ଫିସ୍ ଦେବାରେ ବିଳମ୍ବ ହେବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ତିନି ଘଣ୍ଟା ଖରାରେ ଛିଡ଼ା କଲେ ସ୍କୁଲ କର୍ତ୍ତୃପକ୍ଷ!
ଅନୁଗୁଳ: ଅନୁଗୁଳ ସହର ସିମିଳିପଡ଼ା ନିକଟ ରାଣୀଗୁଡ଼ା ପମ୍ପ ହାଉସ ଠାରେ ଥିବା ଓମ ବିଦ୍ୟା ମନ୍ଦିରରେ ପଢ଼ୁଥିବା ଜଣେ ଛାତ୍ରୀ ସ୍କୁଲ ଫିସ ଦେବାରେ ବିଳମ୍ବ କରିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ତାକୁ ଖରାରେ ଠିଆ କରିଦେଇଥିବା ନେଇ ଖବର ସାମ୍ନାକୁ…





