ଆନନ୍ଦ ବଜାର ଠାରୁ ଜଗନ୍ନାଥପୁର ଛକ ପର୍ଯ୍ୟନ୍ତ ଥିବା ରାସ୍ତାକୁ ବନ୍ଦ କରିବାକୁ ବିରୋଧ, ଉପଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ

ତାଳଚେର: ସ୍ଥାନୀୟ ଆନନ୍ଦ ବଜାର ଠାରୁ ଜଗନ୍ନାଥପୁର ଛକ ପର୍ଯ୍ୟନ୍ତ ଥିବା ରାସ୍ତାକୁ ଥର୍ମାଲ ନୂତନ ପ୍ଲାଣ୍ଟ ସମ୍ପ୍ରସାରଣ ନିମନ୍ତେ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଜାରି ନିର୍ଦ୍ଦେଶନାମାକୁ ବିରୋଧ କରି ଜିଲ୍ଲା ଅଭିଭାବକ ମହାସଂଘ ଓ ତାଳଚେର ଅଭିଭାବକ ସଂଘ ମିଳିତ…

Continue Readingଆନନ୍ଦ ବଜାର ଠାରୁ ଜଗନ୍ନାଥପୁର ଛକ ପର୍ଯ୍ୟନ୍ତ ଥିବା ରାସ୍ତାକୁ ବନ୍ଦ କରିବାକୁ ବିରୋଧ, ଉପଜିଲ୍ଲାପାଳଙ୍କୁ ଭେଟିଲେ ଅଭିଭାବକ

ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ବିରୋଧ, ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଥାନାରେ ଏତଲା

ତାଳଚେର : ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରର ମନ୍ତ୍ରୀ ଅଶୂଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ଆଜି ସତ୍ୟ ସନାତନୀ ସଂଗଠନ ପକ୍ଷରୁ ତାଳଚେର ଥାନାରେ ଏତଲା ଦିଆଯାଇଛି। ରାଷ୍ଟ୍ରପତିଙ୍କ ପ୍ରତି ଅପମାନ…

Continue Readingରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ବିରୋଧ, ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଥାନାରେ ଏତଲା

ତୋଫାନ ଯୁବକ ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ

ତାଳଚେର : ତାଳଚେର ବ୍ଲକ ଘଣ୍ଟପଡ଼ାସ୍ଥିତ ତୋଫାନ ଯୁବକ ସଂଘ ପକ୍ଷରୁ ଶିଶୁ ଦିବସ ପାଳନ ହୋଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ସତ୍ୟଭାମା ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା, ତାଳଚେର ବ୍ଲକ ଗୋଷ୍ଠୀ…

Continue Readingତୋଫାନ ଯୁବକ ସଂଘ ପକ୍ଷରୁ ଶିଶୁ ଦିବସ ପାଳିତ

ସମର୍ପଣ ଏକାଡେମୀରେ ଶିଶୁ ଦିବସ, ଦଶମ-ଦ୍ବାଦଶ ଟପ୍ପରଙ୍କୁ ୫୦ ହଜାର ଟଙ୍କାର ଛାତ୍ରବୃତ୍ତି ଘୋଷଣା

ଅନୁଗୁଳ: ସ୍ଥାନୀୟ ଅମଲାପଡ଼ା ସ୍ଥିତ ସମର୍ପଣ ଏକାଡେମୀରେ ସୋମବାର ମହାସମାରୋହରେ ଶିଶୁ ଦିବସ ପାଳିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ବୈଷ୍ଣବୀ ଦେଓ ପଣ୍ଡିତ ଜବାହରଲାଲ୍ ନେହରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେବା ସହ ଚାଚା ନେହରୁଙ୍କ ଜୀବନୀ ଓ ଆଦର୍ଶ…

Continue Readingସମର୍ପଣ ଏକାଡେମୀରେ ଶିଶୁ ଦିବସ, ଦଶମ-ଦ୍ବାଦଶ ଟପ୍ପରଙ୍କୁ ୫୦ ହଜାର ଟଙ୍କାର ଛାତ୍ରବୃତ୍ତି ଘୋଷଣା

ଶିଶୁ ଦିବସ ପାଇଁ ଅନନ୍ତ ଡିଏଭିରେ ବିଜ୍ଞାନ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଆୟୋଜିତ

ତାଳଚେର: ସ୍ଥାନୀୟ ଜଗନ୍ନାଥ କ୍ଷେତ୍ର ମହାନଦୀ କୋଲ୍ ଫିଲ୍ଡ ଡିଏଭି ପବ୍ଲିକ୍ ସ୍କୁଲ ପରିସରରେ ଶିଶୁ ଦିବସ ପାଳିତ ହୋଇଛି। ଏହି ଉତ୍ସବରେ ଏମ୍.ସି.ଏଲ୍ ଜଗନ୍ନାଥ କ୍ଷେତ୍ରର ଏ.ପି.ଏମ୍. ବିରଞ୍ଚି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜବାହାରଲାଲ ନେହରୁଙ୍କ…

Continue Readingଶିଶୁ ଦିବସ ପାଇଁ ଅନନ୍ତ ଡିଏଭିରେ ବିଜ୍ଞାନ ପ୍ରଦର୍ଶନୀ ଓ ଖାଦ୍ୟ ମେଳା ଆୟୋଜିତ

