କଳମଛୁଇଁ ଶିଶୁମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଆୟୋଜିତ

ତାଳଚେର: ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ ଓ କୋଷାଧ୍ୟକ୍ଷ…

Continue Readingକଳମଛୁଇଁ ଶିଶୁମନ୍ଦିରରେ ବିଦ୍ୟାରମ୍ଭ ସଂସ୍କାର ଯଜ୍ଞ ଆୟୋଜିତ

ଆସନ୍ତାକାଲି ମହାବୀର ଜୟନ୍ତୀରେ ଗୋ ହତ୍ୟା ନିଷିଦ୍ଧ: ନିର୍ଦ୍ଦେଶନାମା ଜାରି କଲେ ସର୍ବୋଚ୍ଚ ଅଦାଲତ

ଅନୁଗୁଳ: ଆସନ୍ତାକାଲି ପବିତ୍ର ମହାବୀର ଜୟନ୍ତୀ ଅବସରରେ ସାରା ଭାରତବର୍ଷରେ ବିକ୍ରି ହେବନି ଗୋ ମାଂସ। ଏଣୁ ଦେଶରେ ଥିବା କଂସେଇଖାନା, ମାଂସ ଦୋକାନ ଇତ୍ୟାଦି ବନ୍ଦ ରଖିବା ପାଇଁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଭାରତ ସରକାର ପଶୁ…

Continue Readingଆସନ୍ତାକାଲି ମହାବୀର ଜୟନ୍ତୀରେ ଗୋ ହତ୍ୟା ନିଷିଦ୍ଧ: ନିର୍ଦ୍ଦେଶନାମା ଜାରି କଲେ ସର୍ବୋଚ୍ଚ ଅଦାଲତ

ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିବେଶକଙ୍କୁ ଭେଟି ରାଜ୍ୟ ପାଇଁ ଆଣିବେ ବଡ଼ ସୁଯୋଗ

ଭୁବନେଶ୍ୱର: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହ ମୁଖ୍ୟମନ୍ତ୍ରୀ ୭ ଦିନିଆ ଜାପାନ ଗସ୍ତରେ ବାହାରିଛନ୍ତି। ତାଙ୍କ ସହ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ, ଆଇଟି ସଚିବ, ଆଇପିଆଇସିଓଏଲ୍ ଏମଡି, ମୁଖ୍ୟମନ୍ତ୍ରୀଙ୍କ…

Continue Readingଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିବେଶକଙ୍କୁ ଭେଟି ରାଜ୍ୟ ପାଇଁ ଆଣିବେ ବଡ଼ ସୁଯୋଗ

ମାରଣାସ୍ତ୍ର ଦେଖାଇ ଡକାୟତି ଘଟଣା, ବନ୍ଧା ହେଲେ ୪ ଅଭିଯୁକ୍ତ

ଅନୁଗୁଳ: ସ୍ଥାନୀୟ ଅଞ୍ଚଳରେ ବନ୍ଧୁକ ଦେଖାଇ ଡକାୟତି କରିଥିବା ଏକ ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି ଅନୁଗୁଳ ସଦର ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅଧୀନ ଅଙ୍ଗାରବନ୍ଧର ବାଦଲ ନାଏକ, ଲିକୁନ ନାଏକ, ସିପୁନ ଦାସ…

Continue Readingମାରଣାସ୍ତ୍ର ଦେଖାଇ ଡକାୟତି ଘଟଣା, ବନ୍ଧା ହେଲେ ୪ ଅଭିଯୁକ୍ତ

ମେଡିକାଲ କଲେଜକୁ ସରକାର ଚଳାଇବା ଦାବି: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ

ତାଳଚେର : ତାଳଚେର ମେଡିକାଲ କଲେଜକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ଏବଂ ରାଜ୍ୟ ସରକାର ଏହାକୁ ଚଲାଇବା ଦାବି ନେଇ ଆଜି ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯାଇଛି। ଏ ଅବସରରେ ଆଜି ସକାଳ…

Continue Readingମେଡିକାଲ କଲେଜକୁ ସରକାର ଚଳାଇବା ଦାବି: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ

