ପାରିପରାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ୫୪ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଆଜି ବଅଁରପାଳ ବ୍ଲକ ଜରଡା ପଞ୍ଚାୟତର ପାରିପରା ଗାଁ ସ୍ଥିତ ଆମ ଗାଁ ଆମ ଜୀବନ ବିନ୍ଦୁ ଗୃହରେ ରେଡିୟମ ୟୁଥ କ୍ଲବ୍ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ…

Continue Readingପାରିପରାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର, ୫୪ ୟୁନିଟ ରକ୍ତ ସଂଗୃହୀତ

ସପ୍ତମ ମର୍ଣିଂଷ୍ଟାର କ୍ରିକେଟ କପ୍ ପ୍ରତିଯୋଗିତା: ଟ୍ରଫି ହାତେଇଲା ବାପୁଜୀ ଇଲେଭେନ ଭୁବନେଶ୍ବର

ଅନୁଗୁଳ: ସ୍ଥାନୀୟ କଦମ୍ ପଡ଼ିଆ ଠାରେ ସପ୍ତମ ମର୍ଣିଂଷ୍ଟାର କ୍ରିକେଟ କପ୍ ଟୁର୍ଣ୍ଣାମେଣ୍ଟରେ ବାପୁଜୀ ଇଲେଭେନ ଭୁବନେଶ୍ବର ବିଜୟୀ ହୋଇଛି। ଫାଇନାଲ ମ୍ୟାଚ ମର୍ଣିଂଷ୍ଟାର କ୍ରିକେଟ କ୍ଲବର ସହିତ ବାପୁଜୀ ଇଲେଭେନ ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚଟି ତିନୋଟି ଫର୍ମାଟରେ…

Continue Readingସପ୍ତମ ମର୍ଣିଂଷ୍ଟାର କ୍ରିକେଟ କପ୍ ପ୍ରତିଯୋଗିତା: ଟ୍ରଫି ହାତେଇଲା ବାପୁଜୀ ଇଲେଭେନ ଭୁବନେଶ୍ବର

ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ନିୟମ, ଦ୍ବାଦଶ ପାସ୍ ନ କଲେ କରିପାରିବେନି ଚାକିରି

ଭୁବନେଶ୍ୱର: ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ପାଇଁ ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ମାନଦଣ୍ଡ। ଏଣିକି ସର୍ବନିମ୍ନ ଦ୍ବାଦଶ ଉତ୍ତୀର୍ଣ୍ଣ ନ ହେଲେ କରିପାରିବେନି ଏହି ଚାକିରି। ଏନେଇ ଥିବା ନିୟମକୁ ସରକାର ଏବେ ବଦଳାଇଛନ୍ତି। ପୋଷଣ ୨.୦…

Continue Readingବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକାଙ୍କ ନିଯୁକ୍ତି ନିୟମ, ଦ୍ବାଦଶ ପାସ୍ ନ କଲେ କରିପାରିବେନି ଚାକିରି

ବିଜେପି ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ: ହିତାଧିକାରୀଙ୍କୁ ଭେଟିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପକୃତ ସମସ୍ତ ହିତାଧିକାରୀଙ୍କୁ ଭେଟି ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଆଗାମୀ ନିର୍ବାଚନକୁ ଆଖି ଆଗରେ…

Continue Readingବିଜେପି ମହିଳା ମୋର୍ଚ୍ଚାର ପଦାଧିକାରୀ ବୈଠକ: ହିତାଧିକାରୀଙ୍କୁ ଭେଟିବା ଉପରେ ଗୁରୁତ୍ୱ

କୋଇଲା ଚୋରାଚାଲାଣ ଅଭିଯୋଗ, ୪ ଜଣଙ୍କୁ କୋର୍ଟଚାଲାଣ କଲା ଅନୁଗୁଳ ସଦର ପୋଲିସ

ଅନୁଗୁଳ: କୋଇଲା ଚୋରା ଚାଲାଣ ଅଭିଯୋଗରେ ଅନୁଗୁଳ ସଦର ଥାନା ପୋଲିସ ଆଜି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ହିଙ୍ଗୁଳା କୋଇଲା ଖଣିରୁ ଚୋରା କୋଇଲା ଚାଲାଣ ହେଉଥିବା ଅଭିଯୋଗ ହେଉଥିଲା। ଗତକାଲି…

Continue Readingକୋଇଲା ଚୋରାଚାଲାଣ ଅଭିଯୋଗ, ୪ ଜଣଙ୍କୁ କୋର୍ଟଚାଲାଣ କଲା ଅନୁଗୁଳ ସଦର ପୋଲିସ

ଗିରାଙ୍ଗ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗିରାଙ୍ଗ ପଞ୍ଚାୟତ ଠାରେ ୫୯.୧୨ ଲକ୍ଷ ବିଶିଷ୍ଟ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ରାଜସ୍ବ ନିରୀକ୍ଷକ ଆବାସିକ…

