୨୯ରେ ମୁହାଁମୁହିଁ ହେବେ ବିଜେଡି ଓ ବିଜେପି: ଏକା ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅନୁଗୁଳ ଆସୁଛନ୍ତି ନବୀନ ଓ ୩ କେନ୍ଦ୍ର ମନ୍ତ୍ରୀ

ଅନୁଗୁଳ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସବୁ ଦଳ ନିଜ ନିଜ ଭିତରେ ପ୍ରତିଯୋଗିତା କରିବା ଆରମ୍ଭ କରିଦେଲେଣି। ଏଥରକ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ତେବେ ଆସନ୍ତା ୨୯ ତାରିଖରେ…

Continue Reading୨୯ରେ ମୁହାଁମୁହିଁ ହେବେ ବିଜେଡି ଓ ବିଜେପି: ଏକା ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଅନୁଗୁଳ ଆସୁଛନ୍ତି ନବୀନ ଓ ୩ କେନ୍ଦ୍ର ମନ୍ତ୍ରୀ

ରାଜ୍ୟର ଶିକ୍ଷା ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବ ଏବିଭିପି, ଆସନ୍ତା ମାସରେ ଆନ୍ଦୋଳନ

ଅନୁଗୁଳ: ରାଜ୍ୟର ଶିକ୍ଷା ସମସ୍ୟାକୁ ନେଇ ଆସନ୍ତା ମାସରେ ରାସ୍ତାକୁ ଓହ୍ଲାଇବ ଏବିଭିପି। ଏନେଇ ସୋମବାର ଅନୁଗୁଳ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସୂଚନା ମୁତାବକ, ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା…

Continue Readingରାଜ୍ୟର ଶିକ୍ଷା ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇବ ଏବିଭିପି, ଆସନ୍ତା ମାସରେ ଆନ୍ଦୋଳନ

ପ୍ରାପ୍ୟ ପାଇଁ ଆନ୍ଦୋଳନରେ ଠିକା ମଜଦୁର ସଂଘ, ୧୫ ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ମିଳିଲା ପ୍ରତିଶ୍ରୁତି

ଅନୁଗୁଳ: ନାଲକୋ ବିଦ୍ୟୁତ କାରଖାନାର ଫାଟକ ସମ୍ମୁଖରେ ବିଭିନ୍ନ ଦାବି ପୂରଣ ଲାଗି ନାଲକୋ ଆଲୁମିନିୟମ ଠିକା ମଜଦୁର ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଶ୍ରମିକଙ୍କ କହିବାନୁଯାୟୀ, ସେମାନେ ଏବେ ଯାଏଁ ପିଏଫ୍ ଓ ଫାଇନାଲ ଟଙ୍କା ପାଇ ନାହାନ୍ତି। କିଛି…

Continue Readingପ୍ରାପ୍ୟ ପାଇଁ ଆନ୍ଦୋଳନରେ ଠିକା ମଜଦୁର ସଂଘ, ୧୫ ଦିନ ଭିତରେ ସମସ୍ୟାର ସମାଧାନ ହେବ ବୋଲି ମିଳିଲା ପ୍ରତିଶ୍ରୁତି

ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଲାଗି ଚାଷୀଙ୍କ ଦାବି

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ କୁରୁଡ଼ୋଲ ପଞ୍ଚାୟତର ନୂଆପଡ଼ା ଶିବ ମନ୍ଦିରରେ ଚାଷୀ ସୁରକ୍ଷା କମିଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସହ ସାଧାରଣ ସଭା ଅନୁଷ୍ଠିତ ହୋଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ୯୨ ଟି ଗ୍ରାମର ଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି…

Continue Readingଚକବନ୍ଦୀ ରେକର୍ଡକୁ ଉଚ୍ଛେଦ କରି ଶାବକ ଦଖଲ ଅନୁଯାୟୀ ପଟ୍ଟା ପ୍ରଦାନ ଲାଗି ଚାଷୀଙ୍କ ଦାବି

