ପାଣିପମ୍ପ ଓ ସୁନା ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଅନୁଗୁଳ ପୋଲିସ
ଅନୁଗୁଳ: ଗହଣା ଚୋରି ଅଭିଯୋଗରେ ଶନିବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଅନୁଗୁଳ ପୋଲିସ। ସୂଚନା ଅନୁସାରେ, ହାକିମପଡ଼ାର ପେସାଦାର ଅଭିଯୁକ୍ତ ଟଟ ଓରଫ ବସନ୍ତ ଗୋଚ୍ଛାୟତ(୩୦) ଗତ ମେ ମାସ ୨୨ ତାରିଖ ରାତିରେ ମାଳତୀ…