Continue Readingଗିରାଙ୍ଗ ରାଜସ୍ବ ନିରୀକ୍ଷକ ଆବାସିକ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି

ଅନୁଗୁଳ ଜିଲ୍ଲା ସାମ୍ୱାଦିକ ସଂଘର ସାଙ୍ଗଠନିକ ବୈଠକ ଆୟୋଜିତ, ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ (ଜା)ର ଏକ ସାଙ୍ଗଠନିକ ବୈଠକ ଶୁକ୍ରବାର କୁରୁଡୋଲ ଗ୍ରାମ ହନୁମାନ ବାଟିକାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ସାମ୍ବାଦିକ ସଂଘ (ଏସୟୁଯେ ) ସହବନ୍ଧିତ ଜିଲ୍ଲା ସାମ୍ବାଦିକ ସଂଘ (ଜା)ର ସଭାପତି ବିରଜା ଶଙ୍କର ମିଶ୍ରଙ୍କ…

Continue Readingଅନୁଗୁଳ ଜିଲ୍ଲା ସାମ୍ୱାଦିକ ସଂଘର ସାଙ୍ଗଠନିକ ବୈଠକ ଆୟୋଜିତ, ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ

ଜିଲ୍ଲା ବିକାଶ, ସମନ୍ବୟ ଏବଂ ତଦାରଖ କମିଟିର ବୈଠକ: ଅଧା ରହିଥିବା କାମକୁ ତୁରନ୍ତ ସାରିବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଜିଲ୍ଲା ପରିଷଦ କାର୍ଯ୍ୟାଳୟ ୨ୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲ୍ଲା ବିକାଶ, ସମନ୍ବୟ ଏବଂ ତଦାରଖ କମିଟି (ଦିଶା)ର ଏକ ବୈଠକ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟତଃ ୧୦ଗୋଟି ବିଷୟ ଯଥା-ଜଳଯୋଗାଣ…

Continue Readingଜିଲ୍ଲା ବିକାଶ, ସମନ୍ବୟ ଏବଂ ତଦାରଖ କମିଟିର ବୈଠକ: ଅଧା ରହିଥିବା କାମକୁ ତୁରନ୍ତ ସାରିବା ଉପରେ ଗୁରୁତ୍ୱାରୋପ

ଜାତୀୟ ରାଜପଥ ସମ୍ପ୍ରସାରଣର ତଦାରଖ କଲେ ଅନୁଗୁଳ ଉପଜିଲ୍ଲାପାଳ, ତୁରନ୍ତ କାମ ସାରିବାକୁ ନିର୍ଦ୍ଦେଶ

ଅନୁଗୁଳ: ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦୀପ୍ ଅନୁଗୁଳ ଠାରୁ ବଇଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ-୫୫ର ସମ୍ପ୍ରସାରଣ, ଓଭର ବ୍ରିଜ୍, ଫ୍ଲାଇ ଓଭର, ବନ୍ୟଜନ୍ତୁ ଯିବା ଆସିବା ପଥ ଇତ୍ୟାଦିର ଅନୁଧ୍ୟାନ କରିବା ସହ ଏହାର ଅଗ୍ରଗତି ଉପରେ ସମୀକ୍ଷା ପରେ ଏହି…

Continue Readingଜାତୀୟ ରାଜପଥ ସମ୍ପ୍ରସାରଣର ତଦାରଖ କଲେ ଅନୁଗୁଳ ଉପଜିଲ୍ଲାପାଳ, ତୁରନ୍ତ କାମ ସାରିବାକୁ ନିର୍ଦ୍ଦେଶ

୨୦ରୁ ଆରମ୍ଭ ହେଉଛି ଚତୁର୍ଥ ସ୍ବଦେଶୀ ମେଳା, ପଡ଼ିବ ୧୦୦ଟି ଷ୍ଟଲ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ହେବ ସ୍ବଦେଶୀ ମେଳା। ଏ ନେଇ ଆଜି ଅନୁଗୁଳ ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବୈଠକକୁ ମନୋଜ କୁମାର ନାଏକ ପରିଚାଳନା କରିଥିଲେ। ଏହି ସ୍ବଦେଶୀ ମେଳା ଭାରତୀୟ…

Continue Reading୨୦ରୁ ଆରମ୍ଭ ହେଉଛି ଚତୁର୍ଥ ସ୍ବଦେଶୀ ମେଳା, ପଡ଼ିବ ୧୦୦ଟି ଷ୍ଟଲ