ହାତୀ ଆକ୍ରମଣରେ ଯୁବକ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ଗୁରୁତର ଥିବା ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ କଟକ ପଠାଇଛନ୍ତି। ସୂଚନା ମୁତାବକ, ହମାବିରା…

Continue Readingହାତୀ ଆକ୍ରମଣରେ ଯୁବକ ଗୁରୁତର

ଖୋଲୁଛି ନରି ଢାବାର ଗୁମର: ରାତି ବଢ଼ିଲେ ଏଠି ବଢ଼େ ଭିଡ଼, ଜମେ ସମ୍ଭ୍ରାନ୍ତ ଦାୟଦଙ୍କ ଆସର

ଅନୁଗୁଳ: ଖୋଲୁଛି ନରି ଢାବାର ଗୁମର। କରଡ଼ାଗାଡିଆ ଆନନ୍ଦ ବଜାର ସ୍ଥିତ ନରି ଢାବାର ମାଲିକ ଗିରଫ ହେବା ପରେ ଏଠାରେ ଚାଲିଥିବା ରଙ୍ଗୀନ କାର୍ଯ୍ୟ କଳାପ ଧୀରେ ସାମ୍ନାକୁ ଆସୁଛି। ଢାବାରେ ଗ୍ରାହକଙ୍କୁ ମନ ପସନ୍ଦର ନାଲି ପାଣି ମିଳୁଥିଲା।…

Continue Readingଖୋଲୁଛି ନରି ଢାବାର ଗୁମର: ରାତି ବଢ଼ିଲେ ଏଠି ବଢ଼େ ଭିଡ଼, ଜମେ ସମ୍ଭ୍ରାନ୍ତ ଦାୟଦଙ୍କ ଆସର

ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ: ଚଳିତ ବର୍ଷର ଥିମ୍ ହେଉଛି “କର୍ମଜୀବୀ ମହିଳାଙ୍କ ପାଇଁ ସ୍ତନ୍ୟପାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଇ ଏକ ପରିବର୍ତ୍ତନ ଆଣିବା”

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆଜି ଠାରୁ ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ସଚେତନତା କାର୍ଯ୍ୟକ୍ରମ…

Continue Readingବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ: ଚଳିତ ବର୍ଷର ଥିମ୍ ହେଉଛି “କର୍ମଜୀବୀ ମହିଳାଙ୍କ ପାଇଁ ସ୍ତନ୍ୟପାନ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଇ ଏକ ପରିବର୍ତ୍ତନ ଆଣିବା”

ନାବାଳକ ବଳି ପ୍ରସଙ୍ଗ: ପୋଲିସ ଗାଡ଼ି ପୋଡ଼ି ଘଟଣାରେ ୩୬୬ ଜଣଙ୍କ ନାମରେ ଏତଲା ରୁଜୁ

ଆଠମଲ୍ଲିକ: ସ୍ଥାନୀୟ ଆଠମଲ୍ଲିକ ବ୍ଲକ ଟୁସର ଗ୍ରାମରେ ସୁବର୍ଣ୍ଣପୁର ଗ୍ରାମର ବାସନ୍ତୀ ବିଶ୍ବାଳଙ୍କ ନାବାଳକ ପୁଅ ସଞ୍ଜୀବ (୧୩ ) କୁ ସେହି ଗ୍ରାମର ମଙ୍ଗଳାକୋଠି କରିଥିବା ଗୀତାଞ୍ଜଳି ବାଘ ଓ ତା'ର ସହଯୋଗୀ ୩ ପୁଅ ବଳି ଦେଇଥିବା ନେଇ…

Continue Readingନାବାଳକ ବଳି ପ୍ରସଙ୍ଗ: ପୋଲିସ ଗାଡ଼ି ପୋଡ଼ି ଘଟଣାରେ ୩୬୬ ଜଣଙ୍କ ନାମରେ ଏତଲା ରୁଜୁ

ମଣିପୁରରେ ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କଲା ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଆଜି ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅମାନବୀୟ, ବର୍ବୋରଚିତ ଅତ୍ୟାଚାର ବିରୁଦ୍ଧରେ…

Continue Readingମଣିପୁରରେ ଘଟଣାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କଲା ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ

୩-୪ ଦିନ ହେବ ବିଲରେ ଫସିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସ୍ଥାନୀୟ ଅଗ୍ନିଶମ ବିଭାଗ

