ଘରେ ରଖି ବେଧଡ଼କ ବିକୁଥିଲେ ବିଦେଶୀ ମଦ, ଚଢ଼ଉ କରି ଜଣଙ୍କୁ ଗିରଫ କଲା ପୋଲିସ
ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ବଳରାମ ପ୍ରସାଦ ପଞ୍ଚାୟତ କେନ୍ଦୁ ପାଟଣା ସାହିରେ ଚଢ଼ଉ କରି ପୋଲିସ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନ୍ତୋଷ କୁମାର ସାହୁ (୪୦)।…
ଅନୁଗୁଳ: ସ୍ଥାନୀୟ ନାଲକୋ ଥାନା ବଳରାମ ପ୍ରସାଦ ପଞ୍ଚାୟତ କେନ୍ଦୁ ପାଟଣା ସାହିରେ ଚଢ଼ଉ କରି ପୋଲିସ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସନ୍ତୋଷ କୁମାର ସାହୁ (୪୦)।…
ତାଳଚେର: ଦୀର୍ଘବର୍ଷର ଦାବି ପରେ ତାଳଚେର ଉପଖଣ୍ଡ ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ ୬ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ନେଇ ତାଳଚେରବାସୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ଡାକ୍ତରଖାନାରେ ନୂତନଭାବେ ସର୍ଜରୀ ସ୍ପେଶାଲିଷ୍ଟ…
ଅନୁଗୁଳ : ସ୍ଥାନୀୟ ସଦର ଥାନା ଅନ୍ତର୍ଗତ ଚନ୍ଦ୍ର ବାହାଳ ଗାଁରେ ଭାଉଜଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ପୋଲିସ ଦିଅରକୁ ଗିରଫ କରିଛି। ସୂଚନା ମୁତାବକ, ଗାଁର ବୁଲେଶ ପ୍ରଧାନ (୨୫)ଙ୍କ ପରିବାରରେ ଦୀର୍ଘଦିନ ହେଲାଣି ଜମି ବିବାଦ ଲାଗି…
ଭୁବନେଶ୍ୱର: ମିଶନ ଶକ୍ତି ସଚିବ ସୁଜାତ ଆର୍ କାର୍ତ୍ତିକେୟନ୍ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ କହିଛନ୍ତି, ମହିଳାମାନଙ୍କୁ ଉଦ୍ୟୋଗୀ କରିପାରିବା ଦିଗରେ ମିଶନ ଶକ୍ତି କାର୍ଯ୍ୟ କରୁଛି । ପଞ୍ଚାୟତ ସ୍ତରରୁ ମହିଳାଙ୍କ ଉନ୍ନତିରେ ସହାୟକ ହେବା ପାଇଁ ପ୍ରତ୍ୟେକ…
ଭୁବନେଶ୍ୱର: ଚଳିତ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍ସିଏଲ୍) ପକ୍ଷରୁ କୋଇଲା ଖଣିରେ ଭରଚୁଆଲ ରିଏଲିଟୀ (ଭିଆର୍) ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ) ଟେକ୍ନୋଲୋଜିର ବ୍ୟବହାର ସମ୍ବନ୍ଧିତ ପ୍ରଦର୍ଶନୀ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କୋଇଲା…
ତାଳଚେର : ବିଜେଡି ପକ୍ଷରୁ ଆଜି କରାଯାଇଥିବା ତାଳଚେର ବନ୍ଦକୁ ବିଜେପି ବିରୋଧ କରିଛି। ଏ ଅବସରରେ ସ୍ଥାନୀୟ ଏକ ହୋଟେଲରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି। ଆଜିର ତାଳଚେର ବନ୍ଦକୁ ବିଜେଡି ତଥା ତାଳଚେର…
ଅନୁଗୁଳ: ସ୍ଥାନୀୟ ନାଲକୋ ନିକଟସ୍ଥ କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମକେନ୍ଦ୍ର ଠାରେ ଆଜି ସକାଳେ ଅକ୍ଷମତା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଏସ୍ ଶୁଭଲକ୍ଷ୍ମୀ ଯୋଗ ଦେଇ ଅକ୍ଷମତା ଦିବସ ପାଳନର ଗୁରୁତ୍ୱ ଓ…
ଅନୁଗୁଳ: ଅନୁଗୁଳ ବଜାର ଦଶହରା ପଡ଼ିଆ ନିକଟରେ ଏକ ଟ୍ରଲର ଓ କଣ୍ଟେନର ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏଥିରେ କାହାର କ୍ଷୟକ୍ଷତି ହୋଇନାହିଁ। ସୂଚନା ମୁତାବକ, ଶୁକ୍ରବାର ଭୋର ୪ଟା ବେଳେ ଦଶହରା ପଡ଼ିଆ ନିକଟରେ ୫୫ନଂ ଜାତୀୟ…
ଅନୁଗୁଳ: ଆଇପିଏଲ ସିଜିନରେ ଏଥର ଏକ ନୂଆ ନିୟମ ଲାଗୁ ହେବାକୁଯାଉଛି। ଗୋଟିଏ ଟିମ ମ୍ୟାଚର ୧୪ ଓଭର ପୂର୍ବରୁ ନିଜର ୧୧ ଜଣ ଖେଳାଳିଙ୍କ ମଧ୍ୟରୁ ଜଣକୁ ବଦଳାଇ ଆଉ ଜଣେ ଖେଳାଳିଙ୍କୁ ଭର୍ତ୍ତି କରିପାରିବ । ଏହି ଖେଳାଳିଙ୍କୁ…
ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବିଭିନ୍ନ ବିଭାଗର କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ଏ ଅବସରରେ ସେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡିକ…