ସ୍ୱାଧୀନତା ଦିବସରେ ସଂଗ୍ରାମୀଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ୭୭ତମ ସ୍ୱାଧୀନତା ଦିବସ ଅବସରରେ ଅନୁଗୁଳ କାଲଟାକ୍ସ ଛକ ସ୍ଥିତ ସ୍ମାର୍ଟ ଭାଲ୍ୟୁ କମ୍ପ୍ୟୁଟର ସଂସ୍ଥା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି। ଅମିତ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ ୬୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ସ୍ୱାଧୀନତା…

Continue Readingସ୍ୱାଧୀନତା ଦିବସରେ ସଂଗ୍ରାମୀଙ୍କ ସ୍ମୃତିରେ ରକ୍ତଦାନ ଶିବିର, ୬୨ ୟୁନିଟ ରକ୍ତ ସଂଗୃହୀତ

ଗୁରୁକୁଳ ମଠରେ ପାଳିତ ହେଲା ୭୭ତମ ସ୍ୱାଧୀନତା ଦିବସ

ଅନୁଗୁଳ: ଆଜି ସାରା ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ। ଏ ଅବସରରେ ସ୍ଥାନୀୟ ଗଣପତି ଗୁରୁକୁଳ ମଠରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଗଣପତି ଗୁରୁକୁଳମ ଶିକ୍ଷାନୁଷ୍ଠାନରେ ରଞ୍ଜନ କୁମାର ଗଡ଼ନାୟକ ଜାତୀୟ ପତାକା ଉତ୍ତୋଳନ କରିବା…

Continue Readingଗୁରୁକୁଳ ମଠରେ ପାଳିତ ହେଲା ୭୭ତମ ସ୍ୱାଧୀନତା ଦିବସ

ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ପାଳଲହଡ଼ା ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ପାଳଲହଡ଼ା: ବିଭିନ୍ନ ପ୍ରକାର ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାୟକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ପାଳଲହଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାୟକ ମୁକେଶ ପାଲଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ସଭାପତି ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ବିଜେପିର…

Continue Readingଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ପାଳଲହଡ଼ା ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

ମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅନୁଗୁଳର ବହୁ ଅସନ୍ତୁଷ୍ଟ କର୍ମୀ

ଅନୁଗୁଳ: ସ୍ଥାନୀୟ ରଣିଗୋଡା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ରବିବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବକା ସାଥ, ସବକା ବିକାଶ ଓ ସବକା ବିଶ୍ଵାସ, ଦେଶକୁ ବିକାଶ ଦିଗରେ ଆଗେଇ ନେଉଥିବା ନେଇ…

Continue Readingମିଶ୍ରଣ ପର୍ବ: ଶଙ୍ଖ ଛାଡ଼ି ପଦ୍ମ ଧରିଲେ ଅନୁଗୁଳର ବହୁ ଅସନ୍ତୁଷ୍ଟ କର୍ମୀ

ବସଲା ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି, ଏତଲା ଦେଲେ ସରପଞ୍ଚ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବସଲା ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। କାର୍ଯ୍ୟାଳୟରୁ କୋଡ଼ି, ଶାବଳ ଓ ସିମେଣ୍ଟ ଚୋରି ହୋଇଥିବା ବସଲା ସରପଞ୍ଚ ଚନ୍ଦନ କୁମାର ସାହୁ ବନ୍ତଳା ଥାନାରେ ଲିଖିତ…

Continue Readingବସଲା ପଞ୍ଚାୟତ କାର୍ଯ୍ୟାଳୟରେ ଚୋରି, ଏତଲା ଦେଲେ ସରପଞ୍ଚ

ସ୍ୱାଧୀନତା ଦିବସ ପାଇଁ ଧମାକାଦାର ଅଫର: ବ୍ରାଣ୍ଡେଡ ପୋଷାକରେ ୫୦% ଓ ଶାଢି଼ରେ ୬୦% ରିହାତି ଦେଉଛି ଅନୁଗୁଳର ଏସ୍‌ଏନ୍‌କେ ରୟାଲ