ମେଲାଣି ନେଲେ ମା’: ବାସନ୍ତୀ ଦୁର୍ଗାପୂଜା ଭସାଣି ଶେଷ

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ମା’ ବାସନ୍ତୀ ଦୁର୍ଗା ପଡ଼ିଆରେ ଚାଲିଥିବା ବାସନ୍ତୀ ଦୁର୍ଗାପୂଜାର ଭସାଣି ଉତ୍ସବ ଆଜି ଶେଷ ହୋଇଛି। ଆଜି ଅପରାହ୍ନରେ ଲଉଡି ଖେଳ, ପାଇକ ଆଖଡ଼ା ପ୍ରଦର୍ଶନ ଭିତରେ ଦେବୀଙ୍କୁ ମେଲାଣି ଦିଆଯାଇଛି। ଏହି ଭସାଣି ଶୋଭାଯାତ୍ରା ବାସନ୍ତୀ…

Continue Readingମେଲାଣି ନେଲେ ମା’: ବାସନ୍ତୀ ଦୁର୍ଗାପୂଜା ଭସାଣି ଶେଷ

ଉତ୍କଳ ଦିବସ: ଆଠମଲ୍ଲିକ ଏନ.ଏ.ସି. ଅଞ୍ଚଳରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ କରାଗଲା ମାଲ୍ୟାର୍ପଣ, ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଅସନ୍ତୋଷ

ଅନୁଗୁଳ: ଉପଖଣ୍ଡ ପ୍ରଶାସନ ପକ୍ଷରୁ ଉତ୍କଳ ଦିବସ ପାଳନ ଉପଲକ୍ଷେ ଆଠମଲ୍ଲିକ ଏନ.ଏ.ସି. ଅଞ୍ଚଳରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା। ପରେ ବ୍ଲକ ସଭାଘରେ ସାଧାରଣ ସଭା କରାଯାଇଥିଲା। ଉପ-ଜିଲ୍ଲାପାଳ…

Continue Readingଉତ୍କଳ ଦିବସ: ଆଠମଲ୍ଲିକ ଏନ.ଏ.ସି. ଅଞ୍ଚଳରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ କରାଗଲା ମାଲ୍ୟାର୍ପଣ, ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇନଥିବାରୁ ଅସନ୍ତୋଷ

୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ସଫଳତା ପାଇ ଥିବା କର୍ମଚାରୀ ପୁରସ୍କୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଳିଆପଡ଼ା ରିଜର୍ଭ ବ୍ୟାରେକ ପ୍ୟାରେଡ୍ ପଡ଼ିଆରେ ୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ସୂଚନାଯୋଗ୍ୟ, ଏହି ୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଉତ୍ତର କେନ୍ଦ୍ରାଞ୍ଚଳ ଆରକ୍ଷୀ…

Continue Reading୮୮ ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ, ସଫଳତା ପାଇ ଥିବା କର୍ମଚାରୀ ପୁରସ୍କୃତ

ଜଳିଗଲା ଦୋକାନ, ୧୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ

ଅନୁଗୁଳ: ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ରଗୁଡ଼ି ସାହି ସ୍ଥିତ ଜଗନ ଇଲେକ୍ଟ୍ରୋନିକ ଦୋକାନରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ହୋଇ ୧୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗତ କାଲି ରାତି ପ୍ରାୟ ୨ଟା ସମୟରେ ଦୋକାନରେ ନିଆଁ…

Continue Readingଜଳିଗଲା ଦୋକାନ, ୧୦ ଲକ୍ଷରୁ ଅଧିକ ଟଙ୍କାର ଜିନିଷ ପୋଡ଼ି ପାଉଁଶ

ଆଠମଲ୍ଲିକରେ ଉତ୍କଳ ଦିବସ କାର୍ଯ୍ୟକ୍ରମ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଛାତ୍ରଛାତ୍ରୀ

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଶନିବାର ଉତ୍କଳ ଦିବସ ପାଳିତ ହୋଇଛି। ଉପଜିଲ୍ଲାପାଳ ତରଣୀ ସୁନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସକାଳୁ ଡାକ ବାଜି ଯନ୍ତ୍ର ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ଉପଖଣ୍ଡ ପ୍ରଶାସନ…

Continue Readingଆଠମଲ୍ଲିକରେ ଉତ୍କଳ ଦିବସ କାର୍ଯ୍ୟକ୍ରମ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ଛାତ୍ରଛାତ୍ରୀ