ବିବାହର ୨ ବର୍ଷ ପରେ ଯୌତୁକ ଯାତନା: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ବନ୍ଧା ହେଲା ସ୍ୱାମୀ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନାରେ ଭଉଣୀକୁ ହତ୍ୟା ଉଦ୍ୟମ କରିଥିବା ଭିଣୋଇ ନାଁରେ ଅଭିଯୋଗ କରିଛି ଭାଇ। କରଡ଼ାବାହାଳୀ ଗ୍ରାମର ସୁନୀଲ ମହାପାତ୍ରଙ୍କ ଭଉଣୀ ରିତା ମହାପାତ୍ରଙ୍କୁ ତାଙ୍କ ସ୍ୱାମୀ କଣ୍ଟାବଣିଆ ଥାନା ରକଲା ଗ୍ରାମର ବିଶ୍ୱଜିତ ମହାପାତ୍ର ମଙ୍ଗଳବାର…

Continue Readingବିବାହର ୨ ବର୍ଷ ପରେ ଯୌତୁକ ଯାତନା: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରି ବନ୍ଧା ହେଲା ସ୍ୱାମୀ

ଅନୁଗୁଳରେ ଦଶମ ଆର୍ଟ ଅଫ ଗିଭିଂ ଦିବସ ପାଳିତ, ୧୬୦ ଜଣଙ୍କୁ ଉପହାର ପ୍ରଦାନ

ଅନୁଗୁଳ: ଆଜି ସ୍ଥାନୀୟ ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟରେ ଦଶମ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଅବକାରୀ ଅଧୀକ୍ଷକ ମଧୁସ୍ମିତା ନାୟକ, ଦେବଗଡ଼ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରୋହିତ ଦାସ, ଯୋଗଗୁରୁ ଅଭୟ ରାୟ,…

Continue Readingଅନୁଗୁଳରେ ଦଶମ ଆର୍ଟ ଅଫ ଗିଭିଂ ଦିବସ ପାଳିତ, ୧୬୦ ଜଣଙ୍କୁ ଉପହାର ପ୍ରଦାନ

ଦେଶୀ ବନ୍ଧୁକ ଧରି ଶିକାର ଖୋଜୁଥିବା ଯୁବକକୁ ମାଡ଼ି ବସିଲେ ବନ କର୍ମଚାରୀ

ଆଠମଲ୍ଲିକ: ହାତୀଧରା ସଂରକ୍ଷିତ କମ୍ପାଲମେଣ୍ଟରେ ହାତରେ ଦେଶୀ ବନ୍ଧୁକ ଧରି ଶିକାର ଉଦ୍ଦେଶ୍ୟରେ ଯାଉଥିବା ଜଣେ ଯୁବକକୁ ଆଠମଲ୍ଲିକ ବନ ବିଭାଗ ଗିରଫ କରିଛି।ଗିରଫ ବ୍ୟକ୍ତି ହେଲେ ଅଏଡା ପଞ୍ଚାୟତ କୁଟୁଙ୍ଗା ଗ୍ରାମର ବିରଞ୍ଚି ଦେହୁରୀ। ବିରଞ୍ଚି ଶିକାର କରିବାକୁ ଏକ…

Continue Readingଦେଶୀ ବନ୍ଧୁକ ଧରି ଶିକାର ଖୋଜୁଥିବା ଯୁବକକୁ ମାଡ଼ି ବସିଲେ ବନ କର୍ମଚାରୀ

ଖୋଲା କୂଅରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଅନୁଗୁଳ: ଅନୁଗୁଳ ସହରସ୍ଥିତ ଲକି ଟାଇପ୍ ଛକ ଠାରେ ଥିବା ଏକ କୂଅରୁ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ଯୁବକ ସୁସୁଡା ଅଞ୍ଚଳର ପ୍ରମୋଦ କୁମାର ସାହୁ ବୋଲି ଜଣାଯାଇଛି। ସୂଚନା ଯେ, ଲକି ଟାଇପ୍ ଛକ ଠାରେ ଏକ…

Continue Readingଖୋଲା କୂଅରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଉଦଯାପିତ ହେଲା ଜେସିଆଇ ପକ୍ଷରୁ ଚାଲିଥିବା ଜିଲ୍ଲାସ୍ତରୀୟ ସ୍କେଟିଂ ପ୍ରଶିକ୍ଷଣ, ଭାଗ ନେଲେ ୭୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ

