯୁବକ ଗିରଫ

ନିଃସ୍ୱାର୍ଥପର ସେବାର ଅନନ୍ୟ ଉଦାହରଣ: ଅସହାୟ ବୃଦ୍ଧଙ୍କ ଶବକୁ କାନ୍ଧ ଦେବାଠୁ ଦଶାହ ଯାଏଁ ନିଜ ଖର୍ଚ୍ଚରେ ସବୁ କାମ କଲେ ଗାଁ ଲୋକ

ଅନୁଗୁଳ: ବର୍ତ୍ତମାନ ଲୋକମାନେ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ବେଳେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମବାସୀ ନିଃସ୍ୱାର୍ଥପର ଭାବେ ଗାଁର ଜଣେ ଅସହାୟ ବୃଦ୍ଧଙ୍କ ଶେଷକୃତ୍ୟ କରିଛନ୍ତି। ଖାଲି ସେତିକି ନୁହେଁ, ଗ୍ରାମବାସୀ ଚାନ୍ଦା କରି ତାଙ୍କର ଦଶାହ ଓ…

Continue Readingନିଃସ୍ୱାର୍ଥପର ସେବାର ଅନନ୍ୟ ଉଦାହରଣ: ଅସହାୟ ବୃଦ୍ଧଙ୍କ ଶବକୁ କାନ୍ଧ ଦେବାଠୁ ଦଶାହ ଯାଏଁ ନିଜ ଖର୍ଚ୍ଚରେ ସବୁ କାମ କଲେ ଗାଁ ଲୋକ

ଜିଏସଟି ଠକେଇ ଅଭିଯୋଗ: ଅନୁଗୁଳର ମାର୍ବଲ ଓ ଟାଇଲସ ସୋରୁମରେ ସେଣ୍ଟ୍ରାଲ ଟିମର ଚଢ଼ଉ

ଅନୁଗୁଳ: ଅନୁଗୁଳ ତୁରଙ୍ଗର ଏକ ଟାଇଲସ ଏବଂ ମାର୍ବଲ ଦୋକାନରେ ସେଣ୍ଟ୍ରାଲ ଜିଏସଟି ପକ୍ଷରୁ ଚଢ଼ାଉ କରାଯାଇଛି। ସନ୍ତୋଷ ଟ୍ରେଡିଂ କମ୍ପାନୀ ନାମକ ଏହି ଟାଇଲସ ସୋରୁମରେ ୮ ଜଣିଆ ଟିମର ଚଢ଼ାଉ ଜାରି ରହିଛି । ଏହି ଶୋ ରୁମର…

Continue Readingଜିଏସଟି ଠକେଇ ଅଭିଯୋଗ: ଅନୁଗୁଳର ମାର୍ବଲ ଓ ଟାଇଲସ ସୋରୁମରେ ସେଣ୍ଟ୍ରାଲ ଟିମର ଚଢ଼ଉ

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ନିରାପଦ ମାତୃତ୍ବ ଦିବସ ପାଳିତ, ଗର୍ଭାବସ୍ଥାରେ ବିପଦ ଲକ୍ଷଣ ଚିହ୍ନଟ ଉପରେ ଗୁରୁତ୍ୱ

ଅନୁଗୁଳ : ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ନିରାପଦ ମାତୃତ୍ବ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ନିରାପଦ ମାତୃତ୍ବ ଦିବସ ପାଳିତ, ଗର୍ଭାବସ୍ଥାରେ ବିପଦ ଲକ୍ଷଣ ଚିହ୍ନଟ ଉପରେ ଗୁରୁତ୍ୱ