ନାଲକୋ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଢେଙ୍କାନାଳ ସାଂସଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି

ନାଲକୋ: ଅନୁଗୁଳ ଜିଲ୍ଲା ନାଲକୋର ଶ୍ୱେତ ଅତିଥି ନିବାସରେ ଢେଙ୍କାନାଳ ସାଂସଦ, ନାଲକୋର ନିର୍ବାହୀ ନିର୍ଦ୍ଦେଶକ ଭୀମସେନ ପ୍ରଧାନ, ଗ୍ରୁପ ଜେନେରାଲ ମ୍ୟାନେଜର ମଣି ପ୍ରସାଦ ସାମଲ, ନାଲକୋ ସ୍ପନ୍ସୋର୍ଡ ଏଲ .ଏ .ପି- ଆଇ.ଟି.ଆଇ କ୍ଷତିଗ୍ରସ୍ତ ପ୍ରଜାସଂଘର ସମ୍ପାଦକ ଓ…

Continue Readingନାଲକୋ ପ୍ରଶାସନିକ ଅଧିକାରୀଙ୍କୁ ନେଇ ଢେଙ୍କାନାଳ ସାଂସଦଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, କ୍ଷତିଗ୍ରସ୍ତ ପ୍ରଜାଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି

କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ଏବଂ ପଦ୍ମପାଦ ଆଶ୍ରମରେ ବିଦ୍ୟୁତିକରଣ କାର୍ଯ୍ୟର ଉଦଘାଟନ କଲେ ସାଂସଦ ଓ ବସୁଧା ଉପଦେଷ୍ଟା

ଅନୁଗୁଳ: ଆଜି ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଲକର ଗୋପୀନାଥପୁର ଠାରେ ଥିବା କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ଓ ପଦ୍ମପାଦ ଆଶ୍ରମକୁ ସାଂସଦଙ୍କ ପାଣ୍ଠିରୁ ବିଦ୍ୟୁତିକରଣ କାର୍ଯ୍ୟ ଉଦଘାଟିତ ହୋଇଛି। କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର…

Continue Readingକେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ କେନ୍ଦ୍ର ଏବଂ ପଦ୍ମପାଦ ଆଶ୍ରମରେ ବିଦ୍ୟୁତିକରଣ କାର୍ଯ୍ୟର ଉଦଘାଟନ କଲେ ସାଂସଦ ଓ ବସୁଧା ଉପଦେଷ୍ଟା

ଏଣିକି ସହଜରେ କିଣି ପାରିବେ ଆପାର୍ଟମେଣ୍ଟ, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୨୦୨୩କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର: ଏଣିକି ସହଜରେ କିଣି ପାରିବେ ଆପାର୍ଟମେଣ୍ଟ। ଆଉ ରହିବନି ଆପାର୍ଟମେଣ୍ଟ କିଣିବା ବେଳେ ସମସ୍ୟା। ସମସ୍ୟାର ସମାଧାନ କରିବାକୁ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୨୦୨୩କୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଏହି ବିଲ୍ ବିଧାନସଭାରେ ଆଗତ ହୋଇ ପାରିତ…

Continue Readingଏଣିକି ସହଜରେ କିଣି ପାରିବେ ଆପାର୍ଟମେଣ୍ଟ, ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ-୨୦୨୩କୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ବଲଙ୍ଗ ପଞ୍ଚାୟତ ଗସ୍ତ କରି ଗାଁ ଲୋକଙ୍କ ପାନୀୟ ଜଳ ସମସ୍ୟା ବୁଝିଲେ ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ

ଅନୁଗୁଳ: ବସୁଧାର ଉପଦେଷ୍ଟା ଦିନେଶ ପ୍ରଧାନ ଶୁକ୍ରବାର ଅନୁଗୁଳ ନିର୍ବାଚନ ମଣ୍ଡଳୀର ଅନୁଗୁଳ ବ୍ଲକର ବଲଙ୍ଗ ପଞ୍ଚାୟତ ପରିଦର୍ଶନ କରିଛନ୍ତି। ବଲଙ୍ଗ ସରପଞ୍ଚଙ୍କ ଉପସ୍ଥିତିରେ ସେ ବଲଙ୍ଗ ପଞ୍ଚାୟତର ବିଭିନ୍ନ ଗାଁରେ ଥିବା ବସୁଧା ଯୋଜନାର ପ୍ରକଳ୍ପ ଓ ସୋଲାର ପାନୀୟ…

Continue Readingବଲଙ୍ଗ ପଞ୍ଚାୟତ ଗସ୍ତ କରି ଗାଁ ଲୋକଙ୍କ ପାନୀୟ ଜଳ ସମସ୍ୟା ବୁଝିଲେ ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ

