ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଳିକା ମୃତ

ବଅଁରପାଳ: ସ୍ଥାନୀୟ ବଅଁରପାଳ ଛକରେ ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍କୁଟି ଚାଳିକାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଦେବଗଡ଼ ଜିଲ୍ଲା କଣ୍ଢେଇଗୁଳା ଅଞ୍ଚଳର ସୁନିତା ସାହୁ (୩୫)। ସୁନିତା ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ଗ୍ରାମରେ…

Continue Readingସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ଚାଳିକା ମୃତ

ନର୍ସିଂ ଓ ପାରାମେଡିକାଲ ଠିକା କର୍ମଚାରୀ ନିଯୁକ୍ତିରେ ଚଞ୍ଚକତା, ଭିଜିଲାନ୍ସ ତଦନ୍ତ ଦାବିରେ ଗଣଧାରଣା

ଅନୁଗୁଳ: ସ୍ଥାନୀୟ ବଳରାମପ୍ରସାଦସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ (ESIC)ରେ ନବନିର୍ମିତ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେବା ପରେ ବିଭିନ୍ନ ପଦପଦବୀରେ ନିଯୁକ୍ତି କ୍ଷେତ୍ରରେ ଅନିୟମିତତା ପଦାରେ ପଡ଼ି ଦାଣ୍ଡରେ ଗଡ଼ୁଛି।ବିଶେଷକରି ନର୍ସିଂ ଅର୍ଡରଲି ପଦବୀରେ ନକଲି ଅଭିଜ୍ଞତା ପ୍ରମାଣ ପତ୍ର ଦେଇଥିବା…

Continue Readingନର୍ସିଂ ଓ ପାରାମେଡିକାଲ ଠିକା କର୍ମଚାରୀ ନିଯୁକ୍ତିରେ ଚଞ୍ଚକତା, ଭିଜିଲାନ୍ସ ତଦନ୍ତ ଦାବିରେ ଗଣଧାରଣା

ତାଳଚେର ପବିତ୍ର ମୋହନ ମେଡିକାଲକୁ କଲେଜରେ ରୂପାନ୍ତର କରିବାକୁ ଦାବି

ତାଳଚେର: ତାଳଚେର ପ୍ରେସ୍ କ୍ଲବ ଠାରେ ତାଳଚେର ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଆବାହକ ପଦ୍ମ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ପବିତ୍ର ମୋହନ ସରକାରୀ ମେଡିକାଲକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଆବଶ୍ୟକ ପ୍ରଫେସର, ଅଭିଜ୍ଞ…

Continue Readingତାଳଚେର ପବିତ୍ର ମୋହନ ମେଡିକାଲକୁ କଲେଜରେ ରୂପାନ୍ତର କରିବାକୁ ଦାବି

କଳମଛୁଇଁରେ ଗୀତା ମହାଯଜ୍ଞ ଆୟୋଜିତ, ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ତାଳଚେର : ତାଳଚେର ବ୍ଲକ୍ କଳମଛୁଇଁ ଗ୍ରାମ ଅନ୍ତର୍ଗତ ବୁଢାବୁରୀ ସାହିରେ ଗୀତା ମହାଯଜ୍ଞ ପାଳିତ ହୋଇଛି। ପଣ୍ଡିତ ଟଙ୍କଧର ଶତପଥୀଙ୍କ ପୌରୋହିତ୍ୟରେ ହୃଦୟ କୁମାର ଶତପଥୀ, ସନ୍ତୋଷ ତ୍ରିପାଠୀ, ସୁଶାନ୍ତ ଶତପଥୀ ପ୍ରମୁଖ ସୂର୍ଯ୍ୟ ପୂଜା, ପଞ୍ଚକର୍ମ, ମହାମୃତ୍ୟୁଞ୍ଜୟ ଜପ…

Continue Readingକଳମଛୁଇଁରେ ଗୀତା ମହାଯଜ୍ଞ ଆୟୋଜିତ, ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଏଣିକି ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ଜନ ଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ଅଭିଯୋଗ ଶୁଣିବେ ଜିଲ୍ଲାପାଳ

ଅନୁଗୁଳ: ଏଣିକି ପ୍ରତି ସୋମବାର ଦିନ ଅନୁଗୁଳ ଜିଲ୍ଲାର ପ୍ରତି ବ୍ଲକର ଗୋଟିଏ ଗୋଟିଏ ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ଅଭିଯୋଗ ଶୁଣାଣି ଓ ସଚେତନତା ଶିବିର ଆୟୋଜିତ ହେବ। ପ୍ରଶାସନିକ ସ୍ତରରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱକୁ ଦୃଢ଼ କରିବା ସହ ଫାଇଭ…

Continue Readingଏଣିକି ଗ୍ରାମ ପଞ୍ଚାୟତରେ ଆୟୋଜିତ ହେବ ଜନ ଶୁଣାଣି କାର୍ଯ୍ୟକ୍ରମ, ପ୍ରତି ସୋମବାର ଅଭିଯୋଗ ଶୁଣିବେ ଜିଲ୍ଲାପାଳ

ତାଳଚେର ଓ ପାଲଲହଡ଼ା ଗଡ଼ଜାତ ଜିଲ୍ଲା ହେବ !!

