ତୁରଙ୍ଗ ଗାଁରୁ ଜଙ୍ଗଲୀ ହାତୀପଲଙ୍କୁ ଘଉଡ଼ାଇଲେ ବନ ବିଭାଗ, ଗତ ରାତିଠୁ କରୁଥିଲେ ଉତ୍ପାତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ଗ୍ରାମର ଦେହୁରୀ ସାହିରେ ଜଙ୍ଗଲୀ ହାତୀ ପଶି ଆସିଥିବାରୁ ଲୋକେ ଆତଙ୍କିତ ଅଛନ୍ତି। ସୂଚନାଯୋଗ୍ୟ ଯେ ଗତ କାଲି ବିଳମ୍ବିତ ରାତିରେ ଆଙ୍କୁଲା ଆମ୍ବ ତୋଟା ଦିଗରୁ ତୁରଙ୍ଗ ଦେହୁରୀ ସାହି ବାଉଁଶ ପୋଖରୀ…

Continue Readingତୁରଙ୍ଗ ଗାଁରୁ ଜଙ୍ଗଲୀ ହାତୀପଲଙ୍କୁ ଘଉଡ଼ାଇଲେ ବନ ବିଭାଗ, ଗତ ରାତିଠୁ କରୁଥିଲେ ଉତ୍ପାତ

ଅନୁଗୁଳ କପ କ୍ରିକେଟ ଉଦଘାଟିତ: ପ୍ରଥମ ମ୍ୟାଚରେ ଓଡିଶା ପୋଷ୍ଟାଲ ବିଜୟୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ଅବସରରେ ଅନୁଗୁଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଆଜିର ଉଦଘାଟନୀ ମ୍ୟାଚ ଓଡିଶା ପୋଷ୍ଟାଲ ଓ ସୋଲାର ପାୱାର କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୋଷ୍ଟାଲ ଦଳ ପ୍ରଥମେ…

Continue Readingଅନୁଗୁଳ କପ କ୍ରିକେଟ ଉଦଘାଟିତ: ପ୍ରଥମ ମ୍ୟାଚରେ ଓଡିଶା ପୋଷ୍ଟାଲ ବିଜୟୀ

ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଡ୍ରାଇଭର ଫେରାର

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଟ୍ରକ ଧକ୍କାରେ ଦୁଇ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରୁ ଜଣେ ପରଜଙ୍ଗ ଖାଲପାଳ ଅଞ୍ଚଳର ଭାଗିରଥି ମହାନ୍ତି ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ…

Continue Readingଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଡ୍ରାଇଭର ଫେରାର

ମିଶନ ଶକ୍ତି ଗୃହ ନିମନ୍ତେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି କଲେ ମହିଳା ଗୋଷ୍ଠୀ

ଅନୁଗୁଳ : ଅନୁଗୁଳ ସହରର ହେମସୁରପଡା ୱାର୍ଡ ନମ୍ବର ୧୯ ର ସମସ୍ତ ମିଶନ ଶକ୍ତିର ସଦସ୍ୟ ଏବଂ ୧୫ ଗୋଟି ଗ୍ରୁପର ସଦସ୍ୟ ଆଜି ଏକତ୍ରିତ ହୋଇ ଅନୁଗୁଳ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।…

Continue Readingମିଶନ ଶକ୍ତି ଗୃହ ନିମନ୍ତେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବି କଲେ ମହିଳା ଗୋଷ୍ଠୀ

ମାଧପୁର ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ୨୦୨୨ ପାଳିତ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ପକ୍ଷରୁ ମାଧପୁର ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ୨୦୨୨ ପାଳିତ ହୋଇଛି। ଉତ୍ସବରେ ଆଠମଲ୍ଲିକ ବ୍ଲକର ବିଭିନ୍ନ ହାଇସ୍କୁଲରୁ ୧୨୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଉଦଘାଟନୀ ସଭାରେ ମାଧପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟନ୍ତ…

