ଅଗଷ୍ଟ କ୍ରାନ୍ତି ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୪୨ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ବୁଧବାର ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ଠାରେ ତୁରଙ୍ଗ ଗ୍ରାମ୍ୟ କମିଟି ଓ ଓଡ଼ିଶା ମୋ ପରିବାରର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଶିବିରରେ ୪୨…

Continue Readingଅଗଷ୍ଟ କ୍ରାନ୍ତି ଦିବସରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୪୨ ୟୁନିଟ୍ ରକ୍ତ ସଂଗୃହୀତ

ଆଠମଲ୍ଲିକ ଅବକାରୀକୁ ବଡ଼ ସଫଳତା: ୧୫୦ ଲିଟର ଦେଶୀ ରନ୍ଧାମଦ ଓ ୬୦୦ କିଲୋ ମହୁଲ ପୋଚ ଜବତ, ୬ ଗିରଫ

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୧୫୦ ଲିଟର ଦେଶୀ ରନ୍ଧାମଦ ଓ ୬୦୦ କିଲୋ ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତ…

Continue Readingଆଠମଲ୍ଲିକ ଅବକାରୀକୁ ବଡ଼ ସଫଳତା: ୧୫୦ ଲିଟର ଦେଶୀ ରନ୍ଧାମଦ ଓ ୬୦୦ କିଲୋ ମହୁଲ ପୋଚ ଜବତ, ୬ ଗିରଫ

ପ୍ରେମ ବିବାହ ପରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ସ୍ୱାମୀ, ଶାଶୁ ଓ ଶ୍ୱଶୁରକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ: ଏକ ବଧୂ ହତ୍ୟା ମାମଲାର ଶୁଣାଣି କରି ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଜିଲ୍ଲା ଦୌରା ଜଜ। ଅନୁଗୁଳ ଜିଲ୍ଲାରେ ୨୦୨୦ ମସିହା ଫେବ୍ରୁଆରୀ ୨ ତାରିଖରେ ହୋଇଥିବା ଏକ ଯୌତୁକ ଜନିତ ବଧୂହତ୍ଯା ମାମଲାରେ ସ୍ୱାମୀ,…

Continue Readingପ୍ରେମ ବିବାହ ପରେ ଯୌତୁକ ପାଇଁ ବଧୂ ହତ୍ୟା ମାମଲା: ସ୍ୱାମୀ, ଶାଶୁ ଓ ଶ୍ୱଶୁରକୁ ଆଜୀବନ କାରାଦଣ୍ଡାଦେଶ

ନିର୍ବାଚନ ପାଇଁ ‘ମୁଁ ବି ମିତା’ କର୍ମଶାଳା ଆୟୋଜିତ: ପ୍ରଶିକ୍ଷଣ ନେଲେ ଛାତ୍ରୀ

ଅନୁଗୁଳ: ଆଜି ପୂର୍ବାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ମହାବିଦ୍ୟାଳୟରୁ ଆସିଥିବା ୧୭ ବର୍ଷ ବୟସରୁ ଊର୍ଦ୍ଧ୍ବ ଛାତ୍ରୀଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ 'ମୁଁ ବି ମିତା' ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ବରତ୍ୟେନ୍ଦୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆସନ୍ତା…

Continue Readingନିର୍ବାଚନ ପାଇଁ ‘ମୁଁ ବି ମିତା’ କର୍ମଶାଳା ଆୟୋଜିତ: ପ୍ରଶିକ୍ଷଣ ନେଲେ ଛାତ୍ରୀ

ଅନୁଗୁଳରେ ସେପ୍ଟେମ୍ବର ୧୬ରୁ ପଲ୍ଲିଶ୍ରୀ ମେଳା, ବସିବ ୨୦୦ ଷ୍ଟଲ

ଅନୁଗୁଳ: ଅନୁଗୁଳରେ ଜାତୀୟ ସ୍ତରର ପଲ୍ଲିଶ୍ରୀ ମେଳା ୨୦୨୩ ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଅତିରିକ୍ତ ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା ପ୍ରଶାସନ ଓ ଓରମାସର…

Continue Readingଅନୁଗୁଳରେ ସେପ୍ଟେମ୍ବର ୧୬ରୁ ପଲ୍ଲିଶ୍ରୀ ମେଳା, ବସିବ ୨୦୦ ଷ୍ଟଲ

ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର, ମାଗଣାରେ ନ୍ୟାୟ ଦେବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ସ୍ଥାନୀୟ ପିଟିସ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଆଇନସେବା ପ୍ରାଧିକରଣର କମଳାକାନ୍ତ ନାୟକ, ଅନୁଗୁଳ ଡିଏସପି ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ, ଲିଗାଲ ପ୍ରୋବେସନ ଅଫିସର…