ଅନୁଗୁଳ: ସ୍ଥାନୀୟ ଫପଣ୍ଡ ଗ୍ରାମ ନିକଟ ବିଲ ମଧ୍ୟରେ ଫସି ରହିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସ୍ଥାନୀୟ ଅଗ୍ନିଶମ ବିଭାଗ। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ନିକଟସ୍ଥ ଫପଣ୍ଡ ଗ୍ରାମରେ ଆଜକୁ ୩-୪ ଦିନ ହେବ ଜଣେ ୮୦…

Continue Reading୩-୪ ଦିନ ହେବ ବିଲରେ ଫସିଥିବା ବୃଦ୍ଧାଙ୍କୁ ଉଦ୍ଧାର କଲା ସ୍ଥାନୀୟ ଅଗ୍ନିଶମ ବିଭାଗ

ଚୋରା ମଦ ବିକ୍ରି ଅଭିଯୋଗରେ ଢାବା ମାଲିକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନାର ପାଟ୍ରୋଲିଂ ଜିପ୍ ରବିବାର ସନ୍ଧ୍ୟାରେ ବୁଲୁ ଥିବା ବେଳେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କରଡ଼ାଗାଡିଆ ଆନନ୍ଦ ବଜାରରେ ଥିବା ନରି ଢାବା ଉପରେ ରେଡ କରିଥିଲେ।ସେଠାରେ ଢାବା ମାଲିକ ନରେନ୍ଦ୍ର ବାରିକଙ୍କ ଉପସ୍ଥିତିରେ…

Continue Readingଚୋରା ମଦ ବିକ୍ରି ଅଭିଯୋଗରେ ଢାବା ମାଲିକ ଗିରଫ

ଭିକ୍ଷାବୃତ୍ତି କରୁଥିବା ନାବାଳକକୁ ଉଦ୍ଧାର କଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ଅନୁଗୁଳ: ଅନୁଗୁଳ ସହରରେ ବୁଲୁଥିବା କିଛି ନାବାଳକଙ୍କୁ ଆଜି ଜିଲ୍ଲା ଶିଶୁ ସୁରକ୍ଷା କମିଟିର ଅଧିକାରୀ ଉଦ୍ଧାର କରିଛନ୍ତି। ଆଜି ସକାଳେ ୫ ବର୍ଷର ଜଣେ ନାବାଳକ ଏଣେତେଣେ ବୁଲି ଭିକ୍ଷାବୃତ୍ତି କରୁଥିବାର କିଛି ସମାଜସେବୀ ଦେଖିବାକୁ ପାଇଥିଲେ। ଏ ନେଇ…

Continue Readingଭିକ୍ଷାବୃତ୍ତି କରୁଥିବା ନାବାଳକକୁ ଉଦ୍ଧାର କଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ବଳି ଦିଆଯାଇଥିବା ନାବାଳକର ପରିବାର ଲୋକଙ୍କୁ ଭେଟିଲେ ବିଜେପିର ପ୍ରତିନିଧି ମଣ୍ଡଳୀ, ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି

ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ସଂଜୀବ ବିଶ୍ୱାଳଙ୍କ ମୃତ ଦେହ ବାରେଣୀ ଜଙ୍ଗଲରୁ ମିଳିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା…

Continue Readingବଳି ଦିଆଯାଇଥିବା ନାବାଳକର ପରିବାର ଲୋକଙ୍କୁ ଭେଟିଲେ ବିଜେପିର ପ୍ରତିନିଧି ମଣ୍ଡଳୀ, ଦୋଷୀକୁ କଠୋର ଦଣ୍ଡ ଦେବାକୁ ଦାବି

ଅନୁଗୁଳରେ ମହିଳାଙ୍କ ପାଇଁ ଉଦଘାଟିତ ହେଲା କିଆସା ପୋଷାକ ସୋରୁମ୍

ଅନୁଗୁଳ: ଆଜି ମଧ୍ୟାହ୍ନରେ ଅନୁଗୁଳର ଗାନ୍ଧିମାର୍ଗ ଠାରେ ଅତ୍ୟାଧୁନିକ ପୋଷାକ ସୋରୁମ କିଆସା ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ଭାବେ ଡାକ୍ତର ଭବାନୀ ଶଙ୍କର ପତି ଯୋଗ ଦେଇଥିବା ବେଳେ ସୋରୁମର ମୁଖ୍ୟ ପରିଚାଳକ ସମରେନ୍ଦ୍ର ନାରାୟଣ ମିଶ୍ର ଓ ଆର.ରଣବିଜୟ…

Continue Readingଅନୁଗୁଳରେ ମହିଳାଙ୍କ ପାଇଁ ଉଦଘାଟିତ ହେଲା କିଆସା ପୋଷାକ ସୋରୁମ୍