ବିଜେଡିର ରାସ୍ତାରୋକ ଆନ୍ଦୋଳନକୁ କଂଗ୍ରେସର ନିନ୍ଦା, ବିଧାୟକ-ସାଂସଦଙ୍କୁ ପଚାରିଲେ ପ୍ରଶ୍ନ

ତାଳଚେର: ଏମସିଏଲର ମନମାନି ଓ ଏନଏଚ୍ ୫୫ ନଂ ମରାମତି ଦାବିରେ ସେପ୍ଟେମ୍ବର ୧ ରେ ବିଜେଡି ପକ୍ଷରୁ ଦୁଇ ଘଣ୍ଟିଆ ରାସ୍ତାରୋକ କରାଯିବାକୁ ଭାରତୀୟ ଜାତୀୟ କଂଗ୍ରେସ ନିନ୍ଦା କରିଛନ୍ତି। ତାଳଚେର ବିଧାୟକ ଏବଂ ଢେଙ୍କାନାଳ ସାଂସଦ ସମର୍ଥନ ଜଣାଇ…

Continue Readingବିଜେଡିର ରାସ୍ତାରୋକ ଆନ୍ଦୋଳନକୁ କଂଗ୍ରେସର ନିନ୍ଦା, ବିଧାୟକ-ସାଂସଦଙ୍କୁ ପଚାରିଲେ ପ୍ରଶ୍ନ

ଅନୁଗୁଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳିତ

ଅନୁଗୁଳ: ଆଜି ସ୍ଥାନୀୟ ଅନୁଗୁଳ ସଭାଘରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି। ଏହି ଉତ୍ସବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଓଡ଼ିଶା ରାଜ୍ୟ ଓବିସିର ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ପ୍ରଧାନ ଉତ୍ସବରେ ଅନୁଗୁଳ…

Continue Readingଅନୁଗୁଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାକ୍ଷୀ ପୂର୍ଣ୍ଣିମା ପାଳିତ

ଆଦୃତା ଶିଶୁ ଗୃହରେ ସାମୂହିକ ଜନ୍ମୋତ୍ସବ ପାଳିତ, ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କଲେ ଅତିଥି

ଅନୁଗୁଳ: ପବିତ୍ର ରକ୍ଷା ବନ୍ଧନ ଅବସରରେ ଆଦୃତା ଶିଶୁ ଗୃହର ଅନ୍ତେବାସୀଙ୍କ ସାମୂହିକ ଜନ୍ମୋତ୍ସବ ଆଡମ୍ବର ସହକାରେ ପାଳିତ ହୋଇଛି। ଏ ଅବସରରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଆଦୃତା ଅନୁଷ୍ଠାନର ଉପଦେଷ୍ଟା…

Continue Readingଆଦୃତା ଶିଶୁ ଗୃହରେ ସାମୂହିକ ଜନ୍ମୋତ୍ସବ ପାଳିତ, ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିମନ୍ତେ ପ୍ରାର୍ଥନା କଲେ ଅତିଥି

ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ୩୦ରୁ ଅଧିକ କର୍ମୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଦେଖି ବିଜେଡିରେ ମିଶିଲେ ବିଜେପି ନେତା

ଅନୁଗୁଳ: ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ୩୦ରୁ ଅଧିକ କର୍ମୀ। ସ୍ଥାନୀୟ ଅନୁଗୁଳ ବ୍ଲକ ଅଙ୍ଗାରବନ୍ଧ ପଞ୍ଚାୟତର ବିଜେପି କର୍ମୀ ପ୍ରଦୀପ ପ୍ରଧାନ, ନିଲୁ ସାହୁଙ୍କ ନେତୃତ୍ୱରେ ୩୦ରୁ ଊର୍ଦ୍ଧ୍ବ ସଦସ୍ୟ ଆଜି ବିଧିବଦ୍ଧ ଭାବେ ବିଜେଡିର ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…

Continue Readingପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ୩୦ରୁ ଅଧିକ କର୍ମୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଦେଖି ବିଜେଡିରେ ମିଶିଲେ ବିଜେପି ନେତା

ଅନନ୍ତ ଡିଏଭିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ: ଜାତୀୟ ସ୍ତରର କ୍ରୀଡ଼ାବିତଙ୍କୁ ସମ୍ୱର୍ଦ୍ଧନା

ତାଳଚେର: ମହାନଦୀ କୋଲ୍ ଫିଲ୍ଡ଼, ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ୍ ସ୍କୁଲ, ଅନନ୍ତ ବିହାର ପରିସରରେ ଜାତୀୟ କ୍ରୀଡ଼ା ଦିବସ ବେଶ୍ ଧୁମଧାମରେ ପାଳିତ ହୋଇଛି। ଏମ୍.ସି.ଏଲ୍. ଜଗନ୍ନାଥ କ୍ଷେତ୍ରର ବରିଷ୍ଠ କ୍ରୀଡା ସଂଯୋଜକ ଆଇ.ଜି.ପାଢୀ ମୁଖ୍ୟ ଅତିଥି ଭାବେ…