ଅନୁଗୁଳ: ଚଳିତ ବିଧାନ ସଭାରେ ବିଜେପି ବିଧାୟକ ନବ ଚରଣ ମାଝି ଓ କୁସୁମ ଟେଟେଙ୍କ ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରକାଶ କରିଥିଲେ କି ସରକାରଙ୍କ ପାଖରେ ୧୫ ଟି ଜିଲ୍ଲାକୁ ଭାଙ୍ଗି ୨୮ ଗୋଟି ନୂଆ…

Continue Readingତାଳଚେର ଓ ପାଲଲହଡ଼ା ଗଡ଼ଜାତ ଜିଲ୍ଲା ହେବ !!

କୁଲାଡ଼ରେ ରାଜ୍ୟ ଟ୍ରକ ମାଲିକ ମହାସଂଘର ବୈଠକ: ଆର୍ଥିକ ସଂକଟ ଯୋଗୁ ସମସ୍ୟା ଉପୁଜୁଥିବାରୁ ଉଦବେଗ ପ୍ରକାଶ

ବଅଁରପାଳ: ସ୍ଥାନୀୟ କୁଲାଡ଼ ଗ୍ରାମସ୍ଥିତ କଲ୍ୟାଣ ମଣ୍ଡପରେ ଓଡ଼ିଶା ରାଜ୍ୟ ଟ୍ରକ ମାଲିକ ମହାସଂଘ ପରିଚାଳନା କମିଟିର ବୈଠକ ନାଲକୋନଗର ଟ୍ରକ ମାଲିକ ସଂଘର ସଭାପତି ମନୋରଞ୍ଜନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟତଃ ବିଭିନ୍ନ କଳକାରଖାନା, ଖଣିଖାଦାନ ଓ…

Continue Readingକୁଲାଡ଼ରେ ରାଜ୍ୟ ଟ୍ରକ ମାଲିକ ମହାସଂଘର ବୈଠକ: ଆର୍ଥିକ ସଂକଟ ଯୋଗୁ ସମସ୍ୟା ଉପୁଜୁଥିବାରୁ ଉଦବେଗ ପ୍ରକାଶ

ବରମୁଣ୍ଡା ବସଷ୍ଟାଣ୍ଡ ହେବ ଆମ୍ବେଦକର ଟର୍ମିନାଲ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଆମ୍ବେଦକର ଫାଉଣ୍ଡେସନର ସଦସ୍ୟ

ଅନୁଗୁଳ : ବରମୁଣ୍ଡା ବସଷ୍ଟାଣ୍ଡକୁ ଆମ୍ବେଦକର ଟର୍ମିନାଲ ନାମରେ ନାମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିବାରୁ ସମସ୍ତ ଅନୁସୂଚିତ ଜାତି, ଉପଜାତି, ପଛୁଆବର୍ଗ, ସଂଖ୍ୟା ଲଘୁ ମାନଙ୍କ ତରଫରୁ ଅନୁଗୁଳ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

Continue Readingବରମୁଣ୍ଡା ବସଷ୍ଟାଣ୍ଡ ହେବ ଆମ୍ବେଦକର ଟର୍ମିନାଲ: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଆମ୍ବେଦକର ଫାଉଣ୍ଡେସନର ସଦସ୍ୟ

ଚଲେଇ ଚଲେଇ ଗୋଚାଲାଣ ବେଳେ ମାଡ଼ି ବସିଲା ପାଳଲହଡ଼ା ପୋଲିସ, ୨ ଅଟକ

ପାଳଲହଡ଼ା: ସ୍ଥାନୀୟ ଅଞ୍ଚଳରେ ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ସ୍ଵେଚ୍ଛାସେବୀ ସେବା ସଂଗଠନର ସଦସ୍ୟଙ୍କ ସହାୟତାରେ ପାଳଲହଡା ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଅଟକ ରଖିଛି। ଏହି ଦୁଇ ଅଭିଯୁକ୍ତ ଚଲେଇ ଚଲେଇ ଗୋରୁ ଚାଲାଣ କରୁଥିଲେ।…

Continue Readingଚଲେଇ ଚଲେଇ ଗୋଚାଲାଣ ବେଳେ ମାଡ଼ି ବସିଲା ପାଳଲହଡ଼ା ପୋଲିସ, ୨ ଅଟକ

ଧରମପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି

ତାଳଚେର: ରବିବାର ବିଳମ୍ବିତ ରାତିରେ ତାଳଚେର ବ୍ଲକ୍ ଧରମପୁର ସ୍ଥିତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହୋଇଥିବା ନେଇ ତାଳଚେର ସଦର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆରୋଗ୍ୟ କେନ୍ଦ୍ରରୁ ଇନଭର୍ଟର ମେସିନ, ବ୍ୟାଟେରୀ,…

Continue Readingଧରମପୁର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ଜିନିଷ ଚୋରି