ଅନୁଗୁଳ: ଆସୁଛି ସ୍ୱାଧୀନତା ଦିବସ। ଏଥରକ ସ୍ୱାଧୀନତା ଦିବସରେ ମନଲୋଭା ଅଫର ଦେଉଛି ଅନୁଗୁଳର ଅଗ୍ରଣୀ ବ୍ୟବସାୟ ସଂସ୍ଥା ଏସ୍‌ଏନ୍‌କେ ରୟାଲ। ଏଥରକ ଅଗଷ୍ଟ ୧୫ରେ ବ୍ରାଣ୍ଡେଡ୍‌ ପୋଷାକ ଓ ଶାଢି଼ରେ ଆକର୍ଷଣୀୟ ରିହାତି ଦେଉଛି ଦୋକାନ। ସ୍ୱାଧୀନତା ଦିବସ ସେଲରେ…

Continue Readingସ୍ୱାଧୀନତା ଦିବସ ପାଇଁ ଧମାକାଦାର ଅଫର: ବ୍ରାଣ୍ଡେଡ ପୋଷାକରେ ୫୦% ଓ ଶାଢି଼ରେ ୬୦% ରିହାତି ଦେଉଛି ଅନୁଗୁଳର ଏସ୍‌ଏନ୍‌କେ ରୟାଲ

୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ… ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ ପ୍ରଧାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳ ଲିଫ୍ଟ ଇରିଗେସନ ଡିପାର୍ଟମେଣ୍ଟର ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ କୁମାର ପ୍ରଧାନ। ଲାଞ୍ଚ ନେବା ବେଳେ ତାଙ୍କୁ ପୋଲିସ ଗିରଫ କରିଛି। ଦୁଇଟି ଲିଫ୍ଟ ଇରିଗେସନର ଇଲେକ୍ଟ୍ରିକାଲ ଏଷ୍ଟିମେଟ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ…

Continue Reading୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ… ଡେପୁଟି ଏକ୍ସକ୍ୟୁଟିଭ ଇଞ୍ଜିନିୟର ଶରତ ପ୍ରଧାନଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦାବି କଲେ କିଶୋର କ୍ଲବର କର୍ମକର୍ତ୍ତା

ତାଳଚେର : ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ତାଳଚେର କିଶୋର କ୍ଲବର କର୍ମକର୍ତ୍ତା। ଏ ଅବସରରେ ସେମାନେ ପୁରୁଣା ଯୁବରାଜ ହାଇସ୍କୁଲ ପାଖରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବାକୁ ଆଲୋଚନା…

Continue Readingନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଦାବି କଲେ କିଶୋର କ୍ଲବର କର୍ମକର୍ତ୍ତା

ରାଜ୍ୟସ୍ତରୀୟ ଜୁଡ଼ୋ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ବଡ଼ ସଫଳତା: ରୌପ୍ୟ ପଦକ ହାତେଇଲେ ରୁଦ୍ର ଜେଠୱା

ଅନୁଗୁଳ: ରାଜ୍ୟସ୍ତରୀୟ ଜୁଡ଼ୋ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ବଡ଼ ସଫଳତା। ଏହି ପ୍ରତିଯୋଗିତାରେ ଜିଲ୍ଲା ଗୋଟିଏ ରୌପ୍ୟ ପଦକ ହାସଲ କରିଛି। ଅନୁଗୁଳର ରୁଦ୍ର ଜେଠୱା ଏହି ପଦକ ଜିତିଛନ୍ତି। ଏ ଅବସରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସୀଠ,…

Continue Readingରାଜ୍ୟସ୍ତରୀୟ ଜୁଡ଼ୋ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ବଡ଼ ସଫଳତା: ରୌପ୍ୟ ପଦକ ହାତେଇଲେ ରୁଦ୍ର ଜେଠୱା

ଅଗଷ୍ଟ କ୍ରାନ୍ତି ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୪୨ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବୁଧବାର ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଠାରେ ତୁରଙ୍ଗ ଗ୍ରାମ୍ୟ କମିଟି ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ୪୨…

Continue Readingଅଗଷ୍ଟ କ୍ରାନ୍ତି ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୪୨ ୟୁନିଟ୍ ରକ୍ତ ସଂଗୃହୀତ