ତାଳଚେର: ଜୁନିୟର ଚାମ୍ବର ଇଣ୍ଟରନ୍ୟାସନାଲ୍ (ଜେସିଆଇ) ପକ୍ଷରୁ ତାଳଚେର ଠାରେ ସପ୍ତାହେ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ରୋଲର ସ୍କେଟିଂ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ତାଳଚେର ସହକାରୀ ଜିଲ୍ଲାପାଳ ରଞ୍ଜନ କୁମାର ମହାନ୍ତି ଯୋଗଦେଇ ଜେସିଆଇର…

Continue Readingଉଦଯାପିତ ହେଲା ଜେସିଆଇ ପକ୍ଷରୁ ଚାଲିଥିବା ଜିଲ୍ଲାସ୍ତରୀୟ ସ୍କେଟିଂ ପ୍ରଶିକ୍ଷଣ, ଭାଗ ନେଲେ ୭୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ, ଜନସଚେତନତା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡାକ୍ତର ତ୍ରିଲୋଚନ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାତୀୟ ଡେଙ୍ଗୁ ଦିବସ ପାଳିତ, ଜନସଚେତନତା ଉପରେ ଗୁରୁତ୍ୱାରୋପ

ସାମଲ କେୟାରର ୧୦ମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର, ୫୧ ୟୁନିଟ୍ ରକ୍ତ ସଂଗୃହୀତ

ବଅଁରପାଳ : ବଅଁରପାଳ ୫୫ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସାମଲ କେୟାର ହସ୍ପିଟାଲ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ୨୦୧୪ ଆଜି ତାରିଖରେ ସାମଲ କେୟାର ହସ୍ପିଟାଲ ଉଦଘାଟିତ ହୋଇଥିଲା। ଏହି ଦଶମ ପ୍ରତିଷ୍ଠା ଦିବସରେ କେୟାର…

Continue Readingସାମଲ କେୟାରର ୧୦ମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର, ୫୧ ୟୁନିଟ୍ ରକ୍ତ ସଂଗୃହୀତ

ରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଧା ହେଲେ ଦୁଇ ବ୍ୟାଙ୍କ ଅଧିକାରୀ

ବଅଁରପାଳ: ଚାଳକଙ୍କୁ ମାଡ଼ ମାରି ରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲାରେ ନାଲ୍‌କୋନଗର ପୋଲିସ ଦୁଇ ଜଣ ବ୍ୟାଙ୍କ୍ ଅଧିକାରୀଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଅଧିକାରୀ କଟକ ସ୍ଥିତ ଇଣ୍ଡସ୍‌ଇଣ୍ଡ୍ ବ୍ୟାଙ୍କର ପରିଚାଳକ ଶଶୀକାନ୍ତ ସୂତାର ଓ ସୁନ୍ଦରପାଲୀ କିରଣ।…

Continue Readingରାସ୍ତାରୁ ଟ୍ରକ୍ ଛଡ଼ାଇ ନେବା ମାମଲା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବନ୍ଧା ହେଲେ ଦୁଇ ବ୍ୟାଙ୍କ ଅଧିକାରୀ

ଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଆଜି ଅନୁଗୁଳ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ଆଇ ସୁଶାନ୍ତ କୁମାର ନାଥ ଖରାରେ ଡ୍ୟୁଟି କରୁଥିବା ବେଳେ ଅଚେତ ହୋଇଯାଇଛନ୍ତି। ସେଠାରେ ଉପସ୍ଥିତ ଅନ୍ୟ ପୋଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ବସାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଜରୁରୀକାଳୀନ ସେବା…

Continue Readingଖରାରେ ଡ୍ୟୁଟି ବେଳେ ଏସ୍ ଆଇ ଅଚେତ, ହସ୍ପିଟାଲରେ ଭର୍ତ୍ତି

ପାଣି ଯୋଗାଇଲା ନାଲକୋ: ନାଲକୋ ପକ୍ଷରୁ ଜଳକ୍ଲିଷ୍ଟ ବ୍ଲକକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଆରମ୍ଭ

ନାଲକୋ ନଗର: ନାଲକୋ ଦ୍ଵାରା ପ୍ରଭାବିତ ତଥା ପାରିପାର୍ଶ୍ଵିକ ଗ୍ରାମକୁ ଗ୍ରୀଷ୍ମ କାଳୀନ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଦ୍ଵାରା ଚିହ୍ନିତ ବଅଁରପାଳ ବ୍ଲକ, ଅନୁଗୁଳ ବ୍ଲକ ଓ ଛେଣ୍ଡିପଦା…

Continue Readingପାଣି ଯୋଗାଇଲା ନାଲକୋ: ନାଲକୋ ପକ୍ଷରୁ ଜଳକ୍ଲିଷ୍ଟ ବ୍ଲକକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଣ ଆରମ୍ଭ