ସାଂସଦ ପାଣ୍ଠିରୁ ବାଜି ରାଉତ ଛାତ୍ରାବାସକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହାକିମପଡ଼ାଠାରେ ବହୁମୁଖୀ ସାମୁଦାୟିକ କେନ୍ଦ୍ର ନିର୍ମାଣ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ବାଜି ରାଉତ ଛାତ୍ରାବାସ’କୁ ନିଜର ସାଂସଦ ପାଣ୍ଠି ବା ଏମପିଲାଡରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏ…

Continue Readingସାଂସଦ ପାଣ୍ଠିରୁ ବାଜି ରାଉତ ଛାତ୍ରାବାସକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୮ତମ ପୁଣ୍ୟ ତିଥି ପାଳିତ, ଆୟୋଜିତ ହେଲା ରକ୍ତଦାନ ଶିବିର

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ପକ୍ଷରୁ ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲ (ବାଉଜି)ଙ୍କ ୧୮ତମ ପୁଣ୍ୟ ତିଥି ପାଳିତ ହୋଇଛି। ଏ ଅବସରରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ସଭା, ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସାଙ୍ଗକୁ ବିଭିନ୍ନ ସମାଜ…

Continue Readingଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଓମ୍ ପ୍ରକାଶ ଜିନ୍ଦଲଙ୍କ ୧୮ତମ ପୁଣ୍ୟ ତିଥି ପାଳିତ, ଆୟୋଜିତ ହେଲା ରକ୍ତଦାନ ଶିବିର

ଦଶମୀ ପୂର୍ଣ୍ଣାହୁତି ସହ ବାସନ୍ତୀକ ଦୁର୍ଗାପୂଜା ସମ୍ପନ୍ନ

ଅନୁଗୁଳ: ଅମଲାପଡା ମା ବାସନ୍ତୀ ଦୁର୍ଗା ପଡ଼ିଆରେ ଆୟୋଜିତ ବାସନ୍ତିକ ଦୁର୍ଗତ୍ସବ ଶୁକ୍ରବାର ସମ୍ପନ୍ନ ହୋଇଯାଇଛି। ସକାଳ ବେଳା ସୂର୍ଯ୍ୟ ପୂଜା ,ଗୋ ପୂଜା,ଅପରାଜିତା ପୂଜା ପରେ ସନ୍ଧ୍ୟାରେ ଚରୁ ବିତରଣ ଓ ପୂର୍ଣ୍ଣାହୁତି ଆଦି ଅନୁଷ୍ଠିତ ହୋଇଥିଲା। ଚଳିତ ଥର…

Continue Readingଦଶମୀ ପୂର୍ଣ୍ଣାହୁତି ସହ ବାସନ୍ତୀକ ଦୁର୍ଗାପୂଜା ସମ୍ପନ୍ନ

ନକଲି ଆଡମିଟ୍ କାର୍ଡ ପାଇଁ ପରୀକ୍ଷାରୁ ବଞ୍ଚିତ ମାମଲା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ୩ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ: ନକଲି ଆଡମିଟ୍‌ କାର୍ଡ ପାଇଁ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଛେଣ୍ଡିପଦା ସାଇ ଶ୍ରଦ୍ଧା ନର୍ସିଂ କଲେଜର ୩ ଜଣ ଛାତ୍ରୀ ଆଜି ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ବେଳେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନେ ପେଟ୍ରୋଲ ଓ…

Continue Readingନକଲି ଆଡମିଟ୍ କାର୍ଡ ପାଇଁ ପରୀକ୍ଷାରୁ ବଞ୍ଚିତ ମାମଲା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ୩ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ

ସେକ୍ସ ରାକେଟ ଠାବ, କିଙ୍ଗପିନ ମହିଳାଙ୍କ ସହ ୨ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ତୁରଙ୍ଗ ଗାଁ ଦୁର୍ଗା ବିହାର ଅଞ୍ଚଳରୁ ଗୁରୁବାର ପ୍ରାୟ ରାତି ୧୨ଟାରେ ଏକ ସେକ୍ସ ରାକେଟ ଠାବ କରିଛି। ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ…