ତାଳଚେରର ସଇନାଳି ଛକରେ ସକାଳୁ ଉତ୍ପାତ ହେଉଛନ୍ତି ହାତୀପଲ, ଭାଙ୍ଗିଲେ ଘର ଓ ଦୋକାନ

ତାଳଚେର: ତାଳଚେରର ସଇନାଳି ଛକରେ ଆଜି ଭୋରରୁ ହାତୀ ଉପଦ୍ରବ ଦେଖାଦେଇଛି। ଆଜି ସକାଳେ ୧୩ ରୁ ୧୪ ପଟ ହାତୀ ତାଳଚେର କଙ୍କିଳିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଦୋକାନ ଘର ଭାଙ୍ଗିଦେଇଛନ୍ତି। ସୂଚନା ମୁତାବକ, ତାଳଚେର ଗୋଡ଼ିବନ୍ଧ…

Continue Readingତାଳଚେରର ସଇନାଳି ଛକରେ ସକାଳୁ ଉତ୍ପାତ ହେଉଛନ୍ତି ହାତୀପଲ, ଭାଙ୍ଗିଲେ ଘର ଓ ଦୋକାନ

୩ ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ୧୫ ରେ ଆନ୍ଦୋଳନ ଚେତାବନୀ

ଅନୁଗୁଳ: ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ୩ ଦଫା ଦାବି ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ୫-ଟି ସଚିବ, ମୁଖ୍ୟ ଶାସନ ସଚିବଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଏହି…

Continue Reading୩ ଦଫା ଦାବି ନେଇ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର, ୧୫ ରେ ଆନ୍ଦୋଳନ ଚେତାବନୀ

ଜୀବ ନିଷ୍ଠୁରତା ନିରୋଧ ସମ୍ପର୍କରେ ବୈଠକ: ଜୀବଜନ୍ତୁଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅକଥନୀୟ ଜୀବ ନିଷ୍ଠୁରତା ନିରୋଧ ସମିତି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମରେ ଏକ ବୈଠକ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ନିରୋଦ ଦାସ ସ୍ବାଗତ…

Continue Readingଜୀବ ନିଷ୍ଠୁରତା ନିରୋଧ ସମ୍ପର୍କରେ ବୈଠକ: ଜୀବଜନ୍ତୁଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ ଗୁରୁତ୍ୱ

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଅନୁଗୁଳ ଜିଲ୍ଲାରେ ପରୀକ୍ଷା ଦେଲେ ୧୭ ହଜାର ୧୯୭ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଜି ୧୭ ହଜାର ୧୯୭ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଆଜି ପ୍ରଥମ ଦିନରେ ମାତୃଭାଷା ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଜିଲ୍ଲାରେ ମୋଟ ୯୪ ଟି ସେଣ୍ଟର୍, ୮ ନୋଡାଲ ସେଣ୍ଟରରେ…

Continue Readingଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଅନୁଗୁଳ ଜିଲ୍ଲାରେ ପରୀକ୍ଷା ଦେଲେ ୧୭ ହଜାର ୧୯୭ ଛାତ୍ରଛାତ୍ରୀ

ସର୍ଟ ସର୍କିଟ ଯୋଗୁଁ ଜଳିଗଲା କୋଇଲା ବୋଝେଇ ଟ୍ରକ, କେହି ମୃତାହତ ହୋଇନଥିବା ସୂଚନା

ବଅଁରପାଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋର ନିଜସ୍ୱ ବିଦ୍ୟୁତ କାରଖାନା ବା ସିପିପି ପ୍ଲାଣ୍ଟରେ ଏକ କୋଇଲା ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି। ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଜଣାଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି…

Continue Readingସର୍ଟ ସର୍କିଟ ଯୋଗୁଁ ଜଳିଗଲା କୋଇଲା ବୋଝେଇ ଟ୍ରକ, କେହି ମୃତାହତ ହୋଇନଥିବା ସୂଚନା

ନାବାଳିକାଙ୍କୁ ଅସଦ୍‌ ବ୍ୟବହାରକରି ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକାଙ୍କୁ ଅଶାଳିନ ଅସଦ୍ବ୍ୟବହାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ୧୦ ବର୍ଷର ନାବାଳିକା ଗାଁରେ ବୁଧବାର ହୋଲି ଖେଳୁଥିଲେ। ଏହି…

Continue Readingନାବାଳିକାଙ୍କୁ ଅସଦ୍‌ ବ୍ୟବହାରକରି ଯୁବକ ଗିରଫ