ପାଣି ଟ୍ୟାପ ସ୍ଥାନାନ୍ତର ପାଇଁ ମନା କରିବାରୁ ୭ ପରିବାରକୁ ନିଆଁ ପାଣି ବାସନ୍ଦ, ସ୍କୁଲ ଯିବାକୁ ବି କଲେ ବାରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ ବୁଢ଼ାପଙ୍କ ପଞ୍ଚାୟତର ପନ୍ଦରଭରଣିଆ ଗ୍ରାମରେ ୭ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି। ଗ୍ରାମ ସଭା ଏହି ନିଷ୍ପତ୍ତି ଶୁଣାଇଛି। ସୂଚନା ଅନୁଯାୟୀ ବାସନ୍ଦ ହୋଇଥିବା ସାତ ପରିବାର ଲକ୍ଷ୍ମଣ ଭୁତିଆ,…

Continue Readingପାଣି ଟ୍ୟାପ ସ୍ଥାନାନ୍ତର ପାଇଁ ମନା କରିବାରୁ ୭ ପରିବାରକୁ ନିଆଁ ପାଣି ବାସନ୍ଦ, ସ୍କୁଲ ଯିବାକୁ ବି କଲେ ବାରଣ

ପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଗଣଧାରଣା ଦିଆଯାଇଛି। ସୂଚନା ମୁତାବକ, ପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ନିକଟରୁ ଏକ ଶୋଭାଯାତ୍ରା…

Continue Readingପାଞ୍ଚ ଦଫା ଦାବି ନେଇ ସର୍ବଭାରତୀୟ ଡିଲର ଫେଡରେସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣଧାରଣା

ଛେଳି ଗିଳୁଥିବା ବେଳେ ବିରାଟ ଅଜଗର ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ

ଅନୁଗୁଳ: ପୁରୁଣାଗଡ଼ ବନମାଳୀ ମଠ ନିକଟ ସରଧପୁର ଗାଁରୁ ଆଜି ବନ ବିଭାଗ ଏକ ବିରାଟ ଅଜଗରକୁ ଉଦ୍ଧାର କରିଛି। ଅଜଗରଟି ଏକ ଛେଳି ଗିଳୁଥିବା ବେଳେ ଜଣେ ଯୁବକ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ସୂଚନା ମୁତାବକ, ଗାଁର…

Continue Readingଛେଳି ଗିଳୁଥିବା ବେଳେ ବିରାଟ ଅଜଗର ଉଦ୍ଧାର, ବନ ବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ

ପ୍ରିପେଡ୍ ମିଟର ବ୍ୟବସ୍ଥାକୁ ବିରୋଧ ଓ କର୍ମଚାରୀଙ୍କୁ ରେଗୁଲାର କରିବାକୁ ଆନ୍ଦୋଳନ କରିବେ ବିଦ୍ୟୁତ୍ କର୍ମଚାରୀ ସଂଘ

ଅନୁଗୁଳ: ଆଜି ପୂର୍ବାହ୍ନରେ ବାବା ଚମ୍ପେଶ୍ଵର ବିଦ୍ୟୁତ୍ କର୍ମଚାରୀ ସଂଘର ଆହ୍ବାନରେ ଏକ ସଭା ସହର ଉପକଣ୍ଠସ୍ଥ ସରଧାପୁର ଠାରେ ଅନୁଷ୍ଠିତ ହୋଇଛି। ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ରଜତ…

Continue Readingପ୍ରିପେଡ୍ ମିଟର ବ୍ୟବସ୍ଥାକୁ ବିରୋଧ ଓ କର୍ମଚାରୀଙ୍କୁ ରେଗୁଲାର କରିବାକୁ ଆନ୍ଦୋଳନ କରିବେ ବିଦ୍ୟୁତ୍ କର୍ମଚାରୀ ସଂଘ

ତାଳଚେର ମେଡିକାଲ୍ କଲେଜ୍ ପାଇଁ ଜେଲ୍ ଯିବାକୁ ପୂରିଲା ବର୍ଷେ, କଳା ଦିବସ ପାଳିଲା କ୍ରିୟାନୁଷ୍ଠାନ କମିଟି