Continue Readingଅନନ୍ତ ଡିଏଭିରେ ଜାତୀୟ କ୍ରୀଡ଼ା ଦିବସ ପାଳିତ: ଜାତୀୟ ସ୍ତରର କ୍ରୀଡ଼ାବିତଙ୍କୁ ସମ୍ୱର୍ଦ୍ଧନା

ବନ୍ତଳାରେ ମଇଁଷିକୁ ଆକ୍ରମଣ କରି ମାରିଲା ଦନ୍ତା, ରାଗରେ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ

ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଥମୁନି ହାତୀ ଆତଙ୍କ। ଗତକାଲି ହାତୀ ଜଣଙ୍କ ଜୀବନ ନେଇଥିବା ବେଳେ ଆଜି ମଇଁଷି ଗୋଠରେ ପଶି ଏକ ମଇଁଷିକୁ ମାରିଛି। ଫଳରେ ତାତିଛନ୍ତି ସ୍ଥାନୀୟ ଲୋକ। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲାର ବନ୍ତଳାର…

Continue Readingବନ୍ତଳାରେ ମଇଁଷିକୁ ଆକ୍ରମଣ କରି ମାରିଲା ଦନ୍ତା, ରାଗରେ ରାଜପଥ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ

ଦୁର୍ନୀତି, ବଂଶବାଦ, ପିସି କାରବାରକୁ ବିରୋଧ: ଟିକରପଡା ପଞ୍ଚାୟତ ଅଫିସ୍ ସାମ୍ନାରେ ବିଜେପିର ବିକ୍ଷୋଭ

ଅନୁଗୁଳ : ଅନୁଗୁଳ ବ୍ଲକର ଟିକରପଡା ପଞ୍ଚାୟତ ଅଫିସ୍ ସାମ୍ନାରେ ମଙ୍ଗଳବାର ଦିନ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦୁର୍ନୀତି, ଭ୍ରଷ୍ଟାଚାର, ବଂଶବାଦ, ବ୍ୟାପକ ପିସି କାରବାର ବିରୋଧରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୋଦି ସରକାର ଓଡ଼ିଶାକୁ ବିଭିନ୍ନ…

Continue Readingଦୁର୍ନୀତି, ବଂଶବାଦ, ପିସି କାରବାରକୁ ବିରୋଧ: ଟିକରପଡା ପଞ୍ଚାୟତ ଅଫିସ୍ ସାମ୍ନାରେ ବିଜେପିର ବିକ୍ଷୋଭ

ତୁଟିଲା ଟ୍ରକ ବିବାଦ: ତାଳଚେର ଓ ଛତିଶଗଡ଼ ମଧ୍ୟରେ ସ୍ୱାଭାବିକ ହେଲା କୋଇଲା ପରିବହନ

ତାଳଚେର: ତୁଟିଲା ଟ୍ରକ ଚଳାଚଳ ବିବାଦ। ଗତ କିଛି ଦିନ ଧରି ତାଳଚେର- ଛତିଶଗଡ ମଧ୍ୟରେ ଦେଖାଦେଇଥବା ଟ୍ରକ ପରିବହନ ସମସ୍ୟାରେ ପୂର୍ଣ୍ଣଚ୍ଛେଦ ପଡିଛି। ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଛି। ସୂଚନାଯୋଗ୍ୟ ଯେ ତାଳଚେର ଅଞ୍ଚଳରୁ କୋଇଲା…

Continue Readingତୁଟିଲା ଟ୍ରକ ବିବାଦ: ତାଳଚେର ଓ ଛତିଶଗଡ଼ ମଧ୍ୟରେ ସ୍ୱାଭାବିକ ହେଲା କୋଇଲା ପରିବହନ

ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଆରପିଡ଼ିଏସି ବୈଠକ ଅନୁଷ୍ଠିତ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଥଇଥାନ ଓ ପାରିପାର୍ଶ୍ଵିକ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଆଜି ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଲାଇ, ଆଇଏଏସଙ୍କ ଅଧ୍ୟକ୍ଷତାରେ…

Continue Readingଉତ୍କଳ ବି୧ ଏବଂ ବି୨ କୋଇଲା ଖଣି ପାଇଁ ଆରପିଡ଼ିଏସି ବୈଠକ ଅନୁଷ୍ଠିତ

ବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଅନୁଗୁଳର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଠପ୍ ହୋଇଛି କାମ

ଅନୁଗୁଳ: ଦୁଇ ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)। ଅନୁଗୁଳ ଜିଲ୍ଲାର ସମସ୍ତ ପିଇଓ ସ୍ଥାନୀୟ ତହସିଲ୍ ଅଫିସ୍ ସାମ୍ନାରେ ଧାରଣାରେ ବସିଛନ୍ତି। ଫଳରେ ପଞ୍ଚାୟତକୁ ବିଭିନ୍ନ କାମ ପାଇଁ ଯାଉଥିବା ଲୋକ ନିରାଶ ହୋଇ ଫେରୁଛନ୍ତି।…

Continue Readingବିଭିନ୍ନ ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଅନୁଗୁଳର ପଞ୍ଚାୟତ ନିର୍ବାହୀ ଅଧିକାରୀ, ଠପ୍ ହୋଇଛି କାମ