ରାଜ୍ୟ ରାଜନୀତିର ଅପରାଧିକରଣକୁ ପ୍ରତିବାଦ, ବିଜେପିର ସତ୍ୟାଗ୍ରହ ଜାରି

ଅନୁଗୁଳ: ଆଜି ସ୍ଥାନୀୟ ଅନୁଗୁଳ ସହର ସଭା ଘର ସମ୍ମୁଖ ଗୋପବନ୍ଧୁ ପାର୍କ ସମ୍ମୁଖରେ ବିଜେପି ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ଓଡ଼ିଶା ଏବେ ରାଜନୈତିକ ନେତାଙ୍କ ଅପରାଧର ଚରାଭୂଇଁ ପାଲଟିଛି। ଏଣୁ ରାଜ୍ୟ ରାଜନୀତିର ଅପରାଧିକରଣ ପ୍ରତିବାଦରେ ବିଜେପି ସତ୍ୟାଗ୍ରହ କରିଛି।…

Continue Readingରାଜ୍ୟ ରାଜନୀତିର ଅପରାଧିକରଣକୁ ପ୍ରତିବାଦ, ବିଜେପିର ସତ୍ୟାଗ୍ରହ ଜାରି

ବିଶିଷ୍ଟ ଶ୍ରମିକ ନେତା ଦ୍ୱାରିକା ମୋହନ ମିଶ୍ରଙ୍କ ପରଲୋକ, ଶୋକବ୍ୟକ୍ତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଶ୍ରମିକ ଗୌରବ, ବିଶିଷ୍ଟ ଶ୍ରମିକ ନେତା, ଲେଖକ, ସୁବକ୍ତା ତଥା ଢେଙ୍କାନାଳସ୍ଥିତ ଦତ୍ତାତ୍ରୟ ସାଇ ଆଶ୍ରମର ପ୍ରତିଷ୍ଠାତା ତାଳଚେରର ଜନନେତା ଦ୍ୱାରିକା ମୋହନ ମିଶ୍ରଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଧର୍ମେନ୍ଦ୍ର…

Continue Readingବିଶିଷ୍ଟ ଶ୍ରମିକ ନେତା ଦ୍ୱାରିକା ମୋହନ ମିଶ୍ରଙ୍କ ପରଲୋକ, ଶୋକବ୍ୟକ୍ତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଜପେୟୀଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ରିକେଟର ଗୌତମ ଗମ୍ଭୀର

ଅନୁଗୁଳ: ଅନୁଗୁଳ ସହର ଗାନ୍ଧି ମାର୍ଗ ସ୍ଥିତ ସରଳିଆ ଭବନରେ ରବିବାର ଆମ ଅନୁଗୁଳ ଆମ ଗୌରବ ଅନୁଷ୍ଠାନ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଛି। ଭାରତ ରତ୍ନ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ…

Continue Readingବାଜପେୟୀଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କ୍ରିକେଟର ଗୌତମ ଗମ୍ଭୀର

୨୭୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଶନିବାର ଚଢ଼ାଉ କରାଯାଇ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିବାସହ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ବିଭାଗର ଏକ…

Continue Reading୨୭୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

କଂଗ୍ରେସ ପକ୍ଷରୁ ଜାନୁଆରୀ ୨୬ ତାରିଖରୁ ହେବାକୁ ଥିବା ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆସନ୍ତା ଜାନୁଆରୀ ୨୬ ରୁ ଆରମ୍ଭ ହେବାକୁ ଥିବା ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଶନିବାର ସ୍ଥାନୀୟ କଂଗ୍ରେସ ଭବନରେ ଜିଲ୍ଲା ସଭାପତି ବିପ୍ଲବ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ…

Continue Readingକଂଗ୍ରେସ ପକ୍ଷରୁ ଜାନୁଆରୀ ୨୬ ତାରିଖରୁ ହେବାକୁ ଥିବା ହାତକୁ ହାତ ଯୋଡ଼ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାଯାଇଛି। ଏ ଅବସରରେ ମନ୍ତ୍ରୀ ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଆମ…

Continue Readingଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