ଚାକିରି ଦେବା ନାଁରେ ୯୦ ହଜାର ଠକି ନେଇଥିଲେ ଯୁବକ, ଫିଲ୍ମ ଷ୍ଟାଇଲରେ ପ୍ଲାନ କରି ଧରିଲେ ଯୁବତୀ
ଅନୁଗୁଳ: ଚାକିରି ଦେବା ବାହାନାରେ ଯୁବତୀଙ୍କ ଠାରୁ ଟଙ୍କା ଠକି ନେବା ଅଭିଯୋଗରେ ଜଣେ ଯୁବକକୁ ଅନୁଗୁଳ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଅନୁଗୁଳ ତାଳମୂଳ ଗାଁର ପୁଲକ ପ୍ରସାଦ ପାଣିଗ୍ରାହୀ ମୟୂରଭଞ୍ଜ ଜିଲ୍ଲାର…