Continue Readingମାଧପୁର ଉଚ୍ଚ ବିଦ୍ୟାଳୟରେ ଶିଶୁ ଉତ୍ସବ ୨୦୨୨ ପାଳିତ

ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଆଉ ଏକ ଶ୍ରେଣୀ ଗୃହର ଶିଳାନ୍ୟାସ କଲେ ବ୍ଲକ ଅଧ୍ୟକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖଣିଜ ପାଣ୍ଠି ଆନୁକୂଲ୍ୟରେ ଅନୁଗୁଳ ବ୍ଲକ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଆଉ ଏକ ଶ୍ରେଣୀ ଗୃହର ଶିଳାନ୍ୟାସ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ସମ୍ମାନିତ ଅତିଥି ଭାବରେ ପୋକତୁଙ୍ଗା ସରପଞ୍ଚ ସୁଜିତ…

Continue Readingପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଆଉ ଏକ ଶ୍ରେଣୀ ଗୃହର ଶିଳାନ୍ୟାସ କଲେ ବ୍ଲକ ଅଧ୍ୟକ୍ଷା

ବୋହୂକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଶ୍ୱଶୁର ଓ ଦେଢଶୁର ଅଟକ

ଅନୁଗୁଳ: ବୋହୂକୁ ନିର୍ଯାତନା ଦେବା ଅଭିଯୋଗରେ ନାଲକୋ ଥାନା ପୋଲିସ ଶ୍ୱଶୁର ଓ ଦେଢ଼ଶୁରକୁ ଥାନାରେ ଅଟକ ରଖିଛି। ସୂଚନା ମୁତାବକ, କନ୍ୟାବେଡାର ବନିତା ସାହୁଙ୍କୁ ତାଙ୍କ ଶ୍ୱଶୁର ଧଡ଼ିଆ ସାହୁ ଏବଂ ଦେଢଶୁର ଲକ୍ଷ୍ମୀକାନ୍ତ ସାହୁ ଦୀର୍ଘ ଦିନ ଧରି…

Continue Readingବୋହୂକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଶ୍ୱଶୁର ଓ ଦେଢଶୁର ଅଟକ

ପାଳଲହଡ଼ାରେ ମରୁଡ଼ି ସ୍ଥିତି, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ କୁଞ୍ଜାମ ଇଁଜିଡି ରୋହିଲା ମୁଣ୍ଡୁରି ବେଡ ପଞ୍ଚାୟତରେ ସ୍ୱଳ୍ପ ବର୍ଷା ଯୋଗୁ ମରୁଡ଼ି ପରିସ୍ଥିତି ଉତ୍ପନ୍ନ ହୋଇଛି। ଫଳରେ ଚଳିତବର୍ଷ ଗାଁରେ ଭଲ ଧାନ ଫସଲ ହୋଇନାହିଁ। ଏ ନେଇ ସୋମବାର ବିଜେପି ନେତା ଅଶୋକ…

Continue Readingପାଳଲହଡ଼ାରେ ମରୁଡ଼ି ସ୍ଥିତି, ଜିଲ୍ଲାପାଳଙ୍କୁ ଭେଟିଲେ ଗ୍ରାମବାସୀ

ବଅଁରପାଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ତଣ୍ଡ ଗଣିଲେ ୧୨ ବେପାରୀ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବଜାରରେ ଆଜି ଦିନ ଦ୍ୱିପ୍ରହରରେ ଅନୁଗୁଳ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଦୋକାନ ଯାଞ୍ଚ କରାଯାଇଛି। ଏ ଅବସରରେ ୧୨ ବେପାରୀଙ୍କୁ ଫାଇନ କରାଯାଇଛି। ସୂଚନା ମୁତାବକ, ଖାଦ୍ୟ ବ୍ୟବସାୟ କରୁଥିବା ଦୋକାନ ଏବଂ…

Continue Readingବଅଁରପାଳରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ, ତଣ୍ଡ ଗଣିଲେ ୧୨ ବେପାରୀ

ହାଇଡ୍ରା ଧକ୍କାରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ବାପା

ଅନୁଗୁଳ : ଅନୁଗୁଳ ସହରର ସର୍କିଟ୍ ହାଉସ ସାମ୍ନାରେ ହାଇଡ୍ରା ଧକ୍କା ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଆଜି ସକାଳେ ସୁସୁଡା ଗାଁର ହରିହର ମିଶ୍ରଙ୍କ ଝିଅ ଟ୍ୱିଙ୍କିଲ ମିଶ୍ର (୧୭) ସାଇକେଲ୍ ଯୋଗେ ଅମଲାପଡାରୁ ଗାଁକୁ ଫେରୁଥିଲେ।…

Continue Readingହାଇଡ୍ରା ଧକ୍କାରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ବାପା