ଆଜି ରାଜ୍ୟ କ୍ୟାବିନେଟ ବୈଠକ: ୯ଟି ପ୍ରସ୍ତାବରେ ଲାଗିବ ମୋହର

ଭୁବନେଶ୍ବର: ଆଜି (ଶୁକ୍ରବାର) ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ତେବେ ଏହି ବୈଠକରେ ୯ଟି ପ୍ରସ୍ତାବରେ କ୍ୟାବିନେଟର ମୋହର ଲାଗିବ ନେଇ ସୂଚନା ମିଳିଛି…

Continue Readingଆଜି ରାଜ୍ୟ କ୍ୟାବିନେଟ ବୈଠକ: ୯ଟି ପ୍ରସ୍ତାବରେ ଲାଗିବ ମୋହର

ଜିଲ୍ଲାସ୍ତରୀୟ ଘୋଷ ସଞ୍ଚାଳନ କାର୍ଯ୍ୟକ୍ରମ, ପ୍ରତିଯୋଗିତାରେ ପ୍ରଥମ ହେଲା ତାଳଚେର ସରସ୍ୱତୀ ଶିଶୁ ମନ୍ଦିର

ତାଳଚେର: ତାଳଚେର ବ୍ଲକ ଆମ୍ବମୁଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଘୋଷ ସଞ୍ଚାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ବିଭାଗ ନିରୀକ୍ଷକ ରବି ନାରାୟଣ ମହାପାତ୍ରଙ୍କ ଆବାହକତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମଗ୍ର ଜିଲ୍ଲାର ୧୧ଟି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର…

Continue Readingଜିଲ୍ଲାସ୍ତରୀୟ ଘୋଷ ସଞ୍ଚାଳନ କାର୍ଯ୍ୟକ୍ରମ, ପ୍ରତିଯୋଗିତାରେ ପ୍ରଥମ ହେଲା ତାଳଚେର ସରସ୍ୱତୀ ଶିଶୁ ମନ୍ଦିର

ଆଇନ ଅନୁସାରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସଚେତନତା

ଅନୁଗୁଳ : ଅନୁଗୁଳ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସହଭାଗିତାରେ ମାରୱାଡି ମହିଳା ସମିତି ପକ୍ଷରୁ ଗୁରୁବାର ଆଇନଗତ ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର…

Continue Readingଆଇନ ଅନୁସାରେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସଚେତନତା

ଫାଣ୍ଡି ଅଧିକାରୀ, କନେଷ୍ଟବଳଙ୍କୁ ମାଡ଼, ୫ ଅଟକ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ସେରେଣାବେଡ଼ା ଗାଁରେ ବୁଧବାର ରାତିରେ ତୁମୁଳ କାଣ୍ଡ ଘଟିଛି। ଠାକୁରଙ୍କ ଭସାଣି ଶୋଭାଯାତ୍ରାରେ ପୋଲିସ ଡିଜେ ବଜାଇବା ବନ୍ଦ କରିବାରୁ ଯୁବକମାନେ ଫାଣ୍ଡି ଅଧିକାରୀ ଓ ଜଣେ କନେଷ୍ଟବଳଙ୍କୁ ନିର୍ଧୂମ…

Continue Readingଫାଣ୍ଡି ଅଧିକାରୀ, କନେଷ୍ଟବଳଙ୍କୁ ମାଡ଼, ୫ ଅଟକ

ତାଳଚେର ଓ ପାଳଲହଡ଼ାକୁ ମିଶାଇ ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ପୂର୍ବତନ ନଗରପାଳଙ୍କ ଦାବି

ଅନୁଗୁଳ: ତାଳଚେର ଓ ପାଳଲହଡ଼ାକୁ ମିଶାଇ ରାଜ୍ୟ ସରକାର ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ପୂର୍ବତନ ନଗରପାଳ କେଶବ ଭୂତିଆ ଦାବି କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ବ ଦେଉଥିବା ତଥା ଦେଶର ସବୁଠାରୁ ଅଧିକ କୋଇଲା…

