ରାସ୍ତାରେ କାର ଅଟକାଇ ମାଲିକ ଓ ବାନ୍ଧବୀଙ୍କୁ ମାରପିଟ କରିବା ଅଭିଯୋଗ, ନାଲକୋ ଥାନାରେ ମାମଲା ରୁଜୁ

ଅନୁଗୁଳ: ନାଲକୋ ଅନୁଗୁଳ କେନାଲ ରାସ୍ତା ତଥା କାଣ୍ଡସର ଆମ୍ବୁରୀ ପାର୍ଶ୍ୱ କେନାଲ ବନ୍ଧ ଉପରେ କାର ଅଟକାଇ କିଛି ଲୋକ କାର ମାଲିକ ଓ ତାଙ୍କ ବାନ୍ଧବୀଙ୍କୁ ମାରପିଟ କରିଛନ୍ତି। ଏ ନେଇ କାର ମାଲିକ ଥାନାରେ ଲିଖିତ ଅଭିଯୋଗ…

Continue Readingରାସ୍ତାରେ କାର ଅଟକାଇ ମାଲିକ ଓ ବାନ୍ଧବୀଙ୍କୁ ମାରପିଟ କରିବା ଅଭିଯୋଗ, ନାଲକୋ ଥାନାରେ ମାମଲା ରୁଜୁ

ଓଡ଼ିଶାରେ ଖୋଲିବ ଏନ୍‌‌ଆଇଏ ଶାଖା ! ବିଧିବଦ୍ଧ ନିଷ୍ପତ୍ତି ବାକି

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହେବ ଜାତୀୟ ଗୁଇନ୍ଦା ସଂସ୍ଥା (ଏନ୍‌‌ଆଇଏ)ର ଏକ ଶାଖା। ଓଡ଼ିଶା ସମେତ ଆଖପାଖ ରାଜ୍ୟ ଏହି ଶାଖାର ପରିସୀମା ମଧ୍ୟରେ ରହିବ। ଏ ନେଇ ଏନ୍‌‌ଏଆଇଏ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ବେଳେ କେବଳ ବିଧିବଦ୍ଧ…

Continue Readingଓଡ଼ିଶାରେ ଖୋଲିବ ଏନ୍‌‌ଆଇଏ ଶାଖା ! ବିଧିବଦ୍ଧ ନିଷ୍ପତ୍ତି ବାକି

ଏବେ ହ୍ୱାଟ୍ସଆପ୍‌ରେ ଖାଦ୍ୟ ଅର୍ଡର କରିପାରିବେ ଟ୍ରେନ୍ ଯାତ୍ରୀ

ଅନୁଗୁଳ: ଟ୍ରେନ୍‌ରେ ଯାତ୍ରା ବେଳେ ହ୍ୱାଟ୍ସଆପ୍‌ରେ ଖାଦ୍ୟ ଅର୍ଡର କରିପାରିବେ ଯାତ୍ରୀ। ଭାରତୀୟ ରେଲୱେ ଏହି ନୂଆ ଅନ୍ ଲାଇନ୍ ଖାଦ୍ୟ ଅର୍ଡର ସେବାର ଆରମ୍ଭ କରିଛି। ଭାରତୀୟ ରେଲୱେର ପିଏସୟୁ , ଆଇଆରସିଟିସି (ଭାରତୀୟ ରେଲୱେ ଖାଦ୍ୟପେୟ ଓ ପର୍ଯ୍ୟଟନ…

Continue Readingଏବେ ହ୍ୱାଟ୍ସଆପ୍‌ରେ ଖାଦ୍ୟ ଅର୍ଡର କରିପାରିବେ ଟ୍ରେନ୍ ଯାତ୍ରୀ

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ କାର୍ଯ୍ୟାଳୟ ପବିତ୍ର ମୋହନ ସଭାଗୃହରେ ସୋମବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଜନସାଧରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ। ଅଞ୍ଚଳବସୀ ବିଭିନ୍ନ ସମସ୍ୟା ସଂପର୍କରେ ୧୪୪ଟି ଅଭିଯୋଗ ଉପସ୍ଥାପିତ କରିଥିଲେ। ରାଜସ୍ଵ, ପ୍ରଧାନମନ୍ତ୍ରୀ ଆବାସ…

Continue Readingଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ସାହୁଙ୍କ ପରଲୋକ