ତାଳଚେର: ତାଳଚେର ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମେଡିକାଲ୍ କଲେଜ୍ ପାଇଁ ଜେଲ୍ ଯିବାର ଏକ ବର୍ଷ ପୂର୍ତ୍ତି ପାଳନ କରାଯାଇଛି। ଏ ଅବସରରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଥିବା ସହିଦ ସ୍ତମ୍ଭ ସାମ୍ନାରେ କମିଟିର ଯୁଗ୍ମ…

Continue Readingତାଳଚେର ମେଡିକାଲ୍ କଲେଜ୍ ପାଇଁ ଜେଲ୍ ଯିବାକୁ ପୂରିଲା ବର୍ଷେ, କଳା ଦିବସ ପାଳିଲା କ୍ରିୟାନୁଷ୍ଠାନ କମିଟି

ଆଜିଠୁ ବଢ଼ିବ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କେନ୍ଦ୍ର ଭାଗ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୨୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।…

Continue Readingଆଜିଠୁ ବଢ଼ିବ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଜୁନ ୩୦ ସୁଦ୍ଧା ଫେରିଛି ୨.୭୨ ଲକ୍ଷ କୋଟିର ୨ ହଜାର ଟଙ୍କିଆ ନୋଟ୍, ସୂଚନା ଦେଲା ଆରବିଆଇ

ମୁମ୍ବାଇ : ଜୁନ ୩୦ ସୁଦ୍ଧା ବ୍ୟାଙ୍କକୁ ଫେରିଛି ୨.୭୨ ଲକ୍ଷ କୋଟିର ୨ ହଜାର ଟଙ୍କିଆ ନୋଟ୍। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସୂଚନା ଦେଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କହିଛି ଯେ ଜୁନ ୩୦ ସୁଦ୍ଧା…

Continue Readingଜୁନ ୩୦ ସୁଦ୍ଧା ଫେରିଛି ୨.୭୨ ଲକ୍ଷ କୋଟିର ୨ ହଜାର ଟଙ୍କିଆ ନୋଟ୍, ସୂଚନା ଦେଲା ଆରବିଆଇ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ, ଗୁରୁଙ୍କୁ ପୂଜି ଆଶୀର୍ବାଦ ନେଲେ ଛାତ୍ରଛାତ୍ରୀ

ଅନୁଗୁଳ : ଆଷାଢ଼ ପୂର୍ଣ୍ଣିମା ତଥା ଗୁରୁ ବ୍ଯାସ ଦେବଙ୍କ ଜୟନ୍ତୀ ଅବସରରେ ସ୍ଥାନୀୟ ଗାନ୍ଧୀ ମାର୍ଗ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଛାତ୍ରଛାତ୍ରୀ ଗୁରୁଙ୍କୁ ପୂଜା…

Continue Readingସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ପୂର୍ଣ୍ଣିମା ପାଳିତ, ଗୁରୁଙ୍କୁ ପୂଜି ଆଶୀର୍ବାଦ ନେଲେ ଛାତ୍ରଛାତ୍ରୀ

ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ବାଇକ ଚାଳକ ଏନଟିପିସି ଶ୍ରମିକଙ୍କ ମୃତ୍ୟୁ

କଣିହାଁ : ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ପେଟ୍ରୋଲ ପମ୍ପ ପାଖରେ ରବିବାର ରାତିରେ ଏକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଏନଟିପିସି ଟାଉନ ଥାନା ବାରଡାଙ୍ଗୁଆ ଗ୍ରାମର ଜିତେନ୍ଦ୍ର ପ୍ରଧାନ(୩୮) ବୋଲି ଜଣାପଡିଛି।…

Continue Readingରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ବାଇକ ଚାଳକ ଏନଟିପିସି ଶ୍ରମିକଙ୍କ ମୃତ୍ୟୁ

୨୨ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ମାଫିଆ ସମେତ ୩ ଗିରଫ

ତାଳଚେର: ତାଳଚେର ଟାଉନ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧.୬ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି। ଆଇଆଇସି ଶ୍ରୀନିବାସ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଅତର୍କିତ…

Continue Reading୨୨ ହଜାର ଟଙ୍କାର ବ୍ରାଉନସୁଗାର ଜବତ, ମାଫିଆ ସମେତ ୩ ଗିରଫ