Continue Readingତାଳଚେର ଓ ପାଳଲହଡ଼ାକୁ ମିଶାଇ ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ପୂର୍ବତନ ନଗରପାଳଙ୍କ ଦାବି

‘ଗଣମାଧ୍ୟମ ହିଁ ସମାଜର ପ୍ରକୃତ ଶିକ୍ଷକ’, ପ୍ରେସ ଦିବସରେ ସାମ୍ବାଦିକଙ୍କ ଭୂମିକା ବିଷୟରେ ଆଲୋଚନା ଚକ୍ର

ଅନୁଗୁଳ : ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ(ଓ) ସହବନ୍ଧିତ ଅନୁଗୁଳ ଜିଲ୍ଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଜାତୀୟ ପ୍ରେସ ଦିବସ ସ୍ଥାନୀୟ କୋଅପରେଟିଭ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟାରେ ପାଳିତ ହୋଇଛି। ସଂଘ ସଭାପତି ଦ୍ଵାରିକା ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ…

Continue Reading‘ଗଣମାଧ୍ୟମ ହିଁ ସମାଜର ପ୍ରକୃତ ଶିକ୍ଷକ’, ପ୍ରେସ ଦିବସରେ ସାମ୍ବାଦିକଙ୍କ ଭୂମିକା ବିଷୟରେ ଆଲୋଚନା ଚକ୍ର

ସକାଳୁ କେନାଲରୁ ମିଳିଲା ରାତିରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

ବନ୍ତଳା : ସ୍ଥାନୀୟ ବନ୍ତଳା ଥାନା ବଡ଼କେରା ପଞ୍ଚାୟତସ୍ଥିତ ମାତେଳିଆ କେନାଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଦଳବେହେରା ସାହିର ରୋହିତ ବେହେରା (୪୦ ) ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ରୋହିତ ବେହେରା ବୁଧବାର ରାତିରେ ଘରକୁ…

Continue Readingସକାଳୁ କେନାଲରୁ ମିଳିଲା ରାତିରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲା ପରିବାର

ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ଆଠମଲ୍ଲିକ: ଆଜି ନଭେମ୍ବର ୧୬କୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି। ଏ ଅବସରରେ ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ କେନ୍ଦ୍ର ସମବାୟ ବ୍ୟାଙ୍କ କନଫରେନ୍ସ ହଲରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏହି…

Continue Readingଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

ନାଲକୋ କ୍ଷତିଗ୍ରସ୍ତଙ୍କ ସମସ୍ୟା ନେଇ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ କ୍ଷତିଗ୍ରସ୍ତଙ୍କ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଜିଲ୍ଲା କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେବା ଓ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ଅଞ୍ଚଳରେ ବିକାଶମୂଳକ କାମ ସମ୍ପର୍କରେ ନାଲକୋ କର୍ତ୍ତୃପକ୍ଷଙ୍କ କାଳ କ୍ଷେପଣ…

Continue Readingନାଲକୋ କ୍ଷତିଗ୍ରସ୍ତଙ୍କ ସମସ୍ୟା ନେଇ ବୈଠକ

ହିଙ୍ଗୁଳା ମନ୍ଦିରର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗକୁ ଦେବାକୁ ‘ପ୍ରଗତି’ର ଦାବି

ତାଳଚେର : ତାଳଚେର ସ୍ଥିତ ମା’ ହିଙ୍ଗୁଳା ମନ୍ଦିର ପରିଚାଳନା ଭାର ହାତକୁ ନେଇ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦେବୋତ୍ତର କମିଶନରଙ୍କୁ ଦାବି କରିଛି ପ୍ରଗତି। ଏନେଇ ଆଜି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଜରିଆରେ ଆଜି ପ୍ରୋଜେକ୍ଟ ଫର ରୁରାଲ…

Continue Readingହିଙ୍ଗୁଳା ମନ୍ଦିରର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗକୁ ଦେବାକୁ ‘ପ୍ରଗତି’ର ଦାବି