ଲଭ-ସେକ୍ସ-ଧୋକା! ବିବାହ କରି ଦୁଇଟା ଛୁଆ ହେଲା ପରେ ସ୍ତ୍ରୀ-ପିଲାଙ୍କୁ ଛାଡ଼ି ଅନ୍ୟ ଝିଅ ସହ ସଂସାର କରୁଛି ସ୍ୱାମୀ, ନ୍ୟାୟ ଭିକ୍ଷା କରୁଛନ୍ତି ପୀଡ଼ିତା

ଅନୁଗୁଳ: ଲଭ, ସେକ୍ସ ଆଉ ତା' ପରେ ଧୋକା। ପୁଣିଥରେ ସେଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏହି ଘଟଣାରେ ପୋଲିସ କୌଣସି ସାହାଯ୍ୟ କରି ନ ପାରିବାରୁ ମହିଳା ଏବେ ଗଣମାଧ୍ୟମର ସହାୟତା ଲୋଡ଼ିଛନ୍ତି। ପୀଡ଼ିତା ମହିଳା ସୁନିତା…

Continue Readingଲଭ-ସେକ୍ସ-ଧୋକା! ବିବାହ କରି ଦୁଇଟା ଛୁଆ ହେଲା ପରେ ସ୍ତ୍ରୀ-ପିଲାଙ୍କୁ ଛାଡ଼ି ଅନ୍ୟ ଝିଅ ସହ ସଂସାର କରୁଛି ସ୍ୱାମୀ, ନ୍ୟାୟ ଭିକ୍ଷା କରୁଛନ୍ତି ପୀଡ଼ିତା

‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ – ହକି ବିଶ୍ଵକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା

ରାଉରକେଲା: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ୍‌ ‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କରିଛନ୍ତି। ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ହକିକୁ ଭଲ ପାଉଥିବା ସମସ୍ତ ଖେଳାଳି, ସାଧାରଣ ଜନତା, ଓଡ଼ିଶାର ହକିପ୍ରେମୀ ଦେଶର…

Continue Reading‘ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌’ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ – ହକି ବିଶ୍ଵକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ କୋଟିଏ ଟଙ୍କା

ମାର୍ଚ୍ଚ ୧୦ରୁ ୧୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ବୋର୍ଡ ସଭାପତି

କଟକ : ଆସନ୍ତା ମାର୍ଚ୍ଚ ୧୦ ତାରିଖରୁ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ନେଇ ଆଜି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ମାର୍ଚ୍ଚ ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ…

Continue Readingମାର୍ଚ୍ଚ ୧୦ରୁ ୧୭ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ବୋର୍ଡ ସଭାପତି

ଓଡ଼ିଶାରେ ଆରମ୍ଭ ହେଲା 5G ସେବା, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଓଡ଼ିଶାରେ 5G ସେବା ଆରମ୍ଭ ହୋଇଛି। କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଅତ୍ୟାଧୁନିକ ସେବାର ଶୁଭାରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏ ଅବସରରେ ଶ୍ରୀ ବୈଷ୍ଣବ କହିଥିଲେ, ପ୍ରଥମେ…

Continue Readingଓଡ଼ିଶାରେ ଆରମ୍ଭ ହେଲା 5G ସେବା, କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କଲେ ଶୁଭାରମ୍ଭ
Read more about the article ଧାର ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ
Law Judge Gavel And Legality Symbol

ଧାର ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ଅନୁଗୁଳ: ଧାର ଦେଇଥିବା ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଓଗି ଗ୍ରାମର ପଞ୍ଚାନନ ପ୍ରଧାନ…

Continue Readingଧାର ଟଙ୍କା ମାଗିବାରୁ ତୀର ମାରି ହତ୍ୟା ଅଭିଯୋଗର ଶୁଣାଣି: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ

ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ କଲେ ଜିଲ୍ଲାପାଳ

ଅନୁଗୁଳ : ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ଗୁରୁବାର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରକାଶିତ କରିଛନ୍ତି। ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମରେ ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସନ୍ତୋଷ କୁମାର ପ୍ରଧାନ,…

Continue Readingନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ କଲେ ଜିଲ୍ଲାପାଳ

ଏକାଧିକ ଲୁଟ୍ ଅଭିଯୋଗରେ ରୋଡ ଡକାୟତକୁ ଗିରଫ କଲା ବଅଁରପାଳ ଥାନା ପୋଲିସ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଡକାୟତି କରିବା ମାମଲାରେ ବୁଧବାର ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କାଙ୍ଗୁଲା ଗାଁର ସୁବଳ ସେଠୀ। ଥାନା ଅଧିକାରୀଙ୍କ ସୂଚନା ମୁତାବକ, ଗତ ମାସ ୨୮…

Continue Readingଏକାଧିକ ଲୁଟ୍ ଅଭିଯୋଗରେ ରୋଡ ଡକାୟତକୁ ଗିରଫ କଲା ବଅଁରପାଳ ଥାନା ପୋଲିସ

କୁମ୍ଭୀର ଗଣନା ପାଇଁ ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ, ୧୪ ପରେ ପୁଣି ଖୋଲିବ

ରାଜନଗର : କୁମ୍ଭୀର ଗଣନା ପାଇଁ ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ହୋଇଛି। ୧୪ ତାରିଖ ପର୍ଯ୍ଯନ୍ତ ଚାଲିବ କୁମ୍ଭୀର ଗଣନା। କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠାରୁ ୧୪ ତାରିଖ ପର୍ଯ୍ଯନ୍ତ ପର୍ଯ୍ଯଟକଙ୍କ ପାଇଁ ବନ୍ଦ…

Continue Readingକୁମ୍ଭୀର ଗଣନା ପାଇଁ ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ, ୧୪ ପରେ ପୁଣି ଖୋଲିବ

ଜିଲ୍ଲାସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା: ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍

ଅନୁଗୁଳ: ହକି ବିଶ୍ବକପ୍‌ ଅବସରରେ ଅନୁଗୁଳରେ ଜିଲ୍ଲାସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା ଆୟୋଜିତ ହୋଇଛି। କଦମପଡ଼ିଆରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଦ୍ବିତୀୟ ଦିନର ପ୍ରଥମ ମ୍ୟାଚ୍‌ ଆଠମଲ୍ଲିକ ଓ ପାଳଲହଡ଼ା ମଧ୍ୟରେ ଖେଳାଯାଇଥିଲା। ଏଥିରେ ଆଠମଲ୍ଲିକ ୨୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା।…

Continue Readingଜିଲ୍ଲାସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତା: ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍

ଅନୁଗୁଳ ମିଡିଆ ଆଇକନ ପକ୍ଷରୁ ନୂଆବର୍ଷ ପାଳନ ଉପଲକ୍ଷେ ବୈଠକ

ଅନୁଗୁଳ: ଅନୁଗୁଳ ମିଡିଆ ଆଇକନ ପକ୍ଷରୁ ସ୍ଥାନୀୟ ଏକ ଫାର୍ମ ହାଉସରେ ନୂଆବର୍ଷ ପାଳନ ଉପଲକ୍ଷେ ବୈଠକ ଆୟୋଜିତ ହୋଇଛି। ବୈଠକରେ ସାମ୍ବାଦିକ ସମୂହଙ୍କ ବିଭିନ୍ନ ସମସ୍ୟା ଏହାର ସମାଧାନ, ଅନୁଗୁଳ ସହରର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ…

Continue Readingଅନୁଗୁଳ ମିଡିଆ ଆଇକନ ପକ୍ଷରୁ ନୂଆବର୍ଷ ପାଳନ ଉପଲକ୍ଷେ ବୈଠକ