Continue Readingଅନୁଗୁଳ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର, ମାଗଣାରେ ନ୍ୟାୟ ଦେବା ଉପରେ ଗୁରୁତ୍ୱାରୋପ

ନାବାଳକ ବଳି ଘଟଣା: ସଠିକ ତଦନ୍ତ ଦାବିରେ ରାସ୍ତାରୋକ କଲେ ଶତାଧିକ ମହିଳା

ଆଠମଲ୍ଲିକ : ଆଠମଲ୍ଲିକ ଉପଖଣ୍ଡ କିଆକଟା ଥାନା ଅନ୍ତର୍ଗତ ଟୁସର ଗ୍ରାମରେ ଥିବା ମଙ୍ଗଳାକୋଠିରୁ ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ବାସନ୍ତୀ ବିଶ୍ୱାଳଙ୍କ ପୁଅ ସଂଜୀବ ନିଖୋଜ ହେବା ଓ ପରେ ବାରେଣୀ ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର କରାଯିବା ଘଟଣା…

Continue Readingନାବାଳକ ବଳି ଘଟଣା: ସଠିକ ତଦନ୍ତ ଦାବିରେ ରାସ୍ତାରୋକ କଲେ ଶତାଧିକ ମହିଳା

ମାଗଣାରେ ମଦ ନ ଦେବାରୁ ସେଲ୍‌ସମ୍ୟାନ୍‌ଙ୍କୁ ହାଣିଲେ ଯୁବକ, ଦୋକାନରେ କଲେ ବ୍ୟାପକ ଭଙ୍ଗାରୁଜା

ଅନୁଗୁଳ: ମାଗଣାରେ ମଦ ଦେବାକୁ ମନା କରିବାରୁ ଦୋକାନୀଙ୍କୁ ଖଣ୍ଡାରେ ହାଣିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି କିଛି ଯୁବକ। ଏମିତି ଅଭିଯୋଗ ଆସିଛି ଅନୁଗୁଳ ସହରସ୍ଥିତ ପ୍ରଗତି ନଗରରୁ। ଦୋକାନୀଙ୍କ ଅଭିଯୋଗ ଅନୁସାରେ, ପ୍ରଗତି ନଗରରେ ଥିବା ସରକାରୀ ଲାଇସେନ୍ସପ୍ରାପ୍ତ…

Continue Readingମାଗଣାରେ ମଦ ନ ଦେବାରୁ ସେଲ୍‌ସମ୍ୟାନ୍‌ଙ୍କୁ ହାଣିଲେ ଯୁବକ, ଦୋକାନରେ କଲେ ବ୍ୟାପକ ଭଙ୍ଗାରୁଜା

ନୂଆହତା ଅଙ୍ଗନବାଡି କେନ୍ଦ୍ରରୁ ଗ୍ୟାସ ସିଲିଣ୍ଡର ଚୋରି, ପୂର୍ବରୁ ସ୍କୁଲର ପାଣି ପମ୍ପ ନେଇଯାଇଥିଲେ ଦୁର୍ବୃତ୍ତ

ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ପଞ୍ଚାୟତର ଜଳିସାହି ଅଙ୍ଗନବାଡି କେନ୍ଦ୍ରରୁ ଗ୍ୟାସ ଟାଙ୍କି ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନୂଆହତା ଜଳିସାହି ଅଙ୍ଗନବାଡି କେନ୍ଦ୍ରର ଦୁଇଟି ଚାବି ଅଙ୍ଗନବାଡ଼ି ଦିଦି ଭବାନୀ ମଞ୍ଜରୀ ସାହୁ…

Continue Readingନୂଆହତା ଅଙ୍ଗନବାଡି କେନ୍ଦ୍ରରୁ ଗ୍ୟାସ ସିଲିଣ୍ଡର ଚୋରି, ପୂର୍ବରୁ ସ୍କୁଲର ପାଣି ପମ୍ପ ନେଇଯାଇଥିଲେ ଦୁର୍ବୃତ୍ତ

ଆଠମଲ୍ଲିକରେ ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଡ. ଜିତେନ୍ଦ୍ର କୁମାର ପାତ୍ର

ଆଠମଲ୍ଲିକ: ଆଠମଲ୍ଲିକରେ ନୂତନ ଉପଜିଲ୍ଲାପାଳ ଭାବେ ଡ. ଜିତେନ୍ଦ୍ର କୁମାର ପାତ୍ର ସୋମବାର ପୂର୍ବାହ୍ନରେ କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ଡ. ପାତ୍ର ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ସେ ଓଡ଼ିଶା ପ୍ରଶାସନିକ ସେବା ୨୦୧୧…

Continue Readingଆଠମଲ୍ଲିକରେ ନୂତନ ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ନେଲେ ଡ. ଜିତେନ୍ଦ୍ର କୁମାର ପାତ୍ର