ଢେଙ୍କାନାଳର ପରଜଙ୍ଗ ଓ କଙ୍କଡାହାଡ଼ରେ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ ପାଇଁ ରାଜ୍ୟ ଶକ୍ତି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଏବଂ କଙ୍କଡାହାଡ ବ୍ଲକରେ ନିରନ୍ତର ବିଜୁଳି ଯୋଗାଣ ପାଇଁ ପୃଥକ ପୃଥକ ଗ୍ରୀଡ୍ ସବ୍ ଷ୍ଟେସନ ସ୍ଥାପନ କରିବାକୁ ଓଡ଼ିଶା ସରକାରଙ୍କ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…