ଆଠମଲ୍ଲିକ : ଆଠମଲ୍ଲିକ ସହରର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ସାହୁଙ୍କର ଗତ ୪ ତାରିଖରେ ୯୫ ବର୍ଷ ବୟସରେ ପରଲୋକ ଘଟିଛି l ତାଙ୍କ ପରଲୋକରେ ସହରରେ ଶୋକର ଛାୟା ଖେଳିଯାଇଛି l ଶ୍ରୀ ସାହୁ ଶିକ୍ଷାଦାନ କରିବା ସହ ଜଣେ…

Continue Readingଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମାକାନ୍ତ ସାହୁଙ୍କ ପରଲୋକ

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଅଗ୍ନିଗଙ୍ଗା ମା’ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ବୈଠକ

କୋରାପୁଟ: କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକର ନୀଲାବାଡ଼ି ଗ୍ରାମ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମା' ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ଯାତ୍ରା ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଯାତ୍ରା କମିଟି ଅଧ୍ୟକ୍ଷ ତଥା ବନ୍ଧୁଗାଁ ତହସିଲଦାର…

Continue Readingଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଅଗ୍ନିଗଙ୍ଗା ମା’ ଠାକୁରାଣୀ ଯାତ୍ରା ପ୍ରସ୍ତୁତି ବୈଠକ

ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଆୟୋଜିତ

ତାଳଚେର: ଅନୁଗୁଳ ଜିଲ୍ଲା ଗୁରୁଜାଙ୍ଗୁଲି ପଞ୍ଚାୟତ ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଦୁଇଦିନ ଧରି ମହାସମାରୋହରେ ପାଳିତ ହୋଇଛି। ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଗୁରୁଜାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ…

Continue Readingପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଆୟୋଜିତ

ଡ୍ରେନେଜ ସୁବିଧା ପାଇଁ ପୌର ଅଧିକାରୀଙ୍କୁ ସାକ୍ଷାତ କଲେ ବସ୍ତି ବାସିନ୍ଦା

ଅନୁଗୁଳ : ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଆଜି ସ୍ୱିପର କଲୋନୀ ପାଖରେ ରହୁଥିବା ବସ୍ତି ବାସିନ୍ଦା ପୌର ଅଧିକାରୀଙ୍କୁ ସାକ୍ଷାତ କରି ଦାବି ଜଣାଇଛନ୍ତି। କାଉନସିଲର ବଳରାମ ଜେନାଙ୍କ ନେତୃତ୍ୱରେ ବସ୍ତିର ୫୦ଟି ପରିବାର ପୌର ଅଧିକାରୀଙ୍କୁ ଭେଟି ଡ୍ରେନେଜ…

Continue Readingଡ୍ରେନେଜ ସୁବିଧା ପାଇଁ ପୌର ଅଧିକାରୀଙ୍କୁ ସାକ୍ଷାତ କଲେ ବସ୍ତି ବାସିନ୍ଦା

କଙ୍ଗାରୁ କୋର୍ଟରେ ବାସନ୍ଦ ସଦସ୍ୟଙ୍କ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ଇଛାପୁର ଗାଁରୁ କଙ୍ଗାରୁ କୋର୍ଟର ରାଏରେ ବାସନ୍ଦ ହୋଇଥିବା ପରିବାର ସଦସ୍ୟ ସୋମବାର ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସୂଚନା ଯେ, ଗାଁର ୫ଟି ପରିବାରକୁ ପ୍ରାୟ ୩ ବର୍ଷରୁ…

Continue Readingକଙ୍ଗାରୁ କୋର୍ଟରେ ବାସନ୍ଦ ସଦସ୍ୟଙ୍କ ଧାରଣା

ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି, ଉପକୃତ ହେବେ ୩ ନିର୍ବାଚନ ମଣ୍ଡଳୀର ଲୋକ

ଅନୁଗୁଳ : ବଅଁରପାଳ ବ୍ଲକ ବୁଢାପଙ୍କ ପଞ୍ଚାୟତ ପନ୍ଦରଭରଣିଆ-ଝାଡ଼ିଅମ୍ବା ରାସ୍ତାରେ ନନ୍ଦିରା ଉପରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଯୋଗ ଦେଇ ନନ୍ଦିରା ବିଜୁ ସେତୁର ଭିତ୍ତିପ୍ରସ୍ତର…

Continue Readingବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି, ଉପକୃତ ହେବେ ୩ ନିର୍ବାଚନ ମଣ୍ଡଳୀର ଲୋକ