Continue Readingସେକ୍ସ ରାକେଟ ଠାବ, କିଙ୍ଗପିନ ମହିଳାଙ୍କ ସହ ୨ ଗିରଫ

ଖୁସି ଖବର! ଅନୁଗୁଳ ଜିଲ୍ଲାରେ ମିଳିଲା ଗ୍ରାଫାଇଟ୍‌ର ସନ୍ଧାନ

ଅନୁଗୁଳ: ଖଣି ଖାଦାନରେ ଭରପୂର ଅନୁଗୁଳ ଜିଲ୍ଲାରେ ମିଳିଛି ଗ୍ରାଫାଇଟ୍‌ର ସନ୍ଧାନ। ଅନୁଗୁଳ ବ୍ଲକ୍‌ ବଡ଼କନ୍ତକୁଳ ଓ କଂଜା ଅଞ୍ଚଳରେ ମାଟି ତଳେ ଗ୍ରାଫାଇଟ୍‌ ରହିଥିବା ଜଣାପଡ଼ିଛି। ପାଖାପାଖି ୨ ମାସ ହେଲା ଭୂତତ୍ତ୍ବ ନିର୍ଦ୍ଦେଶାଳୟର ଏକ ଟିମ୍‌ ଏହି ଅଞ୍ଚଳରେ…

Continue Readingଖୁସି ଖବର! ଅନୁଗୁଳ ଜିଲ୍ଲାରେ ମିଳିଲା ଗ୍ରାଫାଇଟ୍‌ର ସନ୍ଧାନ

ନାଲକୋ କଲୋନୀରୁ ପୁଣି ଚୋରି, ରାତି ଅଧିଆ ଘରେ ପଶି ନେଇଗଲେ ଛଅ ଲକ୍ଷ ଟଙ୍କାର ସୁନା ଗହଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀରେ ପୁଣି ଥରେ ଚୋରି ହୋଇଛି। ଫଳରେ ପୂରା କଲୋନୀରେ ଆତଙ୍କ ସହ ଭୟର ବାତାବରଣ ଦେଖା ଦେଇଛି। ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ନାଲକୋ ସରସ୍ବତୀ ବିଦ୍ୟା…

Continue Readingନାଲକୋ କଲୋନୀରୁ ପୁଣି ଚୋରି, ରାତି ଅଧିଆ ଘରେ ପଶି ନେଇଗଲେ ଛଅ ଲକ୍ଷ ଟଙ୍କାର ସୁନା ଗହଣା

ବେଆଇନ କୋଇଲା ଡିପୋ କରି ୪ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜାମୁନାଳୀ ଗ୍ରାମ୍ୟ ଜଙ୍ଗଲରେ ବେଆଇନ କୋଇଲା ଡିପୋ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଯେ,ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ସଦର ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଜାମୁନାଳୀ…

Continue Readingବେଆଇନ କୋଇଲା ଡିପୋ କରି ୪ ଗିରଫ

ଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଓ ନୂତନ ସ୍ଵେଚ୍ଛାସେବୀ ଚୟନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଫ୍ୟାମିଲି ଜଜଙ୍କ ତତ୍ତ୍ୱାବଧାନରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ସ୍ଥାୟୀ ଲୋକ ଅଦାଲତର ଗଠନ ଓ କାର୍ଯ୍ୟକାରିତା ଏବଂ ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ VI…

Continue Readingଅନୁଗୁଳ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା ଶିବିର ଓ ନୂତନ ସ୍ଵେଚ୍ଛାସେବୀ ଚୟନ

ଏପ୍ରିଲ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ, ଏସବୁ ତାରିଖରେ ଅଭିଯୋଗ ଦାଖଲ କରିପାରିବେ ଲୋକେ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଏପ୍ରିଲ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେବେ।…

Continue Readingଏପ୍ରିଲ ମାସ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ, ଏସବୁ ତାରିଖରେ ଅଭିଯୋଗ ଦାଖଲ କରିପାରିବେ ଲୋକେ