ଦିନ ଦ୍ବିପ୍ରହରରେ ଯୁବକଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ମେରାମଣ୍ଡଳି ବଅଁରପାଳ ବ୍ଲକ ତାଳ ବାହାଳ ଗ୍ରାମ ନିକଟରେ ଥିବା ଟାଟା ଷ୍ଟିଲ ପାଚେରି ପାର୍ଶ୍ୱରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଯୁବକ ଜଣକ ଟାଟା ଷ୍ଟିଲରେ କାମ କରୁଥିବା ବିହାର ଅଞ୍ଚଳର ରବି କୁମାର…

Continue Readingଦିନ ଦ୍ବିପ୍ରହରରେ ଯୁବକଙ୍କୁ ଗୁଳିମାଡ଼, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ବାଳାଶ୍ରମରେ ଶିଶୁ ଦିବସ ପାଳିଲା ଅନ୍ନପୂର୍ଣ୍ଣା ଫାଉଣ୍ଡେସନ, କେକ୍ କାଟି କଲେ ସେଲିବ୍ରେସନ

ଅନୁଗୁଳ: ଆଜି ନଭେମ୍ବର ୧୪ ତାରିଖ ଚାଚା ନେହରୁଙ୍କ ଜନ୍ମଦିନ ତଥା ଶିଶୁ ଦିବସ। ଏ ଅବସରରେ ଅନୁଗୁଳ ଜିଲ୍ଲା ବଳରାମପ୍ରସାଦର ନବଜୀବନ ବାଳାଶ୍ରମରେ ତାଳଚେରର ବହୁ ପରିଚିତ ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ଶିଶୁ ଦିବସ ପାଳନ କରିଛି। ଫାଉଣ୍ଡେସନ ପକ୍ଷରୁ ଆଶ୍ରମରେ…

Continue Readingବାଳାଶ୍ରମରେ ଶିଶୁ ଦିବସ ପାଳିଲା ଅନ୍ନପୂର୍ଣ୍ଣା ଫାଉଣ୍ଡେସନ, କେକ୍ କାଟି କଲେ ସେଲିବ୍ରେସନ

ଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ଜବତ ଗାଡ଼ି, ପାର୍କିଂ କରିବାକୁ ଜାଗା ପାଉନାହାନ୍ତି ସାଧାରଣ ଲୋକ

ଆଠମଲ୍ଲିକ : ମଦ ପିଇ ଗାଡ଼ି ଚଳାଉଥିବା ଅଭିଯୋଗରେ ଆଠମଲ୍ଲିକ ପୋଲିସ ୨ ଦିନ ତଳେ ୩ ଟି କୋଇଲା ବୋଝେଇ ଟ୍ରକ ଓ ଗୋଟିଏ ମିନିଟ୍ରକର ଡ୍ରାଇଭରଙ୍କୁ ଧରିଥିଲା। ତାଙ୍କୁ ନୋଟିସ ଦେଇ ଛାଡ଼ିବା ପରେ ଗାଡ଼ି ଗୁଡ଼ିକ କିନ୍ତୁ…

Continue Readingଭୟଙ୍କର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ଜବତ ଗାଡ଼ି, ପାର୍କିଂ କରିବାକୁ ଜାଗା ପାଉନାହାନ୍ତି ସାଧାରଣ ଲୋକ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ପ୍ରତିବାଦ, ଏତଲା ଦେଲା ମହିଳା ମୋର୍ଚ୍ଚା

ଅନୁଗୁଳ : ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ବିଜେପି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିବା ସହ ସମ୍ପୃକ୍ତ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିବା ସହ ଏତଲା…

Continue Readingରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟକୁ ପ୍ରତିବାଦ, ଏତଲା ଦେଲା ମହିଳା ମୋର୍ଚ୍ଚା

ଆସନ୍ତାକାଲିଠୁ ସ୍ୱାଭାବିକ ଭାବେ ଚାଲିବ ତାଳଚେର କୋର୍ଟ, ବନ୍ଦ ପ୍ରତ୍ୟାହାର କଲା ଓକିଲ ସଂଘ

ତାଳଚେର: ଆସନ୍ତାକାଲିଠାରୁ ସ୍ୱାଭାବିକ ଭାବେ କୋର୍ଟ କାର୍ଯ୍ୟ ଚାଲିବ। ଏନେଇ ଆଜି ତାଳଚେର ଓକିଲ ସଂଘର ସଭାପତି ସନ୍ତୋଷ ସାହୁଙ୍କ ଅଧ୍ୟକ୍ଷତାରେ ମଧୁବାବୁ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ସଂଘର ସମସ୍ତ ସଦସ୍ୟମାନେ ଅନୁଗୁଳ ଜିଲ୍ଲା…

Continue Readingଆସନ୍ତାକାଲିଠୁ ସ୍ୱାଭାବିକ ଭାବେ ଚାଲିବ ତାଳଚେର କୋର୍ଟ, ବନ୍ଦ ପ୍ରତ୍ୟାହାର କଲା ଓକିଲ ସଂଘ