ଇଣ୍ଡିଆନ ମେଡିକାଲ ଆସୋସିସନ ତରଫରୁ ଆଓ ଗାଓଁ ଚଲେଁ ଅଭିଯାନ ଆରମ୍ଭ
ଅନୁଗୁଳ : ଅନୁଗୁଳ ଜିଲ୍ଲା ବସଲା ପଞ୍ଚାୟତରେ ଇଣ୍ଡିଆନ ମେଡିକାଲ ଆସୋସିସନ ତରଫରୁ ଆଓ ଗାଓଁ ଚଲେଁ ଅଭିଯାନ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଇଣ୍ଡିଆନ ମେଡିକାଲ ଆସୋସିସନ ଅନୁଗୁଳ ବ୍ରାଞ୍ଚର ସଭାପତି ଡାକ୍ତର ତରୁଣ କୁମାର ସାହୁ, ବରିଷ୍ଠ ଭେଷଜ ଡାକ୍ତର…





